Rani Mukerji ଙ୍କ ସହିତ Govinda ଙ୍କୁ ଏକ ଫ୍ଲାଟରେ ଅ-ର୍ଦ୍ଧ-ନ-ଗ୍ନ ଅବସ୍ଥାରେ ଧରିଥିଲେ ପତ୍ନୀ ସୁନିତା ଆହୁଜା, ତା’ ପରେ ଯାହା ହେଲା ଶୁଣିଲେ ମୁଣ୍ଡରେ ହାତ ଦେବେ

ବଲିଉଡରେ କଳାକାର ମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ଅମିତାଭ ବଚ୍ଚନ ହୁଅନ୍ତୁ ବା ରେଖା ବା ସଲମାନଙ୍କ ଠାରୁ ଆରମ୍ଭ କରି ଐଶ୍ଵରୀୟା ଯାଏଁ ସମସ୍ତଙ୍କ ରିଲେସନକୁ ନେଇ ଚର୍ଚ୍ଚା ହୋଇ ସାରିଛି ।

ଆଜି ଆମେ ଆପଣ ମାନଙ୍କୁ ୯୦ଦଶକର କଳାକରା ଗୋବିନ୍ଦା ଓ ରାନୀ ମୁଖାର୍ଜୀଙ୍କ ବିଷୟରେ କହିବାକୁ ଯାଉଛୁ । ଗୋବିନ୍ଦା ଓ ରାନୀ ମୁଖାର୍ଜୀ ନିଜର ସାନଦାର ଅଭିନୟ ଓ ଷ୍ଟାଇଲିସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିଛନ୍ତି । ଦୁହିଙ୍କର କେବଳ ଫିଲ୍ମରେ ନୁହେ ବରଂ ରିୟଲ ଲାଇଫରେ ମଧ୍ୟ ସମ୍ପର୍କ ରହିଛି ।

ଫିଲ୍ମ ସେଟରେ ପ୍ରଥମ ଥର ଭେଟ ହୋଇଥିଲା : ୨୦୦୨ରେ ରାନୀ ମୁଖାର୍ଜୀ ଓ ଗୋବିନ୍ଦାଙ୍କର ଭେଟ “ଫିଲ୍ମ ହଦ କର ଦି ଆପନେ” ରେ ହୋଇଥିଲା । ପ୍ରଥମ ଦେଖାରେ ରାନୀ ନିଜ ହୃଦୟ ଗୋବିନ୍ଦାଙ୍କୁ ଦେଇଥିଲେ । କେବଳ ରାନୀ ନୁହେ ବରଂ ଗୋବିନ୍ଦା ମହଦୀ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ।

ଦୁହେଁ ଲୁଚିକରି ପରସ୍ପରକୁ ଭେଟ କରୁଥିଲେ ଓ ଡେଟ ମଧ୍ୟ କରୁଥିଲେ । ମିଡିଆ ଓ ଲାଇମଲାଇଟରୁ ଦୂରରେ ଥିବା ଏହି ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବାରେ ପଛେଇ ନ ଥିଲେ । ଗୋବିନ୍ଦା ରାନୀଙ୍କୁ ମହଙ୍ଗା ଗାଡି, ଡାଏମଣ୍ଡ ହାର ଉପହାର ସ୍ୱରୂପ ଦେଇଥିଲେ ଓ ଦୁହିଙ୍କର ପ୍ରେମ ଆକାଶଛୁଆଁ ହୋଇଥିଲା ।

ଫ୍ଲାଟରେ ଦୁହେଁ ଧରା ପଡିଥିଲେ : ରାନୀ ମୁଖାର୍ଜୀ ଓ ଗୋବିନ୍ଦାଙ୍କର ପ୍ରେମ ସମ୍ପର୍କକୁ ନେଇ ଥରେ ଦୁହେଁ ଏକ ଫ୍ଲାଟରେ ଥିବା ସମୟରେ, ରାନୀଙ୍କ ଫ୍ଲାଟରୁ ଗୋବିନ୍ଦା ହଠାତ ଅ-ର୍ଦ୍ଧ-ନ-ଗ-ନ ଅବସ୍ଥାରେ ବାହାରକୁ ବାହାରିଥିଲେ । ସେଠାରେ ଏକ ଫୋଟୋଗ୍ରାଫର ଦୁହିଙ୍କୁ ଏକା ସାଙ୍ଗରେ ଦେଖିଥିଲେ ।

ଏହା ପରେ ଗୋବିନ୍ଦା ସେମାନଙ୍କର ସମ୍ପର୍କକୁ ଅନ୍ୟ ଆଗରେ ପ୍ରକାଶ ନ କରିବା ପାଇଁ ପଇସା ଅଫର କରିଥିଲେ । କିନ୍ତୁ ସେହି ଫୋଟୋଗ୍ରାଫର ତାଙ୍କ କଥା ନ ଶୁଣି ମନା କରିଥିଲା । ଏହା ପରେ ଦୁହିଙ୍କର ସମ୍ପର୍କ ଧୀରେ ଧୀରେ କମିବାରେ ଲାଗିଥିଲା ଓ ଦୁହିଙ୍କ ସମ୍ପର୍କ ବିଷୟରେ ସମସ୍ତେ ଯାଇ ଯାଇଥିଲେ ।

ଗୋବିନ୍ଦାଙ୍କର ପରିବାରରେ ଏହି ଖବର ପହଞ୍ଚିଥିଲା : ଯେତେବେଳ ଏହି ଖବର ତାଙ୍କ ପରିବାର ଲୋକେ ଜାଣିଲେ ସେତେବେଳେ ବହୁତ ବଡ କଳହ ହୋଇଥିଲା । ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତାଙ୍କ ମଧ୍ୟରେ ବହୁତ ବଡ ଝଗଡା ହୋଇଥିଲା । ତାଙ୍କ ସ୍ତ୍ରୀ ଏହି ସମ୍ପର୍କକୁ ନେଇ ଗୋବିନ୍ଦାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କ ସ୍ତ୍ରୀ କଥାକୁ ନାପସନ୍ଦ କରିଥିଲେ । ରାନୀ ମୁଖାର୍ଜୀଙ୍କୁ ନ ଛାଡିବା ପାଇଁ ଗୋବିନ୍ଦା ନିସ୍ପତି ନେଇ ସାରିଥିଲେ ।

ସବୁ ଦିନ ପାଇଁ ସମ୍ପର୍କ ଭାଙ୍ଗିଗଲା : ଏହା ପରେ ଗୋବିନ୍ଦାଙ୍କ ସ୍ତ୍ରୀ ଘର ଛାଡିବା ପାଇଁ ନିସ୍ପତି ନେଇଥିଲେ । ଏହା ହେବା ପରେ ମଧ୍ୟ ଗୋବିନ୍ଦା ନିଜ ଜିଦରେ ଅଟଳ ଥିଲେ । ଯେବେ ଗୋବିନ୍ଦା ତାଙ୍କ ସ୍ତ୍ରୀ ଅନିତାଙ୍କ କଥା ଶୁଣି ନ ଥିଲେ ସେତେବେଳେ ଅନିତା ରାନୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ରାନୀ ଓ ଗୋବିନ୍ଦା ଅଲଗା ହୋଇ ଯାଇଥିଲେ ।

ଦୁହେଁ ଅଲଗା ହେବା ପରେ ଗୋବିନ୍ଦା ନିଜ ପରିବାରକୁ ସ୍ଵୀକାର କରିଥିଲେ ଓ ରାନୀଙ୍କୁ ସବୁ ଦିନ ପାଇଁ ଭୁଲି ଯାଇଥିଲେ । ଦୁହେଁ ପରସ୍ପର ସହ କାମ କରିବା ବନ୍ଦ କରିଦେଲେ ଓ ନିଜ ନିଜ ଜୀବନରେ ଆଗକୁ ବଢିବାରେ ଲାଗିଲେ । ରାନୀ ମୁଖାର୍ଜୀ ଏହା ପରେ “ମରଦାନି” ଫିଲ୍ମରେ ନଜର ଆସିଥିବା ବେଳେ ଗୋବିନ୍ଦା ମଧ୍ୟ ଅନେକ ଫିଲ୍ମରେ ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।