ବାପା ଓ ମା ହେଲେ ଓଡିଆ ସିରିୟଲ ଅଭିନେତା ଚନ୍ଦନ ଓ ମାହି

ବର୍ତ୍ତମାନ ସମୟରେ ଓଡିଆ ଟିଭି ସିରିୟଲକୁ ବି ଅଧିକ ପସନ୍ଦ କରାଯାଉଛି । ଏହା ସହିତ ଏଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ଓ ଅନ୍ୟାନ୍ୟ ମୁଖ୍ୟ କଳାକାରମାନଙ୍କୁ ବି ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଓଡିଆ ସିରିୟଲ ଜଗତର ସବୁଠୁ ପପୁଳାର ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବୁ । କହିବାକୁ ଗଲେ ଏହି ବର୍ଷ ଦୀପାବଳି ଉପଲକ୍ଷେ ତାଙ୍କ ଘରେ ଏକ ନୂଆ ଅତିଥି ଆସିଛନ୍ତି ।

ଆପଣମାନଙ୍କୁ କହଦେଉଛୁ କି ଓଡିଆ ସିରିୟଲ ଜଗତର ସବୁଠୁ ଅଧିକ ପ୍ରସିଦ୍ଧ ଅଭିନେତା ଚନ୍ଦନ ବାପା ହୋଇଛନ୍ତି । ଯାହାକୁ ଆପଣମାନେ ସିରିୟଲରେ ଚନ୍ଦନ ନାମରେ ଜାଣିଛନ୍ତି ତାଙ୍କର ଅସଲ ନାମ ହେଉଛି ତୁଷାର ।

ତୁଷାର ଏବେ ବେ ବାପା ହୋଇଛନ୍ତି । ତୁଷାର ଏହି ବର୍ଷ ଜାନୁୟାରୀ ମାସରେ ବିବାହ ଅବନ୍ଧନରେ ବାନ୍ଧି ହୋଇଥିଲେ ଓ ତାଙ୍କର ପତ୍ନୀଙ୍କ ନାମ ମାହି ଅଟେ । ଦୁଇ ଜଣ ସିରିୟଲ ଜଗତରେ ବହୁତ ପ୍ରସିଦ୍ଧ କଳାକାର ଅଟନ୍ତି । ବିବାହର କିଛି ମାସ ପରେ ହିଁ ତାଙ୍କର ଏକ କନ୍ୟା ଶିଶୁ ଜନ୍ମ ହୋଇଛି । ନିଜର ଏହି ଖୁସି ଖବରକୁ ତୁଷାର ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି କହିଛନ୍ତି କି ଆମ ଘରକୁ ବର୍ତ୍ତମାନ ଲକ୍ଷ୍ମୀ ଆସିଛନ୍ତି ଓ ଆଗକୁ ଆମ ଘର ଧନଧାନ୍ୟରେ ପୁରିଯିବ ।

ଏହି ପୋସ୍ଟ ଶେୟାର ହେବା ପରେ ବର୍ତ୍ତମାନ ତାଙ୍କର ସବୁଫ୍ୟାନମାନେ ଖୁସି ହୋଇ ଯାଇଛନ୍ତି । କହିବାକୁ ଗଲେ ତୁଷାର ଓ ମାହି ଓଡିଆର ଅନେକ ସିରିୟଲରେ କାମ କରିଛନ୍ତି ଓ କରୁଛନ୍ତି ମଧ୍ୟ ଓ ତାଙ୍କର ଅଭିନତ ପ୍ରାୟତଃ ଧାରାବାହିକ ସୁପରହିଟ ହୋଇଛି । ତୁଷାରଙ୍କ ଅଭିନୀତ ଧାରାବାହିକ ‘ତୋ ଅଗଣାର ତୁଲସୀ ମୁଁ’ ସିରିୟଲରେ  ଚନ୍ଦନ ରୂପରେ ସେ ଦର୍ଶକମାନଙ୍କ ମଧ୍ୟରେ ବହୁତ ପରିଚିତ ଅଛନ୍ତି । ଏହି ଧାରାବାହିକ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା ।

ଏହା ସହିତ ତୁଷାରଙ୍କୁ ଆପଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ‘କାଳିଯାଇ’ ଧାରାବାହିକରେ ଦେଖିଥିବେ । ଏହା ସହିତ ଆପଣ ତୁଷାରଙ୍କ ପତ୍ନୀ ମାହିକୁ ‘ମୁଁ ବି ଅର୍ଦ୍ଧାଗିନୀ’ ଯାହାକି ଜୀ ସାର୍ଥକରେ ପ୍ରସାରିତ ହେଉଥିଲା ସେଥିରେ ଡାହାଣୀ ଭୂମିକାରେ ନଜର ଆସିଥିଲେ । ଏହା ପରେ ଦୁଇ ଜଣଙ୍କର ବିବାହ ହୋଇ ଯାଇ ଥିବାରୁ ଦୁଇ ଜଣ ଅଧିକ ଆଉ ସିରିୟଲରେ ନଜର ଆସିଲେ ନାହିଁ ଓ ନିଜର ଜୀବନରେ ବ୍ୟସ୍ତ ହୋଇ ଯାଇ ଥିଲେ । ଏମିତିରେ ଦୁଇ ଜଣ ବର୍ତ୍ତମାନ ଏକ ଖୁସି ଖବର ଦେଇଛନ୍ତି । ଏମିତିରେ ତୁଷାର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ଶେୟାର କରି ନିଜର ଖୁସି ଜାହିର କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।