ଏହି ଅଭିନେତ୍ରୀଙ୍କ ସହ ହେବାକୁ ଯାଉଥିଲା Sachin Tendulkar ଙ୍କ ବିବାହ, ତ ତେନ୍ଦୁଲକର କହିଥିଲେ କି – ‘ମୁଁ ତ ତାଙ୍କୁ…’

କ୍ରିକେଟରର ଭଗବାନ କୁହା ଯାଉଥିବା ସଚିନ ତେନ୍ଦୁଲକର ଆଜି ନିଜର ୪୬ତମ ଜନ୍ମଦିବସ ପାଳନ କରୁଛନ୍ତି । ସଚିନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କଉ ରାତି ୧୨ଟାରୁ ଶୁଭେଚ୍ଛା ଜଣାଇଥାନ୍ତି ।

ଏଠାରେ ଆମେ ଆପଣ ମାନଙ୍କୁ ସଚିନଙ୍କର କ୍ରିକେଟ ମ୍ଯାଚ ବିଷୟରେ ନୁହେ ବରଂ ତାଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । କ୍ରିକେଟ ଦୁନିଆରେ ଭଲ ପ୍ଲେୟାର ଭାବେ ପ୍ରଫୋମାଂସ କରୁଥିବା ସଚିନଙ୍କର ନାଁ ହେଉଛି ଅନଗିନତ ରିକାର୍ଡ୍ସ  ଅଟେ । ସଚିନ ଯେବେ ଯୁବା କ୍ରିକେଟର ଭାବେ ପରିଚୟ ପାଇଥିଲେ ସେତେବେଳେ ସେ ଭାରତର ମୋଷ୍ଟ ବ୍ୟାଚଲର ଭାବେ ଜଣାଶୁଣା ଥିଲେ ।

ସଚିନଙ୍କ ନାଁ ଏମିତି କିଛି ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା ଯାହା ସହ ତାଙ୍କର ବିବାହ ଖବରକୁ ନେଇ ମଧ୍ୟ ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି ଅଭିନେତ୍ରୀ ସହ ସଚିନଙ୍କର ମ୍ୟାରେଜ ହେବାକୁ ଯାଉଥିଲା : ଯେତେବେ ୧୯୯୩-୧୯୯୫ରେ ସଚିନ ଲୋକପ୍ରିୟତା ହାସଲ କରିଥିଲେ ସେତେବେଳେ ତାଙ୍କ ନାଁ ଜଣେ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା । ମିଡିଆ ଖବର ଅନୁଯାଇ ସଚିନଙ୍କର ମ୍ୟାରେଜକୁ ନେଇ ବେସ ଚର୍ଚ୍ଚାରେ ରହିଥିଲା ।

ସେହି ସମୟରେ ସଚିନଙ୍କର ନାଁ ଶିଲ୍ପା ଶିରୋଡକାରଙ୍କ ସହ ଯୋଡା ଯାଇଥିଲା । ଖବର ଅନୁଯାୟୀ ଦୁହେଁ ମରାଠୀ ଥିଲେ, ଉଚ୍ଚ ଜାତିର ମଧ୍ୟ ଥିଲେ, ଯାହା ପାଇଁ ମ୍ୟାରେଜରେ କୌଣସି ଅସୁବିଧା ହୋଇ ନ ଥାନ୍ତା । ଏହା ପରେ ସଚିନ ଏମିତି ଏକ ଖୁଲାସା କରିଥିଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।

ମୁଁ ତ ତାଙ୍କୁ ଜାଣିନାହି – ସଚିନ ତେନ୍ଦୁଲକର : ଯେଉଏନ ସମୟରେ ଶିଲ୍ପା ଶିରୋଡକରଙ୍କ ସହ ସଚିନଙ୍କର ମ୍ୟାରେଜ କଥା ଉଠିଲା ସେତେବେଳେ ସଚିନ ମିଡିଆ ଆଗରେ ଏକ ବଡ ରହସ୍ୟର ପରଦାଫାସ କରିଥିଲେ ।  ସଚିନଙ୍କ ମତରେ ସେ କେବେ ବି ଶିଲ୍ପାଙ୍କୁ ଦେଖି ନାହାନ୍ତି କି ଜାଣି ନାହାନ୍ତି । ଏହି ସମୟରେ ସଚିନ ଅନ୍ୟ ଜଣଙ୍କର ପ୍ରେମରେ ପାଗଳ ଥିଲେ । ଯାହା ବିଷୟରେ କେହି ବି ଜାଣି ନ ଥିଲେ । ଅଚାନକ ସଚିନ ନିଜ ମ୍ୟାରେଜ ବିଷୟରେ ଘୋଷଣା କରିଥିଲେ ।

ଏହି ଝିଅର ପ୍ରେମରେ ପାଗଳ ଥିଲେ ସଚିନ ତେନ୍ଦୁଲକର : ଯେତେବେଳେ ସଚିନଙ୍କ ନାଁ ତାଙ୍କ ପିଲାଦିନର ସାଙ୍ଗ ସହ ଯୋଡା ଯାଇଥିଲା ସେତେବେଳେ ସଚିନ ଅନ୍ୟ ଏକ ଝିଅଙ୍କ ସହ ପ୍ରେମ କରୁଥିଲେ । ସେହି ଝିଅର ନାଁ ଅଞ୍ଜଳି ଯାହାଙ୍କ ସହ ସଚିନ ପ୍ରଥମ ଥର ଦେଖରେ ହିଁ ପ୍ରେମରେ ପଡିଥିଲେ । ଦୁହେଁ ପରସ୍ପର ସହ ୩ବର୍ଷ ଡେଟ କରିଥିଲେ ।

ଲାଇଭ ଟେଲିକାଷ୍ଟ ପାଇଁ ସଚିନ ମନା କରିଥିଲେ : ସଚିନଙ୍କର ମ୍ୟାରେଜ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ହୋଇଥିଲା ଯେଉଁଠାରେ ୧୦୦ରୁ ୧୫୦ ଲୋକେ ସାମିଲ ହୋଇଥିଲେ । ଏହି ସ୍ମାୟରେ ସଚିନଙ୍କର ଗୋଟେ ଚ୍ଯାନେଲ ୧ ଲକ୍ଷ ଟଙ୍କା ଦେଇ ତାଙ୍କର ମ୍ୟାରେଜକୁ ଲାଇଭ ଟେଲିକାଷ୍ଟ କରିବା ପାଇଁ ଅଫାର ଦେଇଥିଲେ । କିନ୍ତୁ ଏଥିପାଇଁ ସଚିନ ମନା କରିଥିଲେ । ତାଙ୍କର ମ୍ୟାରେଜ ୧୯୯୫ ମେ ୨୫ରେ ହୋଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।