କଣରୁ କଣ ହେଇଗଲେ Disha Patani, ତାଙ୍କ ବିଷୟରେ 10 ଅଜଣା କଥା ଯାହା ଆପଣ କେବେ ଶୁଣି ନଥିବେ

କିଛି ଦିନ ତଳେ ହିଁ ବିକିନୀ ଫଟୋସୁଟ କରି ଲାଇମଲାଇଟରେ ଆସିଥିବା ଅଭିନେତ୍ରୀ ଦିଶା ପାଟନୀ ପୁଣି ଥରେ ଚର୍ଚାରେ ଆସି ଯାଇଛନ୍ତି । ବଲୀଉଡର ହଟ ଆଣ୍ଡ ସେକ୍ସି ଅଭିନେତ୍ରୀ ଦିଶା ପାଟନୀ ଆଜି ବଲୀଉଡ ଇଣ୍ଡଷ୍ଟ୍ରିରେ ଗୋଟିଏ ଫିଲ୍ମ ପାଇଁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଅନ୍ୟ ପଟେ ବୋଲ୍ଡ ଓ ଗ୍ଲାମରସ ଅବତାର ପାଇଁ ଚର୍ଚାରେ ରହୁଥିବା ଦିଶା ପାଟନୀଙ୍କୁ ତାଙ୍କର ଫ୍ୟାନମାନେ ଭୋଟ ଦେଇ ମୋସ୍ଟ ଡିଜାଏରେବୁଲ ଅଭିନେତ୍ରୀ ରୂପରେ ବି ବାଛିଥିଲେ ।

କହିଦେଉଛୁ କି ଦିଶା ପାଟନୀ ଅଭିନେତା ଟାଇଗର ଶ୍ରଫଙ୍କ ସହ ରିଲେସନସିପକୁ ନେଇ ବି ବହୁତ ଅଧିକ ଚର୍ଚିତ ରହିସାରିଛନ୍ତି । କିଛି ସମୟ ପୂର୍ବେ ଖବର ଆସିଥିଲା କି ଦିଶା ଓ ଟାଇଗର ଶ୍ରଫଙ୍କ ପରିବାର ମଧ୍ୟରେ ସମ୍ପର୍କ ଠିକ ନାହିଁ ।

କିନ୍ତୁ ବର୍ତ୍ତମାନ ଦିଶାଙ୍କ ଫଟୋ ଉପରେ ଟାଇଗରଙ୍କ ମା କମେଣ୍ଟ କରି ଦିଶା ଓ ତାଙ୍କର ପରିବାର ମଧ୍ୟରେ ସବୁ ସମ୍ପର୍କ ଠିକ ଅଛି ବୋଲି କହି ଏହି ଖବରକୁ ମିଛି ବୋଲି ପ୍ରମାଣିତ କରି ଦେଇଛନତି । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ଦିଶା ପାଟନୀ ମୁମ୍ବାଇ ଆସିଥିଲେ ତେବେ ସେହି ସମୟରେ ତାଙ୍କ ପାଖରେ କେବଳ ୫୦୦ ଟଙ୍କା ଥିଲା । କିନ୍ତୁ ଆଜି ସେ ପାଖପାଖି ୫ କୋଟି ଟଙ୍କା ଘରର ମାଲିକ ହୋଇଯାଇଛନ୍ତି । ବର୍ଷ ୨୦୧୭ରେ ଦିଶା ମୁମ୍ବାଇର ବାନ୍ଦ୍ରାରେ ନିଜର ଘର କ୍ରୟ କରିଥିଲେ ।

ଦିଶାଙ୍କୁ ଦାମୀ ଦାମୀ କାର ରଖିବାକୁ ବି ଭଲ ଲାଗେ । ତାଙ୍କ ପାଖରେ BMW କାର ଅଛି ଯାହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ଅଟେ । ଏହା ଛଡା ଜାଗୁଆର ଓ ମର୍ସିଡିଜ ବି ଅଛି । ଯଦି ତାଙ୍କର କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ଦିଶା ପାଟନୀ ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ବର୍ଷ ୨୦୧୫ରେ ଆସିଥିବା ତେଲୁଗୁ ଫିଲ୍ମ ‘ଲୋଫର’ରୁ କରିଥିଲେ । ଫିଲ୍ମ ଛଡା ଦିଶା ପାଟନୀଙ୍କୁ କେତେକ ବିଜ୍ଞାପନରେ ବି ଦେଖାଯାଇଛି ।

ବର୍ତ୍ତମାନ ସମୟରେ ଦିଶା ପାଟନୀ ବଲୀଉଡରେ ଜଣେ ଜଣା ଶୁଣା ନାଁ ହୋଇଯାଇଛନ୍ତି । ବର୍ଷ ୨୦୦୮ରେ ବୟଫ୍ରେନ୍ଡ ସହ ଫିଲ୍ମ ବାଗୀ ୨ରେ କାମ କରି ଦିଶା ବହୁତ ଲାଇମଲାଇଟର ଆସିଥିଲେ । ଏହା ସହିତ ଫିଲ୍ମ ଭାରତରେ ତାଙ୍କର ଆଇଟମ ଗୀତର ବି ସବୁ ଦିବାନା ହୋଇଯାଇଥିଲେ । ଏହା ଛଡା ଦିଶା ମଳଙ୍ଗ ଓ ବାଗୀ ୩ ଭଳି ସୁପରହିଟ ଫିଲ୍ମରୁ ବି ବହୁତ ହିଟ ହୋଇଛନ୍ତି । ଏହା ସହିତ ଦିଶା କେତେକ ବଡ ବଡ ବ୍ରାଣ୍ଡର ବ୍ରାଣ୍ଡଆମ୍ବେସଡର ବି ଅଟନ୍ତି ।

ଯେଉଁଥିରୁ ତାଙ୍କୁ ବହୁତ ଟଙ୍କା ଆୟ ହୋଇଥାଏ । ଯଦି ତାଙ୍କର ଆସନ୍ତା ଫିଲ୍ମ ବିଷୟରେ କହିବା ତେବେ ଦିଶା ଆସନ୍ତା କିଛି ଦିନରେ ଦୁଇଟି ଫିଲ୍ମରେ ନଜର ଆସିବେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି କେଟିନା ଯେଉଁଥିରେ ଅଭିନେତ୍ରୀ ଦିଶା ପାଟନୀ ଟିନା କପାଡିୟାଙ୍କ ରୋଲରେ ନଜର ଆସିବେ ଓ ତାଙ୍କର ଅନ୍ୟ ଏକ ଫିଲ୍ମ ହେଉଛି ‘ରାଧେ’ । ଯେଉଁଥିରେ ସେ ସଲମାନ ଖାନଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିବେ । ଆପଣଙ୍କୁ କହିଦେଉଛୁ କି ଫିଲ୍ମ ରାଧେରେ ଦିଶା ସଲମାନ ଖାନଙ୍କ ସହିତ ଆକ୍ସନ ଓ ରୋମାନ୍ସ କରୁଥିବାର ନଜର ଆସିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।