ଝିଅଟି ନିଜର ସ୍ଵାମୀ କୁ ଲେଖିଲା I love you ତା ପରେ ଝୁଲିଗଲା ଫାଶିରେ, ସତକଥା ଜାଣିଲେ ଉଡିଯିବ ଆପଣଙ୍କ ହୋସ

ସବୁଦିନ ଏମିତି ବହୁତ ଲୋକ ଆତ୍ମହତ୍ୟା କରିକି ନିଜର ଜୀବନ ଲିଳା କୁ ସମାପ୍ତ କରି ଦେଉଛନ୍ତି | କିନ୍ତୁ କିଛି ଆତ୍ମହତ୍ୟା ର ମାମଲା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ଏମିତି ଏକ ଆଚମ୍ବିତ କରୁଥିବା ଆତ୍ମହତ୍ୟା ର ମାମଲା ରାଜଧାନୀ ଦିଲ୍ଲୀ ରେ ହୋଇଛି | ପୂର୍ବତଟ ଦିଲ୍ଲୀ ର ତିମାରପୁର ରେ ରହୁଥିବା ଏକ ଯୁବତୀ ନିଜକୁ କେବଳ ଏଥିପାଇଁ ମାରିଦେଲା କାହିଁକି ନା ସେ ନିଜକୁ ଅସୁନ୍ଦର ଭାବୁଥିଲା | ପିସିଏସ ପରୀକ୍ଷା ପାଇଁ ପଢୁଥିବା 26 ବର୍ଷର ଜୁହୀ ରବିବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରି ନେଲା |

ତିମାରପୁର ପୁଲିସ ଯୁବତି ପାଖରୁ ଏକ ସୁସାଇଡ ଲେଖା ମଧ୍ୟ ପାଇଛନ୍ତି | ସୁସାଇଡ ଲେଖାରେ ଯୁବତୀ ନିଜ ସ୍ଵାମୀ କୁ ଆଇ ଲଭ ୟୁ ଲେଖିଛି ଏବଂ ନିଜର ମାରିବାର କାରଣ ନିଜ ମୂହଁ ରେ ବ୍ରଣ ପାଇଁ ହୋଇଥିବା ଦାଗ କୁ କହିଛି | ତାହାର ମରଣ ପାଇଁ କେହି ବି ଦାଇ ନୁହନ୍ତି | ପୁଲିସ ଅନୁସାର ତିମାରପୁର ର ଗାନ୍ଧୀ ବିହାର ର ଏକ ବ୍ଲକ ରେ ରହୁଥିବା ଜୁହି ମୂଳ ରୂପରୁ ଉତ୍ତରାଖଂଡ ର ଉତ୍ତରକାଶୀ ର ବାସିନ୍ଦା ଅଟେ | ଜୁହୀ ୨୦୧୧ ମସିହାରେ ଘର ବାଲାଙ୍କ ଇଛା ବିରୁଦ୍ଧରେ ଏକ ଯୁବକ ସହ ଅଂତର୍ଜାତୀୟ ବିବାହ କରିଥିଲେ |

ଜୁହୀ ର ସ୍ଵାମୀ ଉତ୍ତରକାଶୀ ରେ ହିଁ ଚାଷ କାମ କରୁଥିଲେ | କିନ୍ତୁ ସେ କିଛି ବର୍ଷ ପୂର୍ବରୁ ଦିଲ୍ଲୀ ରେ ରହି ପିସିଏସ ପରୀକ୍ଷା ର ପ୍ରସ୍ତୁତି କରୁଥିଲା | ବିବାହ ପରେ ପରିବାର ଲୋକ ତାହା ଠାରୁ ଦୂରେଇ ଯାଇଥିଲେ | ଜୁହୀ ର ମାଙ୍କର ପ୍ରଥମରୁ ମୂତ୍ୟୁ ହୋଇଯାଇଥିଲା | ରବିବାର ରାତି ପର୍ଯ୍ୟନ୍ତ ଜୁହୀ ନିଜ ସାଙ୍ଗ କଲ୍ପନା ସହ ଥିଲା, ଏହା ପରେ ସେ ନିଜ ରୁମ କୁ ଚାଲିଗଲା | ଯେତେବେଳେ ସକାଳେ ବହୁତ ସମୟ ପର୍ଯ୍ୟନ୍ତ କବାଟ ଖୋଲିନଥିଲା ତାହା ପରେ କଲ୍ପନା ଝରକା ପଟେ ଜୁହୀ ପଙ୍ଖା ରେ ଝୁଲିଥିବା ଦେଖି ତାହାର ହୋଶ ଉଡିଗଲା |

କଲ୍ପନା କହିଲା ଯେ ଜୁହୀ ରାତିରେ ବୋହୁତ ଚିନ୍ତା ରେ ଥିଲା | ପୁଲିସ ଯେତେବେଳେ ଏହି ଘଟଣା ଜୁହୀ ର ପିତା କୁ କହିଦେଇଥିଲେ କିନ୍ତୁ ଜୁହୀ ଅଂତର୍ଜାତୀୟ ବିବାହ କରିଥିବାରୁ ପିତା ରାଗି ଆସିବା ପାଇଁ ମନା କରିଦେଇଥିଲେ | ପୁଲିସ ଯୁହିର ଘରକୁ ତାଙ୍କର ଟିମ କୁ ପଠାଇଛନ୍ତି | ସେମାନଙ୍କ କହିବା ଅନୁସାରେ 31 ଡିସେମ୍ବର ରେ ଜୁହୀ ତାର ସାଙ୍ଗ ମାନଙ୍କ ସହ ନୂଆ ବର୍ଷ ପାଳନ କରିଥିଲା, ଏହା ପରେ ସମସ୍ତେ ଶୋଇ ଯାଇଥିଲେ | ସୋମବାର ଦିନ ଯେତେବେଳେ ତାର ସାଙ୍ଗ ବହୁତ ସମୟ ପର୍ଯ୍ୟନ୍ତ କବାଟ ବାଡେଇବା ପରେ ମଧ୍ୟ ଜୁହୀ ଖୋଲେ ଲେ ନାହିନ ସେ ଯାହାରକ ପଟେ ଦେଖିଥିଲେ ଓ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ |