ଏମାନେ ହେଉଛନ୍ତି ସାଉଥ ସୁପରଷ୍ଟାରଙ୍କ ଟ୍ୟାଲେଣ୍ଟେଡ ପୁଅମାନେ ଯେଉଁମାନେକି ଆକଟିଂରେ ତାଙ୍କଠୁ ଦୁଇପାଦ ଆଗରେ, ୪ନଂ ତା ଆକ୍ସନରେ ମାଷ୍ଟର

ସାଉଥ ଫିଲ୍ମରେ ମଧ୍ୟ ବହୁତ ସୁପରଷ୍ଟାର ଅଭିନେତା ମାନେ ଅଛନ୍ତି । ଯେଉଁ ମାନେ କି ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କୁ ବହୁତ ଆକର୍ଷିତ କରାଇଥାନ୍ତି । ସେ ନିଜର ଅଭିନୟ ପାଇଁ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ସାଉଥ ଫିଲ୍ମରେ ନଜର ଆସିଥିବା ସୁପରଷ୍ଟାରଙ୍କ ପୁଅ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ କି ଫିଲ୍ମରେ ତାଙ୍କ ଠାରୁ ବି ଅଧିକ ନାମ କମାଇଛନ୍ତି ।

ନାଗା ଅର୍ଜୁନ

ସାଉଥ ଫିଲ୍ମ ଜଗତର ସବୁଠାରୁ ବଡ ସୁପରଷ୍ଟାର ନାଗା ଅର୍ଜୁନଙ୍କୁ କିଏ ବା ନ ଜାଣିଛି । ନାଗା ଅର୍ଜୁନ ସାଉଥ ଫିଲ୍ମରେ ବହୁତ ନାମ କମାଇଛନ୍ତି କିନ୍ତୁ ତାଙ୍କର ଦୁଇ ପୁଅ ତାଙ୍କ ଠାରୁ ବି ଅଧିକ ଆଗକୁ ଯାଇଛନ୍ତି । ନାଗା ଚୈତନ୍ୟ ଏବଂ ଅଖିଲ ଅକ୍କିନେନୀ ଉଭୟ ହିଁ ସାଉଥ ଫିଲ୍ମ ଜଗତରେ ସୁପରହିଟ ଫିଲ୍ମ ଦେଇ ବହୁତ ନାମ କମାଇଛନ୍ତି ।

ଚିରଞ୍ଜିବ

ଚିରଞ୍ଜିବ ଙ୍କୁ ତେଲଗୁ ଫିଲ୍ମର ମେଗାଷ୍ଟାର ବୋଲି କୁହା ଯାଇଥାଏ ଏବଂ ସେ ୧୬ ଟି ବେଷ୍ଟ ଅଭିନେତା ପୁରସ୍କାର ନିଜ ନାମରେ କରିଛନ୍ତି । ତାଙ୍କର ପୁଅ ରାମ ଚରଣ ତେଜା ମଧ୍ୟ ସାଉଥ ଫିଲ୍ମରେ ବଡ ନାମ ହାସଲ କରିଛନ୍ତି । ଯାହା କି ସେ ତାଙ୍କର ସୁନ୍ଦର ଅଭିନୟ ଦ୍ଵାରା ହାସଲ କରି ପାରିଛନ୍ତି ।

ବିକ୍ରମ

ବିକ୍ରମଙ୍କୁ ସାଉଥ ଫିଲ୍ମ ଜଗତରେ ସମସ୍ତେ ଜାଣିଛନ୍ତି । ସେ ‘ଅପରିଚିତ’ ଭଳି ଭୟଙ୍କର ଫିଲ୍ମରେ ବହୁତ ଭଲ ଅଭିନୟ କରିଥିଲେ । ସେ ସାଉଥ ଜଗତରେ କେତେକ ଫିଲ୍ମ କରିଛନ୍ତି ଯାହା ଅଲଗା ଅଲଗା ଚରିତ୍ର ଦ୍ଵାରା ସମସ୍ତଙ୍କ ହୃଦୟରେ ରହିଛି । ତାଙ୍କର ପୁଅ ଧ୍ରୁବ ମଧ୍ୟ ପଛରେ ନାହାଁନ୍ତି, ଧ୍ରୁବ ଗୋଟିଏ ଶର୍ଟ ଫିଲ୍ମରେ କାମ କରିଛନ୍ତି ଏବଂ ତାଙ୍କର ଅଭିନୟ ଦେଖିଲେ ଆପଣ ତାଙ୍କର ଦିୱାନା ହୋଇ ଯିବେ ।

ଏସ ଏ ଚନ୍ଦ୍ରଶେଖର

ଶେଷରେ ଆମେ କଥା ହେବା ଏସ ଏ ଚନ୍ଦ୍ରଶେଖରଙ୍କ ବିଷୟରେ, ଯିଏ ସାଉଥ ଫିଲ୍ମରେ ବହୁତ ନାମ କମାଇଛନ୍ତି । କିନ୍ତୁ ତାଙ୍କ ପୁଅ ବିଜୟ ତାଙ୍କ ଠାରୁ ଦୁଇ ପାଦ ଆଗକୁ ବାହାରିଲେ । ତାଙ୍କୁ ତାମିଲର ସୁପରଷ୍ଟାର କୁହାଯାଏ । ବିଜୟ ସବୁଠାରୁ ଅଧିକ ସୁପରହିଟ ଫିଲ୍ମ ଦେଇଛନ୍ତି ଯାହା ମଧ୍ୟରେ କତ୍ଥି, ଭୈରବ, ମେର୍ସଲ, ଥେରୀ ଭଳି ଫିଲ୍ମ ସାମିଲ ଅଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।