ବଲୀଉଡ ର ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେ ଙ୍କର ଝିଅ ଏତେ ହଟ୍ ଓ ସୁନ୍ଦର କି ନ ଦେଖିବା ଯାଏ ବିଶ୍ବାସ କରିବେନି – ଏବେହିଁ ଦେଖନ୍ତୁ ତାଙ୍କ ଫଟୋଜ

ବଲୀଉଡ ର ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କୁ କୌଣସି ପରିଚୟ ଦରକାର ନାହିଁ । ନିଜ ସମୟରେ ସେ ନିଜର ଭଲ ଅଭିନୟ ଯୋଗୁ ଲୋକଙ୍କୁ ନିଜର ଦିୱାନା ବନାଇ ପାରିଥିଲେ । ଯେତେବେଳେ ସିନେମା ହଲ ରେ ଦର୍ଶକ ୟାଙ୍କୁ ଦେଖୁଥିଲେ ତେବେ ହୁସିଲ ଶବ୍ଦରେ ପୁରା ହଲ କମ୍ପୁଥିଲା । କିନ୍ତୁ ବର୍ତମାନ ସେ ବହୁତ କମ ଫିଲ୍ମ ରେ ଦେଖା ଯାଉ ଛନ୍ତି । ଗୋବିନ୍ଦାଙ୍କ ସହ ତାଙ୍କର ଯୋଡି ଖୁବ ଭଲ ପଡୁଥିଲା । ଆଜି ସେ ନୁହନ୍ତି କିନ୍ତୁ ତାଙ୍କର ଝିଅଙ୍କୁ ଦେଖିବା ପରେ ଲୋକ ଦେଖି ରହି ଯାଉ ଛନ୍ତି ।

ବଲୀଉଡ ର ଫିଲ୍ମ ଷ୍ଟାର ର ପିଲାମାନେ ଆଜିକାଲି ସବୁବେଳେ ସୋସିୟାଲ ମୀଡିୟା ରେ ରହୁଛନ୍ତି । ଶାହରୁଖ ଖାନ ଠାରୁ ଶ୍ରୀଦେବୀ ପର୍ଯ୍ୟନ୍ତ ତାଙ୍କର ଝିଅ ମାନେ ସୋସିୟାଲ ମୀଡିୟା ମାଧ୍ୟମରେ ଲୋକ ମାନଙ୍କ ଭିତରେ ନିଜର ଏକ ଅଲଗା ପରିଚୟ ତିଆରି କରି ସାରିଛନ୍ତି ।

ଆଜିକାଲି ଏହି ସୋସିୟାଲ ମୀଡିୟା ଯୁଗରେ ଫିଲ୍ମ ଷ୍ଟାର ପିଲାମାନେ ନିଜ ବାପା ମାନକ ଠାରୁ ବେସୀ ଚର୍ଚା ରେ ରହୁ ଛନ୍ତି । ସେମାନଙ୍କ ମଧ୍ୟରେ ଚଙ୍କି ପାଣ୍ଡେ ଙ୍କର ଝିଅ ମଧ୍ୟ ଅଛନ୍ତି । ସେ ମଧ୍ୟ ସୋସିୟାଲ ମୀଡିୟା ରାଣୀ ଅଟନ୍ତି ।

ଚଙ୍କି ପାଣ୍ଡେ ଙ୍କର ଝିଅ ସୋସିୟାଲ ମୀଡିୟା ବେସୀ ସମୟ ବ୍ୟବହାର କରନ୍ତି । ସମୟ ସମୟ ରେ ସେ ନିଜର ସୁନ୍ଦର ଫୋଟୋ ଇନଷ୍ଟାଗ୍ରାମ ରେ ଛାଡନ୍ତି । ତାଙ୍କର ସୁନନ୍ଦରତା ଦେଖିବା ପରେ ସମସ୍ତଙ୍କ ମୁହଁ ରୁ ଗୋଟିଏ କଥା ବାହାରେ ବୋହୁତ ସୁନ୍ଦର ହୋଇଛି ।

ଆପଣ ଜାଣି ନିଅନ୍ତୁ ଚଙ୍କି ପାଣ୍ଡେ ଝିଅର ନା ଅନନ୍ୟା ପାଣ୍ଡେ ଏବଂ ତାଙ୍କର ବୟସ ୨୦ ବର୍ଷ ଅଟେ । ଏହାର ସୁନ୍ଦରତା ଦେଖି ସମସ୍ତେ ତାଙ୍କୁ ଭଲ ପାଇ ବସନ୍ତି ।

ଅନନ୍ୟା ନିଜ ପିତା ଚଙ୍କି ପାଣ୍ଡେ ଙ୍କ ଭଳି ବଲୀଉଡ ରେ ଗୋଡ ରଖିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଜଲ୍ଦି ଅଭିନୟ ସ୍କୁଲ କୁ ଯିବାର ଅଛି । ଅନନ୍ୟା ଆମେରିକା ର ଏକ ସ୍କୁଲ ରେ ଭର୍ତି ହେବେ ।


ଏହିଥିରୁ ବୁଝାଯାଉଛି ଯେ ଅନନ୍ୟା ଭି ନିଜର ସୁନ୍ଦରତା ଯୋଗୁ ଲୋକଙ୍କୁ ନିଜର ଦିୱାନା କରିବାପାଇଁ ଚେଷ୍ଟା କରୁଛନ୍ତି । ଅନନ୍ୟା ସବୁବେଳେ ନିଜର ହଟ ଫୋଟୋ ସୋସିୟାଲ ମୀଡିୟା ରେ ଛାଡୁ ଛନ୍ତି ।