Gk Questions & Answers- ଓଡିଶା ର ସବୁଠୁ ବଡ ସହର ର ନାମ କଣ ? ଓଡିଶାର ସବୁଠୁ ବଡ ଜିଲ୍ଲାର ନାମ କଣ ? କଣ ଆପଣ ଜାଣନ୍ତି ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଆନ୍ତି ସେମାନଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ କିଛି କଠିନ ହୋଇଥାଏ । ଏଥିରୁ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ।

ଆପଣ ମାନେ ଏହି ପ୍ରଶ୍ନ ପାଠପଢୁ ଥିବା ପିଲାଙ୍କୁ ମଧ୍ୟ ପଚାରି ପାରିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଶାର ସବୁଠାରୁ ବଡ ସ୍ଥାନ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ତାହା କଣ । ୧- ଓଡିଶାର ସବୁଠାରୁ ବଡ ଠାକୁରଙ୍କ ନାଁ କଣ ? ଉତ୍ତର- ଶ୍ରୀ ଜଗନ୍ନାଥ

୨- ଓଡିଶାର ସବୁଠାରୁ ବଡ ମନ୍ଦିରର ନାଁ କଣ ନ?

ଉତ୍ତର- ଶ୍ରୀ ମନ୍ଦିର

୩- ଓଡିଶାର ସବୁଠାରୁ ବଡ ନଦୀର ନାଁ କଣ ?

ଉତାର-ମହାନଦୀ

୪- ଆୟତନ ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାଁ କଣ ?

ଉତ୍ତର- ମୟୂରଭଞ୍ଜ

୫- ଲୋକସଂଖ୍ୟା ଅନୁସାରେ ଓଡିଶାର ସବୁଠାରୁ ବଡ ଜିଲ୍ଲାର ନାଁ କଣ ?

ଉତ୍ତର- ଗଞ୍ଜାମ

୬- ଓଡିଶାର ସବୁଠାରୁ ବଡ ବନ୍ଦର ନାଁ କଣ ?

ଉତ୍ତର- ପାରାଦ୍ଵୀପ

୭- ଓଡିଶାର ସବୁଠାରୁ ବଡ ହ୍ରଦର ନାଁ କଣ ?

ଉତ୍ତର- ଚିଲିକା

୮- ଓଡିଶାର ସବୁଠାରୁ ବଡ ସହର ନାଁ କଣ ?

ଉତ୍ତର- କଟକ

୯- ଓଡିଶାର ସବୁଠାରୁ ବଡ ବିଶ୍ଵବିଦ୍ୟାଳୟର ନାଁ କଣ ?

ଉତ୍ତର- ଉତ୍କଳ ବିଦ୍ୟାଳୟ

୧୦- ଓଡିଶାର ସବୁଠାରୁ ବଡ କଲେଜର ନ କଣ ?

ଉତ୍ତର- ରେଭେନ୍ସା କଲେଜ

୧୧-  ଓଡିଶାର ସବୁଠାରୁ ବଡ ବାସଷ୍ଟାଣ୍ଡର ନାଁ କଣ ?

ଉତ୍ତର- ସରକାରୀ ବାସଷ୍ଟାଣ୍ଡ

୧୨- ଓଡିଶାର ସବୁଠାରୁ ବଡ ଉଚ୍ଚ ବିଦ୍ୟାଳୟର ନାଁ କଣ ?

ଉତ୍ତର- ରାଣୀହାଟ ଉଚ୍ଚ ବିଦ୍ୟାଳୟ

୧୩- ଓଡିଶାର ସବୁଠାରୁ ବଡ ହୋଟେଲର ନାଁ କଣ ?

ଉତ୍ତର- ଟ୍ରାଇଡେଣ୍ଟ

୧୪- ଓଡିଶାର ସବୁଠାରୁ ବଡ ଗ୍ରନ୍ଥର ନାଁ କଣ ?

ଉତ୍ତର- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

୧୫- ଓଡିଶାର ସବୁଠାରୁ ବଡ ରେଳ ଜଙ୍କସନର ନାଁ କଣ ?

ଉତ୍ତର- ଖୋର୍ଦ୍ଧା ରେଳ ଜଙ୍କସନ

୧୬- ଓଡିଶାର ସବୁଠାରୁ ବଡ ଷ୍ଟାଡିୟମର ନାଁ କଣ ?

ଉତ୍ତର- ବାରବାଟୀ ଷ୍ଟାଡିୟମ

୧୭- ଓଡିଶାର ସବୁଠାରୁ ବଡ ଗାଁର ନାଁ କଣ ?

ଉତ୍ତର- ଭୁବନ

୧୮- ଓଡିଶାର ସବୁଠାରୁ ବଡ ପୋଲର ନାଁ କଣ ?

ଉତ୍ତର- ମହାନଦୀ ପୋଲ

୧୯- ଓଡିଶାର ସବୁଠାରୁ ବଡ ଜଳପ୍ରପାତର ନାଁ କଣ ?

ଉତ୍ତର- ଡୁଡୁମା ଜଳପ୍ରପାତ

୨୦- ଓଡିଶାର ସବୁଠାରୁ ବଡ ମଠର ନାଁ କଣ ?

ଉତ୍ତର- ଏମାର ମଠ

୨୧- ଓଡିଶାର ସବୁଠାରୁ ବଡ ପାଚେରୀରୀ ନାଁ କଣ ?

ଉତ୍ତର- ମେଘନାଦ

୨୨- ଓଡିଶାର ସବୁଠାରୁ ବଡ ପର୍ବତର ନାଁ କଣ ?

ଉତ୍ତର- ଦେଓମାଳୀ

୨୩- ଓଡିଶାର ସବୁଠାରୁ ବଡ ମେଡିକାଲର ନାଁ କଣ ?

ଉତ୍ତର- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ

୨୪- ଓଡିଶାର ସବୁଠାରୁ ବଡ କାରଖାନାର ନାଁ କଣ ?

ଉତ୍ତର- ଲୌହ ଇସ୍ପାତ କାରଖାନା

୨୫- ଓଡିଶାର ସବୁଠାରୁ ବଡ ଜଳ ବିଦ୍ୟୁତ କେନ୍ଦ୍ରର ନାଁ କଣ ?

ଉତ୍ତର- କାଳିମେଲା ବିଦ୍ୟୁତ କେନ୍ଦ୍ର

୨୬- ଓଡିଶାର ସବୁଠାରୁ ବଡ ୱାଟର ପାର୍କର ନାଁ କଣ ?

ଉତ୍ତର- କୁରାଙ୍ଗ

୨୭- ଓଡିଶାର ସବୁଠାରୁ ବଡ ଧାନ ଗବେଷଣା କେନ୍ଦ୍ରର ନ କଣ ?

ଉତ୍ତର- କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ବିଦ୍ୟାଧରପୁର

୨୮- ଓଡିଶାର ସବୁଠାରୁ ବଡ ଶିବଲିଙ୍ଗର ନାଁ କଣ ?

ଉତ୍ତର- ଲିଙ୍ଗରାଜ ମନ୍ଦିର

୨୯- ଓଡିଶାର ସବୁଠାରୁ ବଡ ଦୈନିକ ସମ୍ବାଦପତ୍ରର ନାଁ କଣ ?

ଉତ୍ତର- ସମ୍ବାଦ

୩୦- ଓଡିଶାର ସବୁଠାରୁ ବଡ ମେଳାର ନାଁ କଣ ?

ଉତ୍ତର- ବାଲିଯାତ୍ରା

୩୧- ଓଡିଶାର ସବୁଠାରୁ ବଡ ଷ୍ଟୂଡିଓର ନା କଣ ?

ଉତ୍ତର- ଦୂରଦର୍ଶନ

୩୨- ଓଡିଶାର ସବୁଠାରୁ ବଡ ରାଜପ୍ରସାଦର ନାଁ କଣ ?

ଉତ୍ତର- ପାରଳାଖେମୁଣ୍ଡି

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।