ସକାଳୁ ଖାଲି ପେଟରେ ଏହାକୁ ଥରେ ପିଇ ନିଅନ୍ତୁ, ପ୍ରବଳ ରୁ ପ୍ରବଳ ଆଣ୍ଠୁଗଣ୍ଠି ବିନ୍ଧା ବି ସବୁଦିନ ପାଇଁ ଭଲ ହୋଇଯିବ- Health Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ସେବନ କରିଲେ ଆପଣଙ୍କର ଆଁଠୁ ଗଣ୍ଠି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଏହାକୁ ତିଆରି କରିବା ପାଇଁ କିଛି ଘରୋଇ ଜିନିଷର ଆବଶ୍ୟକତା ରହିଛି ।

ତେବେ ଆସନ୍ତୁ ଜଣାଇବା ଏହା କିପରି ପ୍ରସ୍ତୁତ ହୋଇଥାଏ ଓ ଏହାର ସେବନ କିପରି କରାଯିବ । ଏଥିପାଇଁ ଆପଣଙ୍କୁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ପାନମଧୁରୀ ଯାହାର ସେବନ ଦ୍ଵାତା ଆମ ଶରୀରରେ ଇମ୍ୟୁନିଟି ପାୱାର ବଢିବା ସହ ହଜମ ଶକ୍ତି ହେବା ସହ ଶରୀରରେ ଅନେକ ରୋଗ ଦୂର ହୋଇଥାଏ । ଏହା ଛଡା ପାନମଧୁରି ଖାଇବା ଦ୍ଵାରା ମୋଟାପା ଦୂର ହୋଇଥାଏ । ଏହା ପରେ ରହିଛି ଜୀରା ଯାହାର ସେବନ ଦ୍ଵାରା ଆମ ଶରୀରର ପାଚନକ୍ରିୟା ହେବା ସହ ହଜମ ଶକ୍ତି ସକ୍ରିୟ ହୋଇଥାଏ ।

ଏହା ଛଡା ଜିରାର ସେବନ ଦ୍ଵାରା ଡାଇବେଟିସ, କୋଲେଷ୍ଟର ଓ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଏହା ପରେ ରହିଛି ଜୁଆଣୀ ଯାହାର ସେବନ ଦ୍ଵାରା  ପେଟ ସମସ୍ଯା ଯେମିତି ଏସିଡିଟି, କବଜ ଆଦି ଦୂର ହୋଇଥାଏ । ଏହା ଦ୍ଵାରା ଜୁଆଣୀ ସେବନ କରିଲେ ଥଣ୍ଡା, କଫ ଆଦି ସମସ୍ଯା ଦୂର ହୋଇଥାଏ । ଏହି ୩ଟି ଜିନିଷର ଏକ ଚାମଚ ନିଅନ୍ତୁ । ଗୋଟେ ପାତ୍ରରେ ଏହି ୩ଟି ଜିନିଷକୁ ପାଣିରେ ତିନ୍ତାନ୍ତୁ । ଏହି ପାଣିକୁ ରାତିରେ ତିନ୍ତାଇ ରଖନ୍ତୁ । ଏହା ପରେ ସକାଳେ ଏହି ୩ଟି ଜିନିଷର ପାଣିକୁ ଗରମ କରନ୍ତୁ ।

ଏହି ପାଣିର ସେବନ ଦ୍ଵାରା ମୋଟାପା ଦୁର ହେବା ସହ ଚର୍ବି ଅଂଶ ମଧ୍ୟ କମ ହୋଇଥାଏ । ଆପଣଙ୍କର ଓଜନ ମଧ୍ୟ କମ ହେବା ସହ ଆପଣକର ଚେହରାରେ ଗ୍ଲୋ ଆସିବ । ଏହି ୩ଟି ଜିନିଷର ସେବନ ଦ୍ଵାରା ଆମ ଶରୀରରେ ଚର୍ବି ଅଂଶ ଜମିବ ନାହି । ଏହି ପାଣି ଫୁଟିବା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହି ପାଣିର ସେବନ ପ୍ରତି ଦିନ କରିଲେ ଆପଣଙ୍କର ଆଁଠୁ ଗଣ୍ଠି ସମସ୍ଯା ଦୂର ହୋଇଯିବ ।

ଏହି ପାଣିକୁ ସକାଳେ ଖାଲି ପେଟରେ ଓ ରାତିରେ ଖାଇବା ପରେ ସେବନ କରିଲେ ଆପଣ ସର୍ବଦା ସୁସ୍ଥ ରହିବେ । ଆପଣ ଏହି ୩ଟି ଜିନିଷର ୭ ଦିନ ଯାଏଁ ସେବନ କରିଲେ ଏହାର ଫଳାଫଳ ନିଶ୍ଚୟ ଜାଣି ପାରିବେ । ଏହାର କୌଣସି ପାର୍ଶ୍ଵ ପ୍ରକ୍ରିୟା ନାହି । ଆପଣ ଯଦି ଚାହିଁବେ ତେବେ ପାନମଧୁରୀ, ଜୁଆଣୀ ଓ ଜିରାର ପାଉଡର ମଧ୍ୟ ଗରମ ପାଣିରେ ମିଶାଇ ସେବନ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।