୨୦ କ୍ୟାରେଟ ହୀରାର ଆଙ୍ଗୁଠି ଦେଇ ଶିଳ୍ପା ଶେଟ୍ଟୀଙ୍କୁ ପଟାଇ ଥିଲେ ରାଜ କୁନ୍ଦ୍ରା, ଏମିତି ଆରମ୍ଭ ହୋଇଥିଲା ଦୁଇଜଣଙ୍କର ଲଭ ଷ୍ଟୋରି

ଶିଳ୍ପା ଶେଟ୍ଟୀ ଜଣେ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଶିଳ୍ପା ସବୁବେଳେ ନିଜର ଫିଗରକୁ ମେଣ୍ଟେନ କରି ରଖିଥାନ୍ତି । ଏହା ସହିତ ତାଙ୍କର ସୁନ୍ଦରତା ଓ ଡାନସିଙ୍ଗ ସ୍କିଲ୍ସ କାହାକୁ ବି ଦିବାନା କରିଦିଏ । ବୋଧେ ଏହି କାରଣ ଅଟେ କି ବିବାହିତ ହେବା ସତ୍ବେ ବି ରାଜ କୁନ୍ଦ୍ରାଙ୍କର ହୃଦୟ ଶିଳ୍ପାଙ୍କ ଉପରେ ଆସିଗଲା ଓ ଦୁଇଜଣ ବିବାହ କରିନେଲେ । ଆଜି ଶିଳ୍ପା ଓ ରାଜ କୁନ୍ଦ୍ରା ବହୁତ ଖୁସିରେ ଅଛନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ଶିଳ୍ପା ଓ ରାଜ ପରସ୍ପର ସହିତ କେଉଁଠି ଦେଖା ହୋଇଥିଲେ ? ଆଜି ଆମେ ଆପଣମାନଙ୍କୁ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କର ଲଭ ଷ୍ଟୋରି ବିଷୟରେ କହିବାକୁ ଯାଉଛୁ ।

ଏମିତି ହୋଇଥିଲା ଦୁଇ ଜଣଙ୍କର ଦେଖା

ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଶିଳ୍ପାଙ୍କର ନାମ ବିଭିନ୍ନ ଅଭିନେତାଙ୍କ ସହ ଯୋଡା ହୋଇଥିଲା । ସବୁଠୁ ଅଧିକ ତାଙ୍କର ନାମ ଅକ୍ଷୟ କୁମାରଙ୍କ ସହ ଯୋଡା ହୋଇ ଥିଲା । କିନ୍ତୁ କିଛି ସମୟ ପରେ ସେମାନଙ୍କର ବ୍ରେକଅପ ହୋଇଗଲା ଓ ଏହା ପରେ ରାଜ କୁନ୍ଦ୍ରା ଶିଳ୍ପାଙ୍କ ଜୀବନରେ ଆସିଲେ । କହିବାକୁ ଗଲେ ଶିଳ୍ପା S2 ପରଫ୍ଯୂମର ପ୍ରମୋଶନ କରୁଥିଲେ । ଏହି ପରଫ୍ଯୂମ ରାଜ କୁନ୍ଦ୍ରାଙ୍କ କମ୍ପାନୀର ଥିଲା ।

ପ୍ରଥମ ଥର ଯେତେବେଳେ ଦୁଇ ଜଣଙ୍କର ଦେଖା ହେଲା ତେବେ ସେମାନେ ପରସ୍ପର ପ୍ରତି ବହୁତ ଇମ୍ପ୍ରେସ ହେଲେ । ଏହା ପରେ ସେମାନଙ୍କର ଦେଖା ସାକ୍ଷାତ ବଢିଗଲା । ପ୍ରଥେମ ଶିଳ୍ପା ରାଜଙ୍କୁ ନିଜର ବିଜନେସ ଫ୍ରେଣ୍ଡ ବୋଲି କହୁଥିଲେ କିନ୍ତୁ ଏହି ବନ୍ଧୁତା ପ୍ରେମରେ ବଦଳିଗଲା ।

ନିର୍ବନ୍ଧରେ ଦେଇଥିଲେ ହୀରାର ଆଙ୍ଗୁଠି

ରାଜଙ୍କ ସହିତ କିଛି ମାସ ରିଲେଶନଶିପରେ ରହିବା ପରେ ଦୁଇ ଜଣ ନିର୍ବନ୍ଧ କରିନେଲେ । ଏମିତିରେ ଶିଳ୍ପା ନିଜର ନିର୍ବନ୍ଧ ବିଷୟରେ କହିଲା ସମୟରେ ରାଜ ଦେଇଥିବା ଉପହାର ବିଷୟରେ ବି କହିଲେ । କହିବାକୁ ଗଲେ ଏହି ଉପହାର ୨୦ କୋଟି ଟଙ୍କାର ହୀରାର ଆଙ୍ଗୁଠି ଥିଲା । ରାଜ ଏହାକୁ ନିର୍ବନ୍ଧ ସମୟରେ ଶିଲ୍ପାଙ୍କୁ ଦେଇଥିଲେ । ଆପଣଙ୍କୁ କହିଦେଉଛୁ କି ରାଜ ଲଣ୍ଡନର ବହୁତ ବଡ ବିଜନେସମ୍ୟାନ ଅଟନ୍ତି ।

ରାଜଙ୍କର ପ୍ରଥମ ପତ୍ନୀ ଶିଳ୍ପାଙ୍କ ଉପରେ ଲଗାଇଥିଲେ ଆରୋପ

ଶିଳ୍ପାଙ୍କୁ ମିଳିବା ପୂର୍ବରୁ ରାଜ କବିତା ନାମକ ମହିଳାଙ୍କ ସହ ବିବାହ କରିଥିଲେ । ଏହି ଦୁଇ ଜଣଙ୍କର ଏକ ଝିଅ ବି ଥିଲା । ଏମିତିରେ ଯେତେବେଳେ ରାଜ ନିଜର ଝିଅ ଓ ପତ୍ନୀଙ୍କୁ ଛାଡି ଶିଳ୍ପାଙ୍କ ସହ ବିବାହ କରିଲେ ତେବେ କବିତା ଶିଳ୍ପାଙ୍କ ଉପରେ ଆରୋପ ଲଗାଇ ଥିଲେ । କବିତାଙ୍କର କହିବାର ଥିଲା କି ଶିଳ୍ପାଙ୍କ କାରଣରୁ ତାଙ୍କର ବିବାହ ଜୀବନ ଭାଙ୍ଗି ଯାଇଥିଲା ।

କିନ୍ତୁ କିଛି ସମୟ ପରେ ରାଜ ମିଡିଆ ସାମ୍ନାକୁ ଆସି କହିଲେ କି ତାଙ୍କର ବିବାହ ଜୀବନ ପ୍ରଥମରୁ ହିଁ ଭଲ ନ ଥିଲା । ଶିଳ୍ପାଙ୍କ ସହ ଦେଖା କରିବାର ୧୨ ମାସ ପୂର୍ବରୁ ହିଁ ତାଙ୍କର ବିବାହ ଶେଷ ହେବା ଉପରେ ଥିଲା । ଏହି ସମସ୍ତ କଥା ସହିତ ଶିଳ୍ପାଙ୍କର କୌଣସି ସମ୍ପର୍କ ନାହିଁ ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।