ବାହାଘରରେ ସୁନାର କାର ଏବଂ ୧ ହଜାର କୋଟି ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛି ଏହି ଝିଅ, କିନ୍ତୁ ପୁଅ ସହିତ ଏଇଗୋଟିଏ ସର୍ତ୍ତ

ବାହାଘର ଦୁଇ ଲୋକଙ୍କର ଏବଂ ଦୁଇ ପରିବାର ମଧ୍ୟରେ ଏକ ବନ୍ଧନ ଅଟେ । ଯାହା ସାରା ଜୀବନ ପାଇଁ ତାଙ୍କୁ ପରସ୍ପରଙ୍କ ସହିତ ରହିବା ପାଇଁ ସାହାସ ଦେଇଥାଏ । କହିବାକୁ ଗଲେ କୌଣସି ଝିଅ ଏବଂ ପୁଅ ବିବାହ ବିନା ଅଧୁରା ଅଟନ୍ତି । ଏମିତିରେ ଯଦି ନିଜ ମନ ପସନ୍ଦର ଜୀବନ ସାଥି ମିଳିଯାଏ ତେବେ ଜୀବନରେ କଠିନ ଯାତ୍ରା ସହଜ ହୋଇଯାଏ ।

ବାହାଘରରେ ଯୌତୁକ ନେବା ଦେବା କେବଳ ଭାରତରେ ନୁହେଁ ଅନ୍ୟ ଦେଶ ଗୁଡିକରେ ମଧ୍ୟ ଏହା ଆଇନ ଅପରାଧ ଅଟେ । କିନ୍ତୁ କିଛି ଧନୀ ଲୋକ ଆଜି ବି ନିଜ ଝିଅ ବାହାଘରେ ଯୌତୁକ ଦେବାକୁ ପସନ୍ଦ କରନ୍ତି । ଏମିତି ହିଁ ଏକ ଝିଅଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ, ଯାହା ବର୍ତ୍ତମାନ ସୋସିୟାଲ ମିଡିୟାରେ ବହୁଅତ ଚର୍ଚାର ବିଷୟ ହୋଇଛନ୍ତି ।

ଏହି ଝିଅ ଜଣକ କୌଣସି ସାଧାରଣ ଝିଅ ନୁହେଁ, ସେ ଜଣେ ଜଣା ଶୁଣା ହସ୍ତୀ ଯାହାକୁ ବିବାହ କରିବା ପାଇଁ ଦୁନିଆର ସମସ୍ତ ପୁଅ ପ୍ରସ୍ତୁତ ଅଛନ୍ତି । ଏହାର କାରଣ ସେ ଦେଖିବାକୁ ଯେତେ ସୁନ୍ଦର, ତାହାଠୁ ଅଧିକ ସେ ଧନୀ ଅଟନ୍ତି । ଖବର ଅନୁସାରେ ଏହି ଝିଅ ବାହା ହେବା ପାଇଁ ଏକ ଘୋଷଣା କରିଛନ୍ତି କି ଯେ କୌଣସି ବି ପୁଅ ତାଙ୍କ ସହିତ ବାହା ହେବେ, ସେ ତାଙ୍କୁ ଯୌତୁକ ଦେବେ ଏବଂ ଯୌତୁକରେ ଏକ ହଜାର କୋଟି ଟଙ୍କା ଏବଂ ସୁନାର କାର ଦେବେ । ଏହାକୁ ଶୁଣିଲେ ବିଶ୍ଵାସ ହେବ ନାହିଁ କିନ୍ତୁ ଏହା ସତ ଅଟେ ।

ମିଡିୟା ରିପୋର୍ଟସ ଅନୁସାରେ ଏହି ଝିଅ ଜଣକ ବାହାଘରକୁ ନେଇ ଖାସ ପ୍ରକାରର ସର୍ତ୍ତ ରଖିଛନ୍ତି । ସେଥିପାଇଁ ଯିଏ ବି ସେହି ସର୍ତ୍ତକୁ ମାନିବ, ସେହି ହିଁ ତାଙ୍କର ସ୍ଵାମୀ ଏବଂ ତାଙ୍କ ସୁନା କାରର ମାଲିକ ହୋଇ ପାରିବ । ଝିଅ ଜଣକର ସର୍ତ୍ତ ଅନୁସାରେ ପୁଅ ସାହାସୀ ଏବଂ ବଳବାନ ହେବା ଦରକାର । ବର୍ତ୍ତମାନ ଆପଣ ଭାବୁଥିବେ କି ଝିଅର ଏହିଭଳି ଅଦ୍ଭୁତ ଡିମାଣ୍ଡ କାହିଁକି ?

କୁହାଯାଉଛି କି ଏହି ଝିଅଙ୍କର ଭାଇଙ୍କୁ ଦୁନିଆର ସବୁଠୁ ଭୟଙ୍କର ଏବଂ ତାନାଶାହ ବ୍ୟକ୍ତି ବୋଲି କୁହାଯାଏ । ସେଥିପାଇଁ ଭାଇ ଆଗରେ ଛିଡା ହେବା ପାଇଁ ଝିଅକୁ ଏକ ସାହାସୀ ଥିବା ଯୋଗ୍ୟ ବର ଦରକାର ।

ଏହା ପରେ ଏକ ନ୍ୟୁଜ ଟିମ ଏହି ମାମଲାରେ ରିସର୍ଚ କରି ଜାଣିଲେ ଯେ ଏହି ଶର୍ତ ସେହି ଝିଅ ନୁହେଁ ଏହା ତାଙ୍କର ଭାଇ କିମ ଉନଙ୍କର ଅଟେ । କିମ ଉନଙ୍କୁ ଉତ୍ତର କୋରିୟାର ସବୁଠୁ ଭାୟାନକ ବ୍ୟକ୍ତି ବୋଲି କୁହାଯାଏ । ଯିଏକି ନିଜ ଭଉଣୀ ପାଇଁ ଏକ ଗୁଣବାନ ପୁଅ ଖୋଜୁଛନ୍ତି । କିନ୍ତୁ ଉତ୍ତର କୋରିୟାର କୌଣସି ବି ପୁଅ ଏହି ଝିଅ ସହିତ ବାହା ହେବା ପାଇଁ ସାହସ କରୁ ନାହାନ୍ତି ।

ଏହା ସହିତ ପୁଅର ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ହେବା ଦରକାର, କୌଣସି ପ୍ରେମ ସବନ୍ଧ ନ ଥିବା ଦରକାର, ତାହାର ଓଜନ ୭୫ କିଲୋ ହେବା ଦରକାର ଏବଂ ସିକ୍ସ ପ୍ୟାକ ହେବା ଦରକାର । ଏବେ ଆପଣ ଭାବନ୍ତୁ ଏତେ ପର୍ଫେକ୍ଟ ପୁଅ ହେବା କେତେ ଦୂର ସମ୍ଭବ ? ଏହାକୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ରେ ଜଣାନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

1 thought on “ବାହାଘରରେ ସୁନାର କାର ଏବଂ ୧ ହଜାର କୋଟି ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛି ଏହି ଝିଅ, କିନ୍ତୁ ପୁଅ ସହିତ ଏଇଗୋଟିଏ ସର୍ତ୍ତ”

Comments are closed.