Priyanka Chopra ଙ୍କ ଠାରୁ ମଧ୍ୟ ୧୦ ଗୁଣା ଅଧିକ ସୁନ୍ଦର ଲାଗନ୍ତି ତାଙ୍କର ସାନ ଭଉଣୀ, ଯଦି ବିଶ୍ଵାସ ହେଉନି ଏବେ ହିଁ ଦେଖି ନିଅନ୍ତୁ

ଆପଣ ମାନେ ଜାଣିଥିବେ କି ବଲିଉଡ, ହଲିଉଡ ଓ ଟାଲିଉଡରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ କାମ କରୁଛନ୍ତି । ବଲିଉଡର କିଛି ହେରୋଇନ ମାନେ ହଲିଉଡରେ ଯାଇ ବହୁତ ଅଭିନୟ କରିବା ସାଙ୍ଗରେ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି । ସେହି ହଲିଉଡରେ ଥିବା କିଛି ଅଭିନେତ୍ରୀ ଓ ଅଭିନେତା ମଧ୍ୟ ବଲିଉଡର ଚଚିତ୍ରରେ ଅଭିନୟ କରି ବହୁତ ସଫଳତା ହାସଲ କରିବା ସହ ସେମାନେ ମଧ୍ୟ ପୁରସ୍କାର ପାଇଛନ୍ତି ।

ସେହିପରି ବଲିଉଡ ଚଳଚିତ୍ରରେ ଅଭିନୟ କରୁଥିବା ବହୁତ ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଜିଏକି ଆମ ବଲିଉଡରେ ବହୁତ ଚଳଚିତ୍ର କରି ବହୁତ ପୁରସ୍କାର ମଧ୍ୟ ପାଇବା ସହିତ ବହୁତ ନାମ ମଧ୍ୟ କ୍ଷତ କରିଛନ୍ତି । ସେ ବହୁତ ଭାଷାରେ ଚଳଚିତ୍ର ମଧ୍ୟ କରିଛନ୍ତି । ତାଙ୍କ ନାମ କହିଲେ ସବୁ ଲୋକେ ତାଙ୍କୁ ଏକ ବଲିଉଡର ରାଣୀ ବୋଲି କିଛି ଲୋକ ମଧ୍ୟ ତାଙ୍କୁ କହିଥାନ୍ତି ।

ସେ ଅଭିନୟରେ ବହୁତ ନାମ କରିବା ସହିତ ତାଙ୍କୁ ଏକ ବଡ ସଫଳତାର ମିଯାଇଲ କହିଲେ କିଛି ଭୁଲ ହେବ ନାହିଁ । ସେ ତାଙ୍କର ଅଭିନୟ ଓ ସୁନ୍ଦରତା ଯୋଗୁଁ ବହୁତ ଲୋକ ପ୍ରିୟା ଅଟନ୍ତି । ଚଳଚିତ୍ର ଜଗତରେ ତାଙ୍କ ନାମରେ ବହୁତ ଚଳଚିତ୍ର ମଧ୍ୟ ଅଛି । ଯଦି ଆମେ ନିକ ଦୋନସଙ୍କ କ୍ଯାରିଅର କଥା ତେବେ ସେ ମଧ୍ୟ ହଲିଉଡର ଏକ ଲୋକ ପ୍ରିୟ ଅଭିନେତା ଓ ଗୀତ ଗାୟକ ମଧ୍ୟ ଅଟନ୍ତି ।

ପ୍ରିୟାଙ୍କାଙ୍କ ଭଉଣୀ ପରିନିତି ଚୋପ୍ରାଙ୍କ କଥା କହିବାକୁ ଗଲେ ସେ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ଭଉଣୀଙ୍କ ବିଷୟରେ । ଯାହାଙ୍କ କଥା ଆପଣ ଶୁଣି ଥିବେ । ପ୍ରିୟାଙ୍କା ଚୋପ୍ରା ଭଉଣୀଙ୍କ ନାମ ହେଉଛି ନୀରଜ ଚୋପ୍ରା । ନୀରଜ ଚୋପ୍ରା ହେଉଛନ୍ତି ପ୍ରିୟାଙ୍କା ଚୋପ୍ରାଙ୍କର ଦାଦାଙ୍କ ଝିଅ ଅଟନ୍ତି ।

ନୀରଜ ଙ୍କ କଥା କହିବାକୁ ଗଲେ ସେ ମଧ୍ୟ କୌଣସି ଜିନିଷରେ କମ ନୁହନ୍ତି । ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ମଧ୍ୟ ତେଲୁଗୁ ଚଳଚିତ୍ର ଜଗତରେ ଅଭିନୟ କରି ସେଠାରେ ମଧ୍ୟ ବହୁତ ନାମ କାମାଇଛନ୍ତି । ତେଲୁଗୁ ଚଳଚିତ୍ର ପବନ କଲ୍ୟାଣଙ୍କ ସହ ମଧ୍ୟ ସେ ଅଭିନୟ କରିବାର ଦେଖା ଯାଉଛି ।

ସେ ବଲିଉଡରେ କିଛି ଚଳଚିତ୍ର ମଧ୍ୟ କରିଛନ୍ତି ତା ମଧ୍ୟରୁ ୧୯୨୦ ଭଳି ଏକ ଭୁତ ଚଳଚିତ୍ର ୨୦୧୬ ମସିହାରେ କରିଥିଲେ । ଆମେ ଆପଣଙ୍କୁ କହି ରଖୁ ତାଙ୍କୁ ସେହି ଚଳଚିତ୍ରରେ ଅଭିନୟ କରିବାର ଦେଖି ବହୁତ ଲୋକେ ତାଙ୍କୁ ପସନ୍ଦ କରିଥିଲେ । କହିବାକୁ ଗଲେ ସେ ତାଙ୍କ ଭଉଣୀଙ୍କ ଭଳି ଅଧିକ ସଫଳତା ପାଇ ନାହନ୍ତି । କିନ୍ତୁ ସେ ମଧ୍ୟ ବହୁତ ଚଳଚିତ୍ର କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।