ହିରୋଇନ ମାନଙ୍କ ସହିତ କଣ ହୋଇଥାଏ ମେକଅପ ରୁମ ଭିତରେ, ଏହି ଫଟୋରେ ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ସତ ! ଦେଖନ୍ତୁ

ବଲୀଉଡର ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ଫିଲ୍ମରେ ନିଜର ସୁନ୍ଦରତା ବଢାଇବା ପାଇଁ ବିଭିନ୍ନ ପ୍ରକାରର ମେକଅପ କରିଥାନ୍ତି । ତେବେ ଯାଇ ସେମାନେ ଫିଲ୍ମରେ ସୁନ୍ଦର ଦେଖା ଯାଆନ୍ତି । ବଲୀଉଡରେ ସମସ୍ତ ଅଭିନେତ୍ରୀ ବହୁତ ସୁନ୍ଦର ଅଟନ୍ତି ଓ ସୁନ୍ଦରତା ମାମଲାରେ ସେମାନେ କାହାକୁ ବି ପଛକୁ ଛାଡି ପାରନ୍ତି । ମେକଅପ ପରେ ତାଙ୍କର ସୁନ୍ଦରତା ଆହୁରି ବି ବଢିଯାଏ । କିନ୍ତୁ କଣ କେହି ବଲୀଉଡର ଅଭିନେତ୍ରୀଙ୍କର ମେକଅପ ରୁମ ଭିତରର ଫଟୋ ଦେଖିଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆପଣଙ୍କର ପସନ୍ଦିତା ଅଭିନେତ୍ରୀଙ୍କର ମେକଅପ ରୁମର କିଛି ଫଟୋ ନେଇ ଆସିଛୁ ।

ସୋନାମ କପୁର

Image courtesy: Google

ଅଭିନେତ୍ରୀ ସୋନମ ନିଜେ ହିଁ କହିଥିଲେ କି ‘କେଉଁଠି ବି ଯିବାକୁ ପୂର୍ବରୁ ମୁଁ ନିଜର ମେକଅପ ଚୌକିରେ ବସି ୯୦ ମିନିଟର ସମୟ ବିତାଇ ଥାଏ ଓ ୩ – ୬ ଜଣ ଲୋକ ମୋର ମେକଅପ କରିଥାନ୍ତି ।

ପ୍ରିୟଙ୍କା ଚୋପଡା

Image courtesy: Google

ବଲୀଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଜଲୱା ଦେଖାଇ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ଅତି କମରେ ୪ – ୫ ଜଣ ମେକଅପ ଆର୍ଟିସ୍ଟ ପ୍ରସ୍ତୁତ କରିଥାନ୍ତି ।

ସନୀ ଲିୟୋନ

Image courtesy: Google

ବଲୀଉଡର ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ସନୀ ଲିୟୋନ ନିଜର ହେୟାର ଷ୍ଟାଇଲିଷ୍ଟଙ୍କ ଦ୍ଵାରା ନିଜର ହେୟାର ଷ୍ଟାଇଲ ଓ ମେକଅପ କରୁଥିବାର ନଜର ଆସୁଛନ୍ତି ।

ସୋନାକ୍ଷୀ ସିନ୍ହା

Image courtesy: Google

ବଲୀଉଡର ଦବଙ୍ଗ ଗର୍ଲ ଅଭିନେତା ସୋନାକ୍ଷୀ ସିନ୍ହା ନିଜର ମେକଅପ ଆର୍ଟିସ୍ଟଙ୍କ ଠାରୁ ପ୍ରସ୍ତୁତ ହେଉଥିବା ସମୟରେ ବହୁତ ଖୁସି ନଜର ଆସୁଛନ୍ତି ।

କ୍ୟାଟରିନା କୈଫ

Image courtesy: Google

ଏହି ଫଟୋରେ ବଲୀଉଡର ଚିକନୀ ଚମେଲୀ କ୍ୟାଟରୀନା କୈଫ ମେକଅପ ରୂମରେ ଫିଲ୍ମର ଶୁଟିଙ୍ଗ ସମୟରେ ପ୍ରସ୍ତୁତ ହେଉଥିବାର ନଜର ଆସୁଛନ୍ତି ।

ଦୀପିକା ପାଦୁକୋଣ

Image courtesy: Google

ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ଫଟୋରେ ମେକଅପ କରୁଥିବା ସମୟରେ ବହୁତ ଖୁସି ନଜର ଆସୁଛନ୍ତି ।

ଅନୁଷ୍କା ଶର୍ମା

Image courtesy: Google

ଏହି ଫଟୋରେ ମେକଅପ ଆର୍ଟିସ୍ଟଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସେଲ୍ଫି ନେଉଥିବାର ଦେଖା ଯାଉଛନ୍ତି ।

ପରିଣୀତି ଚୋପଡ଼ା

Image courtesy: Google

ବଲୀଉଡର ଅଭିନେତ୍ରୀ ପରିଣୀତି ଚୋପଡ଼ା ମେକଅପ ସମୟରେ ବହୁତ ହିଁ ରିଲାକ୍ସ ନଜର ଆସୁଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।