ଆପଣ ମାନେ ଜାଣିଥିବେ ଯେଉଁମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।
ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ସବୁଠାରୁ ବିଶାଳକାୟ ପଶୁ କିଏ ?
ଉତ୍ତର- ବ୍ଲୁବେଲ
୨- ଭାରତର ସବୁଠାରୁ ଶୁଖିଲା ସ୍ଥାନ କେଉଁଠି ଅଛି ?
ଉତ୍ତର- ରାଜସ୍ଥାନ
୩- ଟ୍ରେକୋମା ରୋଗ ଶରୀରର କେଉଁ ସ୍ଥାନରେ ହୋଇଥାଏ ?
ଉତ୍ତର- ଆଖି
୪- କେଉଁ ମଣିଷର ଟିକେଟ ଲାଗେ ନାହି ?
ଉତ୍ତର- ନବଜାତ ଶିଶୁ
୫- ତାସର ଆବିଷ୍କାର କେଉ ଦେଶରେ ହୋଇଥିଲା ?
ଉତ୍ତର- ଚୀନ
୬- ସଂସ୍କୃତ ଭାଷାରେ କେଉଁ ଫିଲ୍ମ ପ୍ରଥମେ ହୋଇଥିଲା ?
ଉତ୍ତର- ସଙ୍କରାଚାର୍ଜ୍ୟ
୭- ଭାରତୀୟ ଚାଉଳ ସସ୍ଥାନ କେଉଁଠାରେ ଅଛି ?
ଉତ୍ତର- କଟକ
୮- କେଉଁ ଦେଶରେ ଲୋକମାନେ ଅଧିକ ପାଠ ପଡିଥାନ୍ତି ?
ଉତ୍ତର- କାନାଡା
୯- ଭାରତରେ କେଉଁ ରାଜ୍ୟରେ ରାଜଭାଷା ଇଂରାଜୀ ଅଟେ ?
ଉତ୍ତର- ନାଗାଲ୍ୟାଣ୍ଡ
୧୦- ଭାରତରେ ସୁନାର ଖଣି କେଉଁଠି ଅଛି ?
ଉତ୍ତର- କର୍ଣ୍ଣାଟକ
୧୧- ଅଲିଗଡ କେଉଁ ଉତ୍ପାଦ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- ତାଲା ନିର୍ମାଣ
୧୨- ସବୁଠାରୁ ଅଧିକ କଳା ରଙ୍ଗର ପିଲାମାନେ କେଉଠି ଅଛନ୍ତି ?
ଉତ୍ତର- ୱେଷ୍ଟ ଇଣ୍ଡିଜ
୧୩- ଦୂରଦର୍ଶନର ପ୍ରଥମ ପ୍ରସାରଣ କେଉଁଠାରେ ହୋଇଥିଲା ?
ଉତ୍ତର- ଦିଲ୍ଲୀ
୧୪- ଭାରତର ସବୁଠାରୁ ଛୋଟ ରାଜ୍ୟ କିଏ ?
ଉତ୍ତର- ଗୋବା
୧୫- ବିଶ୍ଵର ପଞ୍ଚମ ବଡ ମହାଦ୍ଵୀପ କଣ ?
ଉତ୍ତର- ଆଣ୍ଟାର୍ଟିକା
୧୬- କ୍ଷୀରରେ ମିଠା କେଉଁ କାରଣ ପାଇଁ ହୋଇଥାଏ ?
ଉତ୍ତର- ଲେକଟୋଜ
୧୭- ସବୁଠାରୁ ଅଧିକ ଧନୀ ଲୋକେ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଆମେରିକା
୧୮- ନଇଁ ଯାଇଥିବା ମିନାର କେଉଁଠାରେ ଅଛି ?
ଉତ୍ତର- ଇଟଲି
୧୯- କଳା କାଚ କାହାକୁ କୁହାଯାଏ ?
ଉତ୍ତର- ଗ୍ରାଫାଇଟ
୨୦- ଭାରତର ପ୍ରଥମ ସମ୍ବାଦ କଣ ଅଟେ ?
ଉତ୍ତର- ବାଙ୍ଗାଲ ଗଜଟ
୨୧- ତମ୍ବାର ଦେଶ କାହାକୁ କୁହାଯାଏ ?
ଉତ୍ତର- ଜାମ୍ବିୟା
୨୨- ମୁଗଳ ବଂଶର ସ୍ଥାପନା କିଏ କରିଥିଲେ ?
ଉତ୍ତର- ବାବର
୨୩- ଭୂକମ୍ପର ତୀବ୍ରତା କେଉଁଥିରେ ମପାଯାଏ ?
ଉତ୍ତର- ଋଏକ୍ଟର ସ୍କେଲ
୨୪- ବିଶ୍ବରେ ସବୁଠାରୁ ଅଧିକ ମତ କେଉଁ ଦେଶ ଦେଇଥାଏ ?
ଉତ୍ତର- ଭାରତ
୨୫- କେଉଁ ଦେଶରେ ଗୋଟିଏ ବି ବ୍ଯାଙ୍କ ନାହି ?
ଉତ୍ତର- ସିଲେଣ୍ଡ
୨୬- ଇଣ୍ଟରପୋଲର ମୁଖ୍ୟାଳୟ କେଉଁଠାରେ ଅଛି ?
ଉତ୍ତର- ପ୍ୟାରିସ
୨୭- ସବୁଠାରୁ ଅଧିକ ପ୍ରୋଟିନ କେଉଥିରୁ ମିଳିଥାଏ ?
ଉତ୍ତର- ସୋୟାବିନ
୨୮- ଧାତୁର ରାଜା କାହାକୁ କୁହାଯାଏ ?
ଉତ୍ତର- ସୁନା
୨୯- ଚୋଲ ମନ୍ଦିର କେଉଁଠାରେ ଅଛି ?
ଉତ୍ତର -ତାମିଲନାଡୁ
୩୦- ଏଟଲଟ କେଉଁ ମହାଦ୍ବୀପରେ ଅବସ୍ଥିତ ଅଛି ?
ଉତ୍ତର- ଆଫ୍ରିକା ମହାଦ୍ବିପ
୩୧. କେଉଁ ୨ ଟି ସଂଖ୍ଯାକୁ ଗୁଣନ କଲେ ଗୁଣନ ଫଳ ୧୯ ଆସିବ ?
ଉତ୍ତର- ୧୯ ଓ ୧
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।