ଦାନ୍ତ ସଢିବା, ବିନ୍ଧିବା, ପୋକ କାଟିବା ସବୁ କିଛି ଭଲ ହେଇଯିବ, ଘରେ ବସି କରନ୍ତୁ ଏହି ଉପାୟ, 100 % ଫଳପ୍ରଦ- Health Tips

କିଛି ଲୋକ ମାନଙ୍କର ଦାନ୍ତ ସ-ମ-ସ୍ଯା ହେବା ଯୋଗୁ ସେମାନେ ଅଧିକ ଯ-ନ୍ତ୍ର-ଣା ଅନୁଭବ କରିଥାନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ଦାନ୍ତ ଯ-ନ୍ତ୍ର-ଣା ହେବା ସହ ହଳଦିଆ ରଙ୍ଗ ପଡିଯାଏ । ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ସ-ମ-ସ୍ୟା-ର ନିବାରଣ କଣ ରହିଛି ବା କେଉଁ ଉପାୟ କରିଲେ ଏହା ଦୂର ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଦାନ୍ତ ସ-ମ-ସ୍ଯା ଏମିତି ଏକ ରୋ-ଗ ହୋଇଥାଏ ଯାହା ଯେଉଁ ବ୍ୟକ୍ତି ଠାରେ ଦେଖା ଯାଇଥାଏ ସେ ବହୁତ କ-ଷ୍ଟ ଅନୁଭବ କରିଥାଏ । ଦାନ୍ତ ବିନ୍ଧା ହେଲେ ଏତେ ମାତ୍ରାରେ କ-ଷ୍ଟ ହୋଇଥାଏ ଯାହାକୁ ସହ୍ୟ କରିବା ସମ୍ଭବ ହୋଇ ନ ଥାଏ । ଯେତେବେଳେ ଆମେ ଖାଦ୍ଯ ଖାଇଥାଉ ସେତେବେଳେ ପାଟିକୁ ଭଲ ଭାବେ ଧୋଇବା ଉଚିତ । କିଛି ଲୋକ ମାନେ ଖାଇବା ପରେ ବ୍ରସ କରିଥାନ୍ତି । ଏହା ଦ୍ଵାରା ତାଙ୍କ ଦାନ୍ତରେ ଲାଗିଥିବା ଖାଦ୍ଯ ବାହାରି ଥାଏ ।

କିନ୍ତୁ କିଛି ଲୋକ ମାନେ ବିନା ବ୍ରସ ବା ବିନା କୁଳିରେ ଖାଇବା ପରେ ରହିଯାନ୍ତି । ଏପରି କରିବା ଦ୍ଵାରା ସେମାନଙ୍କ ଦାନ୍ତରେ ଅନେକ ପ୍ରକାରର ରୋ-ଗ ଦେଖା ଯାଇଥାଏ । ସାଧାରଣତ ଆମେ ମାନେ ନରମାଲ ପାଣି ବ୍ୟବହାର କରିଥାଉ । କେବେ ବି ଭୁଲରେ ଥଣ୍ଡା ପାଣିରେ ଦାନ୍ତ କୁଳି କରିବା ଅନୁଚିତ ଅଟେ । ବିଶେଷ କରି ନରମାଲ ପାଣିରେ କିଛି ସେନ୍ଧା ନମକ ପକାଇ ପାଟି କୁଳି କରିଲେ ଏହା ଦ୍ଵାରା ଦାନ୍ତରେ ଥିବା କିଛି ସ-ମ-ସ୍ୟା-ର ସମାଧାନ ହୋଇଥାଏ ।

ଏପରି କରିବା ଦ୍ଵାରା ଗଜବ ପ୍ରକାରର ଫାଇଦା ମିଳିଥାଏ । ପୂର୍ବ ଯୁଗରେ ଆମ ଗୁରୁଜନ ମାନେ ଦାନ୍ତର କୌଣସି ସ-ମ-ସ୍ଯା ହେଲେ କିଛି ବି ମେଡ଼ିସିନ ଖାଉ ନ ଥିଲେ । ବରଂ କିଛି ଘରୋଇ ଚିକିତ୍ସା କରି ଦାନ୍ତ ସ-ମ-ସ୍ଯା ଦୂର ହେଉଥିଲା । ପୂର୍ବରୁ ଲୋକ ମାନକର ଦାନ୍ତ ମୋତି ଭଳି ଚମକୁ ଥିଲା କାରଣ ସେମାନେ ନିଜ ଦାନ୍ତର ଭଲ ଭାବେ ଯତ୍ନ ନେଉଥିଲେ । ଆଗରୁ ପେଷ୍ଟର ବ୍ୟବହାର ହେଉ ନ ଥିଲା ।

ତଥାପି ଲୋକ ମାନଙ୍କର ଦାନ୍ତ ସଫା ବା ଧଳା ରହୁଥିଲା । କିନ୍ତୁ ଆଜିକାଲି ଲୋକ ମାନେ ବିଭିନ୍ନ ପ୍ରକାରର ପେଷ୍ଟର ବ୍ୟବହାର କରୁଛନ୍ତି ଯାହା ଦ୍ଵାରା ସେମାନଙ୍କ ଦାନ୍ତରେ ଅନେକ ସ-ମ-ସ୍ଯା ଉତପନ ହେଉଛି । ତେଣୁ ସାଧା ପାଣିରେ କିଛି ଲୁଣ ମିଶାଇ ପ୍ରତେକ ଦିନ କୁଳି କରିଲେ ଦାନ୍ତରେ ଥିବା ସବୁ ସ-ମ-ସ୍ୟା-ର ସମାଧାନ ହୋଇଥାଏ । ଗୋଟେ ଗ୍ଳାସ ପାଣିରେ କିଛି ମାତ୍ରାରେ ସେନ୍ଧା ନମକ ମିଶାଇ କୁଳି କରିଲେ ଏହାର ଗଜବ ପ୍ରକାରର ଫାଇଦା ମିଳିଥାଏ । ଦାନ୍ତରେ ଥିବା ସବୁ ସ-ମ-ସ୍ୟା-ର ନିବାରଣ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନକୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।