ବର୍ବାଦ ହୋଇ ଯାଇଛନ୍ତି ଏହି ବଲୀଉଡ ହିରୋଇନ, ଆଲୀଶାନ ବଙ୍ଗଳା ହେଲା ନିଲାମ, କାହିଁକି ନା ମିଳୁ ନ ଥିଲା କାମ

ଆପଣ କେତେକ ଏମିତି ଅଭିନେତ୍ରୀଙ୍କ ବିଷୟରେ ଶୁଣିଥିବେ ଯେଉଁମାନେ ବଲୀଉଡକୁ ଆସିଲେ କିନ୍ତୁ କିଛି ସମୟ ପରେ କେଉଁଠି ଗାୟବ ହୋଇଗଲେ ଯେ କାହାକୁ କିଛି ଜଣା ପଡିଲା ନାହିଁ । ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ କେତେକ ସୁପରହିଟ ଫିଲ୍ମରେ କାମ ବି କରିଛନ୍ତି । କିନ୍ତୁ ଅଚାନକ ବଲୀଉଡ ଦୁନିଆରୁ ଦୂରେଇ ଗଲେ । ଯାହାର କାରଣ କାହାକୁ ବି ଜଣା ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଯାହାଙ୍କୁ ସମସ୍ତେ ଦେଖିଥିବେ । ଏହି ସୁନ୍ଦର ଅଭିନେତ୍ରୀଙ୍କର ଅଧା ରୁ ଅଧିକ ଫିଲ୍ମ ସୁପରହିଟ ବି ହୋଇଥିଲା । କିନ୍ତୁ ଆଜି ତାଙ୍କର ଏହିଭଳି ଅବସ୍ଥା ହୋଇଯାଇଛି କି ଆପଣ ଚିନ୍ତା ବି କରି ପାରିବେ ନାହିଁ । ଗୋଟିଏ ଜମାନା ଥିଲା ଯେତେବେଳେ କେତେକ ଷ୍ଟାର ତାଙ୍କ ସହିତ କାମ କରିବା ପାଇଁ ଚାହୁଁ ଥିଲେ । ଆମେ କଥାବାର୍ତ୍ତା କରୁଛୁ ମଧୁ ।

Image courtesy: Google

ଯିଏକି ୧୯୯୧ରେ ଆସିଥିବା ଫିଲ୍ମ ‘ଫୂଲ ଓ କାଂଟେ’ରୁ ଚର୍ଚାରେ ଆସି ଯାଇଥିଲେ । ଏହି ଫିଲ୍ମରେ ସେ ଅଜୟ ଦେବଗନଙ୍କର ଅପୋଜିଟ ନଜର ଆସିଥିଲେ । ତାଙ୍କର ସୁନ୍ଦରତା ଉପରେ ଲକ୍ଷ ଲକ୍ଷ ଲୋକମାନେ ନିଜର ହୃଦୟ ହାରି ବସିଥିଲେ । ଆପଣଙ୍କୁ କହି ଦେଉଛୁ ଯେ ମଧୁ ଅଭିନେତ୍ରୀ ହେମା ମାଳିନୀଙ୍କର ଭାଣିଜୀ ଓ ଜୂହୀ ଚାୱଲାଙ୍କର ଭାଉଜ ଅଟନ୍ତି ।

Image courtesy: Google

ସେ ଫୂଲ ଓ କାଂଟେ ଛଡା ଐଲାନ, ପ୍ରେମ ଯୋଗ, ଜାଲିମ, ଜନତା କୀ ଅଦାଲତ, ମୋହିନୀ ଭଳି ବହୁତ ଫିଲ୍ମରେ କାମ କରି ସାରିଛନ୍ତି । ଏହା ଛଡା ସେ ୫୦ ରୁ ଅଧିକ ତାମିଲ, ମାଲୟାଲାମ ଓ ବାକି ଭାଷାରେ ବି କାମ କରିଛନ୍ତି । ଏହା ପରେ ମଧୁ ୧୯୯୯ରେ ବିଜନେସମ୍ୟାନ ଆନନ୍ଦ ଶାହଙ୍କୁ ବିବାହ କରି ନେଲେ । ବିବାହ ପରେ ସେ ଫିଲ୍ମରେ କାମ ତ କରିଲେ କିନ୍ତୁ ତାଙ୍କୁ ଭଲ ରୋଲ ମିଳିଲା ନାହିଁ ।

Image courtesy: Google

ଅନ୍ୟ ପଟେ ମଧୁ ସ୍ଵାମୀଙ୍କର ବିଜନେସ ବି ପୂରାପୂରି ନଷ୍ଟ ହୋଇ ଯାଇଥିଲା । ଘର ସହିତ ନିଜର ସମ୍ପତି ବିକ୍ରି କରି ସେ ପାଖାପାଖି ବାକି ୧୦୦ କୋଟି ଟଙ୍କା ଦେଲେ । ଏହା ପରେ ସେ ଟିଭିରେ କମବ୍ୟାକ କରିଲେ ଓ କିଛି ପ୍ରୋଜେକ୍‍ଟ୍ସ ଉପରେ କାମ ବି ଆରମ୍ଭ କରିଲେ । ୪୬ ବର୍ଷର ମଧୁଙ୍କର ଜୀବନ ବର୍ତ୍ତମାନ ଠିକଠାକ ଚାଲିଛି । ତାଙ୍କର ଦୁଇଟି ଝିଅ ବି ଅଛି ଯାହାଙ୍କର ନାମ ଆମେୟା ଓ କିୟା ଅଟେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।