ସ୍ଵାମୀଙ୍କ ପାଇଁ ସବୁଠୁ ଅଧିକ ଲକି ହୋଇଥାନ୍ତି ଏହି 5 ଟି ନାମର ଝିଅ, ବଦଳାଇ ଦିଅନ୍ତି ସ୍ଵାମୀଙ୍କ ଜୀବନ- Jyotish Shastra

ନିଜ ସ୍ଵାମୀ ପାଇଁ ଶୁଭ ହୋଇଥାନ୍ତି ଏହି ୪ ନାମର ଝିଅମାନେ । ଆଜି ଆମେ ଏମିତି ୪ଟି ନାମ ର ଝିଅ ଙ୍କ ନାମରେ ଆଲୋଚନା କରିବା ଯିଏ ନିଜ ସ୍ଵାମୀ ପାଇଁ ବହୁତ ଶୁଭ ହୋଇଥାନ୍ତି । ପ୍ରାୟତଃ ପ୍ରେମ ସମ୍ପର୍କ ରେ କିଛି ଲୋକଙ୍କର ଏହିପରି ଭାବେ ହୃଦୟ ଭାଙ୍ଗିଥାଏ ଯେ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଥାଏ । ଭଲ ପାଇବାରେ ହୃଦୟ ଭାଙ୍ଗିବା କୁ ନେଇ ଲୋକ ଡରି ବି ଥାନ୍ତି । ଏହି କାରଣରୁ କେହି ବି ଭଲ ପାଇବାକୁ ଇଚ୍ଛା କରିନଥାନ୍ତି ।

ତେଣୁ  ଆଜି ଆମେ ଆପଣଙ୍କୁ ସେହି ୪ ଟି ନାମ ଥିବା ମହିଳା ଙ୍କ ସମ୍ବନ୍ଧରେ କହିବୁ ଯିଏ ଭଲ ପାଇବାରେ କେବେ ବି ଧୋକା ଦିଅନ୍ତି ନାହିଁ । ପରନ୍ତୁ ଆପଣଙ୍କ ସବୁ ସୁଖ ଓ ଦୁଃଖରେ ଆପଣଙ୍କ ସାଥ ଦେଇଥାନ୍ତି ।

୧. ଯେଉଁ ମହିଳା ମାନଙ୍କ ନାମ ‘G’ ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ନାମ ର ମହିଳା ମାନେ ନିଜ ଜୀବନରେ ବହୁତ ବ୍ୟସ୍ତ ଥିଲେ ମଧ୍ୟ ନିଜ ପାର୍ଟନର ପାଇଁ ସମୟ ବାହାର କରିଥାନ୍ତି । ଏହି ମହିଳା ମାନେ ନିଜ ପାର୍ଟନର ପାଇଁ ବହୁତ ବିଶ୍ଵସନୀୟ ହୋଇଥାନ୍ତି । ଓ ବହୁତ ଶୁଭ ମଧ୍ୟ ହୋଇଥାନ୍ତି ।

୨. ଯେଉଁ ମହିଳା ମାନଙ୍କ ନାମ ‘I’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ନିଜ ପାର୍ଟନର ର ବହୁତ ସମ୍ମାନ କରିଥାନ୍ତି । କିନ୍ତୁ ଏମାନେ ନିଜ ଜୀବନସାଥି ଙ୍କ ପାଇଁ ବହୁତ ଶୁଭ ହୋଇଥାନ୍ତି ।

୩. ଯେଉଁ ମହିଳା ମାନଙ୍କ ନାମ ‘K’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମାନେ ନିଜ ଜୀବନସାଥି ଙ୍କୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଧେର୍ଜ୍ୟ ବହୁତ ଥାଏ । ଓ ଏହି ଝିଅମାନେ ନିଜ ସମ୍ପର୍କ ଓ କ୍ୟାରିୟର ସହ ଜଡିତ ସବୁ କର୍ତ୍ତବ୍ୟ କୁ ଭଲ ଭାବରେ ସମ୍ପନ୍ନ କରିଥାନ୍ତି ।

୪. ଯେଉଁ ମହିଳା ମାନଙ୍କ ନାମ ‘P’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ସ୍ବଭାବରେ ଜିଦଦି ହେବା ସହ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଏହି ଝିଅମାନେ ଧାର୍ମିକ ପ୍ରବୃତ୍ତି ର ହୋଇଥାନ୍ତି । ଓ ଏହି ଭଳି ଝିଅମାନେ ଘର ପରିବାର କୁ ସମ୍ଭାଳିବାରେ ସବୁଠାରେ ଆଗରେ ଥାଆନ୍ତି । ଓ ନିଜ ସ୍ଵାମୀ ପାଇଁ ବହୁତ ଭାଗ୍ୟଶାଳୀ ଓ ଶୁଭ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।