BEO ମ୍ୟାଡାମ କର୍ମଚାରୀଙ୍କୁ ଭିଡି ନାଚିଲେ ଏମିତି କି, ଏବେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ କିଛି ସରକାରୀ ପଦବୀରେ ଥିବା କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ଠିକ ଭାବେ ନିଭାଉଥିବା ବେଳେ ଆଉ କିଛି କ୍ଷେତ୍ରରେ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟର ଅବହେଳା କରୁଛନ୍ତି । ଏପରି କିଛି ସରକରୀ କର୍ମଚାରି ଅଛନ୍ତି ଯେଉଁ ମାନେ ନିଜର କର୍ତ୍ତବ୍ୟ ଭୁଲି ଏପରି କାମ କରୁଛନ୍ତି ଯାହା ଅତି ନିନ୍ଦନୀୟ ଅଟେ ।

ଆଜିର ଆମ ଏହି ଲେଖାରେ ଏମିତି ଏକ ଘଟଣା ରହିଛି ଯେଉଁଠି ଜଣେ ସରକାରୀ BEO ମ୍ୟାଡମ ସରକାରୀ କାର୍ଜ୍ଯାଳୟରେ ନିଜର ଡିୟୁଟି ଭୁଲି କର୍ମଚାରୀ ମାନଙ୍କ ସହ ମିଶି ଡ୍ୟାନ୍ସ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ଟି କଣ ରହିଛି । ଏହି ଘଟଣା ଟି ସରକାରୀ ଭବନର ଯେଉଁଠାରେ ସମ୍ବଲପୁରୀ ଗୀତ ସହ ନାଚ ମଧ୍ୟ ଖୁବ ଜୋରସୋରରେ ଚାଲିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

ଏହି ଭିଡିଓରେ ନାଲି ଶାଢୀ ପିନ୍ଧିଥିବା ମହିଳା ଜଣକ ହେଉଛନ୍ତି BEO ମ୍ୟାଡମ ଯିଏ ନାଚରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଏହି ଭିଡିଓରେ ସ୍ପଷ୍ଟ ହେଉଛି ଯେ କୋରୋନା କଟକଣାର ଉଲଂଘନ କରାଯିବା ସହ ସରକାରୀ ପଦର ଅବମାନନା କରା ଯାଇଛି । ଏହି ଭିଡିଓଟି ମାଲକାନାଗିରି ଜିଲ୍ଲାର କୁଡୁମୂଳୁ ବ୍ଲକର ଶିକ୍ଷା ଅଧୀକାରୀଙ୍କ ଡ୍ଯାଂସିଙ୍ଗ ଭିଡିଓ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି କେଉଁ ତାରିଖର ତାହା ସ୍ପଷ୍ଟ ଭାବେ ଜଣା ପଡି ନାହି ।

କୋରୋନା କଟକଣାକୁ ଉଲଂଘନ କରିବା ସହ ବିନା ମାସ୍କରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଏଠାରେ ମ୍ୟାଡମ ଡ୍ୟାନ୍ସ କରୁଛନ୍ତି ଯାହା ଅତି ଲ-ଜ୍ୟା-ଜ-ନ-କ କଥା ଅଟେ । ସୂଚନା ଅନୁସାରେ କୋରୋନା କଟକଣା ସମୟରେ ଏହି ଭିଡିଓଟି ହୋଇଛି । ଏହି ଭିଡିଓରୁ ସ୍ପଷ୍ଟ ହେଉଛି ଯେ ଏହା ବାଲିମେଳା ଥିବା ପୋଟେରୁ ଜଳସେଚନର ଅତିଥି ଭବନର ଅଟେ । ଏହି ଘଟଣା ରୁ ଏତିକି କୁହାଯାଇ ପରେ ଯେ କିପରି ଭାବେ ସରକାରୀ କର୍ମଚାରୀ ଜଣକ ସରକାରୀ ନିୟମର ଉ-ଲଂ-ଘ-ନ କରିଛନ୍ତି ।

https://www.youtube.com/watch?v=p_I-4u6xu1I

ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ଯେ BEO ମ୍ୟାଡମ ନିଜର ଅନ୍ୟ କର୍ମଚାରୀ ମାନଙ୍କ ସହ ଡ୍ୟାନ୍ସ କରୁଛନ୍ତି ଯାହା ଉପରେ କେହି ବି ପ୍ରତିବାଦ କରି ନହନ୍ତି । ଶେଷରେ ଏତିକି କୁହାଯାଇ ପାରେ ଯେ ଆମ ଦେଶରେ ସରକାରୀ କର୍ମଚାରୀ ମାନେ କିପରି ନିଜର ଡିୟୁଟି ଭୁଲି ଏଭଳି ଲ-ଜ୍ୟା-ଜ-ନ-କ କାମ କରୁଛନ୍ତି ଯାହା ଦ୍ଵାରା ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅ-ପ-ମା-ନି-ତ ହେଲା ଭଳି କଥା ଅଟେ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।