ପ୍ରେମରେ ପାଗଳ ଏହି ଷ୍ଟାର ମାନେ ନିଜ ପାର୍ଟନର ନାମରେ କରିଥିଲେ ଟାଟୁ, ନମ୍ବର ୫ଙ୍କୁ ଟାଟୁ କରିବା ପଡିଲା ମହଙ୍ଗା, କଣ ହେଲା ତାଙ୍କର ??

ଟାଟୁ କରିବା ଆଜିକାଲି ଫ୍ୟାସନର ଗୋଟିଏ ପାର୍ଟ ହୋଇ ଗଲାଣି । ଅଧିକ ସଂଖ୍ୟାରେ ଲୋକମାନେ ନିଜ ଶରୀରରେ ଟାଟୁ ବନାଉଛନ୍ତି । ପର୍ମାନେଂଟ ଟାଟୁ ବହୁତ ଭାବିଚିନ୍ତି କରିବା ଉଚିତ କାରଣ ଯଦି ଆପଣ ଥରେ ଟାଟୁ ବନାଇ ଦେଉଛନ୍ତି ତେବ ତାହାକୁ ହଟାଇବା ବହୁତ କଷ୍ଟ ଅଟେ । ଏହାକୁ ହଟାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇଥାଏ ।

ପ୍ରାୟତଃ ପ୍ରେମୀ ଯୋଡିମାନେ ନିଜର ପାର୍ଟନର ପ୍ରତି ଭଲ ପାଇବାକୁ ଦେଖାଇବା ପାଇଁ ତାଙ୍କର ଟାଟୁ ବନାଇଥାନ୍ତି ଏବଂ କିଛି ବଲୀଉଡ କଳକାରମାନେ ମଧ୍ୟ ଏହିଭଳି କରିଛନ୍ତି । କିଛି ଷ୍ଟାରମାନେ ନିଜ ଶରୀର ଉପରେ ନିଜ ଭଲ ପାଇବାକୁ ଜାହିର କରିବା ପାଇଁ ତାଙ୍କ ପ୍ରେମୀଙ୍କ ନାମର ଟାଟୁ କରିଛନ୍ତି । ଯେଉଁଠି କିଛି ଷ୍ଟାରମାନେ ଟାଟୁ କରି ବହୁତ ଅନୁତାପ କଉଛନ୍ତି ସେଇଠି କିଛି ଷ୍ଟାର ମାନେ ଏହାକୁ କରି ଖୁସିରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ ।

ସୈଫ ଅଲୀ ଖାନ

ସୈଫ ଅଲୀ ଖାନଙ୍କର “କରିନା” ନାମର ଟାଟୁ ବହୁତ ଫେମସ ହୋଇଥିଲା । ସେ ତାଙ୍କ ହାତରେ କରିନା ଲେଖିଥିଲେ ।

ଅକ୍ଷୟ କୁମାର

ଖିଲାଡ଼ି କୁମାର ଅକ୍ଷୟ କୁମାର ବି ନିଜ ସ୍ତ୍ରୀ, ପୁଅ ଏବଂ ଝିଅର ନାମର ଟାଟୁ ବନାଇଛନ୍ତି ।

ସୁଜୈନ ଖାନ

ସୁଜୈନ ଖାନ ବି ହ୍ରିତିକ ନାମ ସମ୍ବନ୍ଧିତ କିଛି ଟାଟୁ ବନାଇଛନ୍ତି । କିନ୍ତୁ ତଲାକ ପରେ ସେ ଟାଟୁର ଡିଯାଇଆନ ବଦଳି ‘follow your sunshine’ ଲେଖିଛନ୍ତି ।

ହ୍ରିତିକ ରୋଶନ

ହ୍ରିତିକ ବି ନିଜ ହାତରେ ସୁଜୈନଙ୍କ ନାମର ଟାଟୁ କରିଥିଲେ । କିନ୍ତୁ ତଲାକ ପରେ ଆଜି ବି ସେହି ଟାଟୁ ତାଙ୍କ ହାତରେ ଅଛି ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣଙ୍କର ଟାଟୁ ବହୁତ ଫେମସ ହୋଇଥିଲା । ରଣବୀର କପୁରଙ୍କ ସହ ରିଲେସନରେ ଥିବା ସମୟରେ ନିଜର ବେକ ପଛରେ “RK” ଲେଖିଥିଲେ । କିନ୍ତୁ ବର୍ତ୍ତମାନ ସେ ଏହି ଟାଟୁକୁ ହଟାଇ ଦେଇଛନ୍ତି ।

ପ୍ରତୀକ ବବ୍ବର

ପ୍ରତୀକ ବବ୍ବର ନିଜ ହାତରେ ଏମୀ ଜୈକ୍ସନଙ୍କର ନାମର ଟାଟୁ ତିଆରି କରିଥିଲେ । ଫିଲ୍ମ “ଏକ ଦିବାନା ଥା”ର ଶୁଟିଙ୍ଗ ସମୟରେ ଦୁଇଜଣ ରିଲେଶନଶିପରେ ଥିଲେ । କିନ୍ତୁ ଦୁଇଜଣଙ୍କର ବ୍ରେକ୍ ଅପ ହେବାପରେ ପ୍ରତୀକ ଏହି ଟାଟୁକୁ ହଟାଇ ଦେଇଥିଲେ ।

ଏମୀ ଜୈକ୍ସନ

ପ୍ରତୀକ ଭଲି ଏମୀ ବି ନିଜ ହାତରେ ପ୍ରତୀକଙ୍କର ନାମ ଟାଟୁ ଲେଖିଥିଲେ । ବ୍ରେକଅପ ପରେ ସେ ବି ଟାଟୁ କୁ ହଟାଇ ଦେଇଥିଲେ ।

ଫ୍ରେଣ୍ଡ୍ସ ଆସା କରୁଛୁ କି ଏହି ଆର୍ଟିକ୍ଲ ଆପଣଙ୍କୁ ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେନି।