ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ ସିରିଏଲ ର Top7 ହିରୋଇନ ମାନଙ୍କ ସ୍ବାମୀଙ୍କୁ, ଆଗରୁ କେବେ ଦେଖି ନଥିବେ !

ଓଡିଆ ଟେଲିଭିଜନରେ ସିରିଏଲ ଗୁଡିକରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଅଲଗା ଜାଗା ସୃଷ୍ଟି କରି ପଡ଼ିଛନ୍ତି । ଟିଭି ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜର ରିୟାଲ ଲାଇଫରେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ।

ନିଜ ରିୟଲ ଲାଇଫରେ ଅଭିନେତ୍ରୀ ମାନେ ନିଜ ପାର୍ଟନରଙ୍କ ସହ ବେଶ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀଙ୍କର ରିୟଲ ଲାଇଫ ପାର୍ଟନର କିଏ ସେହି ବିଷୟରେ କହିବାକୁ ଯାଉଛୁ । ୧- “ଗାର୍ଗୀ ମହାନ୍ତି” : ଟିଭି ଦୁନିଆରେ ଅନେକ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ସେ ୨୦୨୦ରେ ରବୀନ୍ଦ୍ର ପାଢୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

୨-“ଜ୍ୟାକଲିନ ପରିଡା” : ଟିଭି ଜଗତରେ “ହେ ପ୍ରଭୁ” ସିରିଏଲରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଫ୍ୟାମ୍ସ ହୋଇଥିବା ଅଭିନେତ୍ରୀ ଜ୍ୟାକଲିନ ପରିଡା ୨୦୨୧ ରେ ଅଭିନେତା ଅରବିନ୍ଦ ମହାରଣାଙ୍କୁ ବିବାହ କରିଥିଲେ । ଏହି ସିରିଏଲରେ ସେ ନିଜର ଜବରଦସ୍ତ ପ୍ରଫୋମାଂସ ପାଇଁ ବେସ ଲୋକପ୍ରିୟତା ହାସଲ କରିଥିଲେ ।

୩- “ଅନିଶା ଶର୍ମା” : ଓଲିଉଡ ଜଗତରେ ଅନେକ ସିରିଏଲରେ ଓ ଅନେକ ସୋ ରେ ଅଭିନୟ କରିଥିବା ଅଭିନେତ୍ରୀ ଅନିଶା ଶର୍ମା ୨୦୧୭ ରେ ଅଭିନେତା ଶୁଭାଷିସ ଶର୍ମାଙ୍କୁ ମ୍ୟାରେଜ କରିଥିଲେ । ଅଭିନେତା ଶୁଭାଷିସ ମଧ୍ୟ ନିଜର ଅଭିନୟ ଜାରି ରଖିଛନ୍ତି । ଶୁଭାଶିସ ଅନେକ ସିରିଏଲରେ ଅଭିନୟ କରିବାର ନଜର ଆସନ୍ତି ।

୪- “ଅର୍ପିତା କର” : ଓଡିଆ ସିରିଏଲ “ମହାଦେବୀ”, “ଦୂର୍ଗା” ରେ ଜବରଦସ୍ତ ଅଭିନୟ କରିଥିବା ଅଭିନେତ୍ରୀ ଅର୍ପିତା କର ଖୁବ ଲୋକପ୍ରିୟ ହୋଇଥିଲେ । ସେ ବିରେନ୍ଦ୍ର ପ୍ରତାପଙ୍କୁ ମ୍ୟାରେଜ କରିଥିଲେ । ତାଙ୍କର ଗୋଟେ ପୁଅ ମଧ୍ୟ ଅଛି । ଦୁହେଁ ପରସ୍ପର ସହ ବେସ ଖୁସିରେ ଜୀବନ ସ୍ପେନ୍ଡ କରନ୍ତି ନ।

୫- “ବିଦ୍ୟାଜ୍ୟୋତି ପାତ୍ର” : ଟିଭି ଜଗତରେ ଅନେକ ସିରିଏଲରେ ନଜର ଆସିଥିବା ଅଭିନେତ୍ରୀ ବିଦ୍ୟାଜ୍ଯୋତି ପାତ୍ର ବିକ୍ରମ ମହାନ୍ତିଙ୍କୁ ୨୦୨୦ ରେ ମ୍ୟାରେଜ କରିଥିଲେ । ଅଭିନେତା ବିକ୍ରମ ମହାନ୍ତି ମଧ୍ୟ ଜଣେ ଭଲ ଅଭିନେତା ଅଟନ୍ତି ।

୬- “ନିତୁ ମିଶ୍ର” : ଟିଭି ଜଗତରେ ‘ନୂଆ ବୋହୁ” ସିରିଏଲରେ ଜବରଦସ୍ତ ଅଭିନୟ ଜାରି ରଖିଥିବା ଅଭିନେତ୍ରୀ ନିତୁ ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ଏହି ସିରିଏଲରେ ସେ ପଦ୍ମା ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ସ୍ଵାମୀଙ୍କ ନାଁ ହେଉଛି ଶିବାନନ୍ଦ ମିଶ୍ର । ଦୁହିଙ୍କର ଗୋଟେ ଝିଅ ମଧ୍ୟ ଅଛି ।

୭- “ମାହି ମିଶ୍ର’ : ଟିଭି ଜଗତରେ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ମାହି ମିଶ୍ର  ଯିଏ କି ନିଜର ସୁନ୍ଦର ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ସେ ୨୦୨୦ରେ ଅଭିନେତା ଚନ୍ଦନ ଙ୍କୁ ପ୍ରେମ ବିବାହ କରିଥିଲେ । ଦୁହିଙ୍କ ଯୋଡି ବେଶ ସୁନ୍ଦର ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।