କୋଟି କୋଟି ଟଙ୍କାର ମାଲିକ ହେବା ପରେ ବି ସାଧାରଣ ଜୀବନ ଜାପାନ କରିଥାନ୍ତି ଏହି ୪ ବଲୀଉଡ ଷ୍ଟାରମାନେ, ବିଶ୍ଵାସ ହେଉ ନଥିଲେ ଫଟୋ ଦେଖି ନିଅନ୍ତୁ

ରୋଡ଼ପତିରୁ କୋଟିପତି ହେବାର ଯାତ୍ରା ଯେତେ ସହଜ ଲାଗିଥାଏ, ଅସଲରେ ତାହା ସେତେ ହିଁ କଷ୍ଟ ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି କଷ୍ଟ ଏବଂ ନିଜର ଇଚ୍ଛା ଦ୍ଵାରା ଲକ୍ଷ୍ୟରେ ପହଞ୍ଚିବା ପାଇଁ ଭାବି ନିଏ ତେବେ ତାହାକୁ ରାସ୍ତାରେ ଆସୁଥିବା ବଡ ବଡ ଅସୁବିଧା ବି ତାହାର ବିଶ୍ଵାସକୁ ଭାଙ୍ଗି ପାରିବ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି ୪ ଜଣ ବଲୀଉଡ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗୋଟିଏ ସମୟରେ ଆମ ସମସ୍ତଙ୍କ ଭଳି ଟଙ୍କା ଆୟ କରିବା ପାଇଁ ଏଠି ସେଠି ବୁଲୁଥିଲେ ।

କିନ୍ତୁ ଆଜି ତାଙ୍କର ପରିଶ୍ରମ ତାଙ୍କୁ ଏତେ ସଫଳତା ଦେଇଛି କି ବର୍ତ୍ତମାନ ତାଙ୍କ ପାଖରେ ଟଙ୍କାର କିଛି ଅସୁବିଧା ନାହିଁ । କିନ୍ତୁ ଖାସ କଥା ଏହା ଅଟେ କି ବଲୀଉଡ ଷ୍ଟାରମାନେ ନିଜର ଟଙ୍କା ଉପରେ ଟିକେ ହେଲେ ବି ଅହଂକାର କରନ୍ତି ନାହିଁ ଏବଂ ସମସ୍ତଙ୍କ ଭଳି ସାଧାରଣ ଜୀବନ ଜାପାନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ସାଉଥର ସୁପରଷ୍ଟାର ରଜନୀକାନ୍ତ

ରଜନୀକାନ୍ତଙ୍କୁ ବର୍ତ୍ତମାନ ସମୟରେ ସମସ୍ତେ ଜାଣିଛନ୍ତି । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଅଭିନେତା ଅଟନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ପ୍ରଡ୍ୟୁସର ଏବଂ ଡାୟରେକ୍ଟର୍ସ ତାଙ୍କୁ ନିଜର ଫିଲ୍ମରେ ନେବା ପାଇଁ ସବୁବେଳେ ପ୍ରସ୍ତୁତ ରହୁଥିଲେ ଏବଂ ଏହା ପାଇଁ ତାଙ୍କୁ ନିଜ ଇଚ୍ଛା ଅନୁସାରେ ଟଙ୍କା ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହୁଥିଲେ । ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଟଙ୍କାର କୌଣସି ଅସୁବିଧା ନାହିଁ ।

ଏହା ସତ୍ବେ ବି ସେ ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରିଥାନ୍ତି । କହିଦେଉଛୁ ଯେ ଆଜି ତାଙ୍କ ପାଖରେ ୩୭୨ କୋଟି ଟଙ୍କା ସମ୍ପତି ଅଛି କିନ୍ତୁ ଫିଲ୍ମ ଲାଇନ ରେ ଆସିବା ପୂର୍ବରୁ ସେ ଏକ ବସ କଣ୍ଡକ୍ଟର ଥିଲେ ।

ନାନା ପାଟେକର

ନାନା ପାଟେକର ବଲୀଉଡର ସବୁଠୁ ଭଲ ଅଭିନେତା ଅଟନ୍ତି । କିନ୍ତୁ ଆପଣ ଏହି କଥା ଜାଣି ନାନା ପାଟେକରଙ୍କ ଉପରେ ଗର୍ବ କରିବେ କି ସେ ନିଜ ଆୟର ଅଧା ଟଙ୍କା ଗରିବଙ୍କୁ ଦାନ କରି ଦିଅନ୍ତି ଏବଂ ନିଜେ ଏକ ସାଧାରଣ ଜୀବନ ଜାପାନ କରନ୍ତି ।

ସନୀ ଦେଓଲ

ଧର୍ମେନ୍ଦ୍ରଙ୍କର ବଡ ପୁଅ ସନୀ ଦେଓଲଙ୍କୁ ବି ଆଜି ବଲୀଉଡରେ ସମସ୍ତେ ଜାଣିଛନ୍ତି । ଏବଂ ସେ ବହୁତ ସୁପରହିଟ ଫିଲ୍ମରେ କାମ ମଧ୍ୟ କରିଛନ୍ତି । କିନ୍ତୁ ସେ ସୁପରଷ୍ଟାରଙ୍କର ପୁଅ ହେବ ସତ୍ବେ ବି ସେ ଜଣେ ସାଧାରଣ ମଣିଷଙ୍କ ଭଳି ଜୀବନ ବିତାଇବାକୁ ପସନ୍ଦ କରନ୍ତି ।

ମିଥୁନ ଚକ୍ରବର୍ତୀ

ମିଥୁନ ଚକ୍ରବର୍ତୀ ଗୋଟିଏ ସମୟରେ ଫିଲ୍ମ ଦୁନିଆର ରାଜା ଥିଲେ । ସେ ନିଜର ଫିଲ୍ମ କାରିୟରରେ ବହୁତ ଟଙ୍କା ଆୟ କରିଛନ୍ତି । ଆଜି ସେ କୋଟି କୋଟି ଟଙ୍କା ମାଲିକ ଅଟନ୍ତି କିନ୍ତୁ ସେ ଏକ ସାଧାରଣ ମଣିଷ ଭଳି ଜୀବନ ଜାପାନ କରିବାକୁ ପସନ୍ଦ କରିଥାନ୍ତି ।