କରିନା ଓ ଅନୁଷ୍କାଙ୍କ ପରେ ଏବେ Priyanka Chopra ବି ହେଲେ ପ୍ରେଗନେଣ୍ଟ

ବଲୀଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କରିନା କପୁରଙ୍କ ଗର୍ଭବତ୍ତୀ ଖବର ଶୁଣିବା ପରେ ବର୍ତ୍ତମାନ ଫ୍ୟାନମାନେ ପ୍ରିୟଙ୍କା ଚୋପଡାଙ୍କୁ ଖୁସି ଖବର ଦେବା ପାଇଁ କହୁଥିବାର ନଜର ଆସିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ କିଛି ଦିନ ତଳେ ପ୍ରିୟଙ୍କା ଚୋପଡାଙ୍କ ବଡ ଯା ସୋଫି ଟର୍ନର ମା ହୋଇଛନ୍ତି । ଏମିତିରେ ପ୍ରିୟଙ୍କାର ଫ୍ୟାନମାନେ ତାଙ୍କୁ ଖୁସି ଖବର ଦେବା ପାଇଁ କହୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସବୁବେଳେ ଚର୍ଚାରେ ରହୁଥିବା ପ୍ରିୟଙ୍କା ଚୋପଡା ବଲୀଉଡର ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯାହାଙ୍କର ବୋଲ୍ଡ ଡ୍ରେସ ବାଲା ଫଟୋ ସବୁବେଳେ ଭାଇରାଲ ହୋଇଥାଏ ।

କିନ୍ତୁ ବର୍ତ୍ତମାନ ହିଁ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରିୟଙ୍କା ଚୋପଡା ନିଜର ଏକ ଏମିତି ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ଅନ୍ଦାଜ ଲଗାଯାଉଛି କି ପ୍ରିୟଙ୍କା ଚୋପଡା ବି ଗର୍ଭବତ୍ତୀ ଅଛନ୍ତି ଓ ଜଲ୍ଦି ହିଁ ସେ ମା ହୋଇ ପାରନ୍ତି । କହିବାକୁ ଗଲେ କିଛି ଦିନ ହେବ ବଲୀଉଡର କିଛି ଅଭିନେତ୍ରୀମାନେ ନିଜର ମା ହେବାର ଖୁସି ସମସ୍ତଙ୍କ ସହିତ ସେୟାର କରୁଛନ୍ତି । ପ୍ରଥମ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶା କଳା ରଙ୍ଗର ଏକ ଡ୍ରେସ ପିନ୍ଧି ନିଜର ମା ହେବାର ଖୁସି ଖବର ସମସ୍ତଙ୍କୁ ଜଣାଇ ଥିଲେ ।

ଏହା ପରେ କିଛି ଦିନ ପରେ ଅନୁଷ୍କା ଶର୍ମା ବି ପୁରା ପୁରୀ ସମାନ ରଙ୍ଗର ଡ୍ରେସ ପିନ୍ଧି ଏହା କହିଥିଲେ କି ସେ ବି ମା ହେବାକୁ ଯାଉଛନ୍ତି । ଏହା ପରେ ପୁଣି କରିନା କପୁର ବି ସମାନ ରଙ୍ଗର ଡ୍ରେସ ପିନ୍ଧି ନିଜର ଗର୍ଭବତ୍ତୀର ଖବର ସମସ୍ତଙ୍କୁ ଦେଇ ଥିଲେ । ବର୍ତ୍ତମାନ ଏହି ଲିସ୍ଟରେ ପ୍ରିୟଙ୍କା ଚୋପଡା ବି ସାମିଲ ହୋଇ ଯାଇଛନ୍ତି । କହିବାକୁ ଗଲେ ପ୍ରିୟଙ୍କା ନିଜର ସ୍ଵାମୀ ନିକ ଜୋନସଙ୍କ ସହିତ ସମୟ ବିତାଉଥିବାର ଗୋଟିଏ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଯେଉଁଥିରେ ସେ ସେହି କଳା ରଙ୍ଗରର ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି । ଏମିତିରେ ପ୍ରିୟଙ୍କାର ଏହି ଫଟୋକୁ ଦେଖି ଅନ୍ଦାଜ ଲଗା ଯାଉଛି କି ପ୍ରିୟଙ୍କା ବି ବର୍ତ୍ତମାନ ବହୁତ ଜଲ୍ଦି ମା ହେବେ । ଏହା ଛଡା ପ୍ରିୟଙ୍କା କିଛି ଏମିତି ଫଟୋ ବି ଭାଇରାଲ ହୋଇଛି ଯେଉଁଥିରେ ସେ ନିଜର ଗର୍ଭବତ୍ତୀ ପେଟକୁ ଦେଖାଉ ଥିବା ଅନ୍ଦାଜରେ ପୋଜ ଦେଇଛନ୍ତି ।

ଏମିତିରେ କିଛି ଲୋକମାନେ କହୁଛନ୍ତି କି ପ୍ରିୟଙ୍କା ସେହି କଳା ରଙ୍ଗଗରେ ଡ୍ରେସ ପିନ୍ଧି ନିଜର ଫଟୋ ଶେୟାର କରି ସମସ୍ତଙ୍କୁ ହିନ୍ଟ ଦେଇଛନ୍ତି କି ସେ ବି ବହୁତ ଜଲ୍ଦି ଖୁସି ଖବର ଦେବେ । କିଛି ସୋସିଆଲ ମିଡିଆ ୟୁଜର ଏହା ବି କହିଛନ୍ତି କି ପ୍ରିୟଙ୍କା ଚୋପଡା ୨ ମାସର ଗର୍ଭବତ୍ତୀ ବି ଅଛନ୍ତି ଓ ସେଥିପାଇଁ ଏହି ଫଟୋକୁ ଶେୟାର କରିଛନ୍ତି । ଏମିତିରେ ପ୍ରିୟଙ୍କା ଚୋପଡା ଗର୍ଭବତ୍ତୀ ହେବାର ଖବରେ କେତେ ସତ୍ୟତା ଅଛି ଏହା ସମୟ ହିଁ କହିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।