ହୋଲି ପାଇଁ ସୁ-ଟି-ଙ୍ଗ ସେଟ ହେଲା ଆଗୁଆ ସଜବାଜ, ଦେଖନ୍ତୁ ଫଟୋ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଭାରତ ରେ ଅନେକ ପ୍ରକାର ପର୍ବ ପର୍ବାଣୀ ପାଳନ କରାଯାଇଥାଏ । କିନ୍ତୁ ହୋଲି ପର୍ବ ସମସ୍ତ ପର୍ବ ଠାରୁ ବହୁତ ଅଲଗା ହୋଇଥାଏ । ହୋଲି କୁ ରଙ୍ଗ ର ପର୍ବ କୁହାଯାଇଥାଏ । କାରଣ ଏହି ଦିନ ବିଶ୍ୱ ର ସମସ୍ତ ଲୋକ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ଏହି ଦିନ କୁ ପାଳନ କରିଥାନ୍ତି । ବନ୍ଧୁଗଣ ଆପଣ ଓଡ଼ିଆ ଧାରାବାହିକ ତ ନିଶ୍ଚୟ ଦେଖୁଥିବେ । କେବଳ ଆପଣ ନୁହଁନ୍ତି ଓଡିଶା ର ପ୍ରତ୍ୟେକ ଘରେ ପ୍ରାୟତଃ ସମସ୍ତେ ଧାରାବାହିକ ଦେଖିବାକୁ ବହୁତ ଭଲ ପାଇଥାନ୍ତି ।

ଆମେ ନିଜର ମନୋରଞ୍ଜନ କରିବା ପାଇଁ ଧାରାବାହିକ ଦେଖିଥାଉ । ବିଭିନ୍ନ ଧାରାବାହିକ ରେ ଅଲଗା ଅଲଗା ଅଭିନେତା ଓ ଅଭିନେତ୍ରୀ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଏମାନେ ବହୁତ କମ ସମୟ ଏକାଠି ଦେଖିବାକୁ ମିଳିଥାନ୍ତି ।

କାରଣ ଏମାନେ ପ୍ରତିଦିନ ନିଜର ସୁ-ଟିଂ ରେ ବ୍ୟସ୍ତ ରହିଥାନ୍ତି କିନ୍ତୁ ଏହି ବର୍ଷ ହୋଲି ରେ ସମସ୍ତ ଧାରାବାହିକ ର କଳାକାର ମାନେ ଏକାଠି ହେବାକୁ ଯାଉଛନ୍ତି । ସେମାନେ ଏହି ବର୍ଷ ଏକାଠି ହୋଇ ନିଜ ଭିତରେ ହୋଲି ପାଳନ କରିବାକୁ ଯାଉଛନ୍ତି ।

ଏହି ବର୍ଷ ହୋଲି ରେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ର କଳାକାର ମାନେ ଏକାଠି ହୋଇ ହୋଲି ଉତ୍ସବ ପାଳନ କରିବେ । ଏହି ହୋଲି ଉତ୍ସବ ହୋଲି ଦିନ ହିଁ ଟିଭି ରେ ପ୍ରସାରିତ ହେବ । ଆପଣ ସେହି ସମୟ ରେ ଦେଖି ପାରିବେ ଯେ ସମସ୍ତ କଳାକାର ମାନେ କିପରି ଭାବରେ ନିଜ ନିଜ ଭିତରେ ବହୁତ ଆନନ୍ଦ ରେ ହୋଲି ପାଳନ କରୁଛନ୍ତି ।

ଏହି ହୋଲି ଉତ୍ସବ ର ସୁ-ଟିଂ ସେଟ ର ଅନେକ ଫୋଟୋ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି । ଏହି ଫୋଟୋ ଗୁଡିକୁ ଦେଖିଲେ ଲାଗୁଛି ସମସ୍ତ କଳାକାର ମାନେ ବହୁତ ଖୁସି ରେ ଏହି ବର୍ଷ ର ହୋଲି ଉତ୍ସବ ପାଳନ କରିଛନ୍ତି ।

ଏହି ଫୋଟୋ ରେ ଦେଖିବାକୁ ମିଳିଛି ଯେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ର ଛୋଟ ରୁ ନେଇ ବଡ଼ ପର୍ଯ୍ୟନ୍ତ ସମସ୍ତ କଳାକାର ଏହି ହୋଲି ଉତ୍ସବ ରେ ସାମିଲ ହୋଇଛନ୍ତି । ଏହି ବର୍ଷ ହୋଲି ରେ ଆପଣଂକୁ ମନୋରଞ୍ଜନ କରିବା ପାଇଁ ଟିଭି ରେ ଏକ ଭିନ୍ନ ଧରଣ ର କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମ ର ସୁ-ଟିଂ ସେଟ ରେ ଉପସ୍ଥିତ ଥିବା କଳାକାର ମାନେ ନିଜ ଭିତରେ କିପରି ହୋଲି ପାଳନ କରୁଛନ୍ତି ତାହା ର ଫୋଟୋ କୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଏହି ଫୋଟୋ ରେ ସମସ୍ତ କଳାକାର ଧଳା ରଙ୍ଗ ର ପୋଷାକ ପିନ୍ଧି ପାରମ୍ପାରିକ ଶୈଳୀ ରେ ହୋଲି ପାଳନ କରୁଥିବା ର ନଜର ଆସିଛନ୍ତି ।

ସମସ୍ତେ ବହୁତ ଆନନ୍ଦ ଓ ଉଲ୍ଲାସର ସହିତ ପରସ୍ପର କୁ ରଙ୍ଗ ଲଗାଇ ଏହି ପର୍ବ କୁ ପାଳନ କରୁଥିବାର ଦେଖା ଯାଇଛି । ବିଭିନ୍ନ ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ ମାନେ ହୋଲି ର ଗୀତରେ ନୃତ୍ୟ ମଧ୍ୟ ପରିବେଷଣ କରୁଥିବାର ଭିଡିଓ ଦେଖିବାକୁ ମିଳୁଛି । ଏହି ସବୁ ଫୋଟୋ ଓ ଭିଡିଓ କୁ ଦେଖିଲେ ଲାଗୁଛି ଏହି ବର୍ଷ ହୋଲି ଟି ବହୁତ ଆନନ୍ଦମୟ ହେବାକୁ ଯାଉଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।