ସବୁଦିନେ ଭଜା ହୋଇଥିବା ଲବଙ୍ଗ ଖାଇଲେ ଯାହା ଫାଇଦା ମିଳିବ, ତାହା ଆପଣ କେବେ ଭାବି ବି ପାରିବେନି

ଯେତେବେଳେ ଆମକୁ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇଥାଏ ତେବେ ଆମେ ସଙ୍ଗେ ସଙ୍ଗେ ଏଲୋପାଥୀ ଔଷଧର ସାହାରା ନେଇଥାଉ । ଯେତେବେଳେ କି ଏଲୋପାଥୀ ଔଷଧ ଆମ ଶରୀରରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏଥିର ଆମେ ଏଲୋପାଥୀ ଔଷଧ ଜାଗାରେ ଆୟୁର୍ବେଦିକ ଉପାୟ ଗୁଡିକ କରିପାରିବା ।

କହିବାକୁ ଗଲେ ଆମ ରୋଷେଇ ଘରେ ଏମିତି ବହୁତ ଖାଦ୍ୟ ପଦାର୍ଥ ଅଛି ଯାହାକି ଔଷଧୀୟ ଗୁଣରେ ଭରପୁର ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ସ୍ୱାସ୍ଥ୍ୟର ସମସ୍ୟା ଗୁଡିକୁ ସବୁଦିନ ପାଇଁ ଦୂର କରିଦେଇ ପାରିବ ।

କହିବାକୁ ଗଲେ ଲବଙ୍ଗ ଭୋଜନ ଏବଂ ଚା’ ରେ ପ୍ରୟୋଗ କରିବା ହିତକର ହୋଇଥାଏ, ଯଦି ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ସମୟରେ ଗୋଟିଏ କିମ୍ବା ଦୁଇଟି ଲବଙ୍ଗ ଅଳ୍ପ ଭାଜି ଖାଇବେ ତେବେ ତାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଭଜା ଲବଙ୍ଗରେ ଆୟରନ, ସୋଡିୟମ, କୈଲ୍ଶିୟମ ଏବଂ ପୋଟାଶିୟମ ଭଳି ପୋଷାକ ତତ୍ଵ ପ୍ରଚୁର ମାତ୍ରାରେ ମିଳିଥାଏ । ସେଥିପାଇଁ ଏହାକୁ ସବୁଦିନ ସେବନ କରିବା ଦ୍ଵାରା ୫ଟି ସ୍ୱାସ୍ଥ୍ୟ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ ।

କିଛି ଲୋକଙ୍କର ଥଣ୍ଡା, ଜର ଏବଂ କାସ ସବୁବେଳ ଲାଗି ରହିଥାଏ ତେବେ ଆପଣ ସବୁଦିନ ଗୋଟିଏ ଭଜା ଲବଙ୍ଗର ସେବନ କରନ୍ତୁ । ଲବଙ୍ଗରେ ଇଜେନଲ ନାମକ ତତ୍ଵ ମିଳିଥାଏ । ଯାହା ଶରୀରକୁ ଗରମ ରଖିବାରେ ସାହାର୍ଯ୍ୟ କରିଥାଏ ।

ଆପଣଙ୍କର ଖାଦ୍ୟ ପାଚନ କରିବାରେ ଯଦି ଅସୁବିଧା ଅଛି ତେବେ ଆପଣ ସବୁ ଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ପୂର୍ବରୁ ଗୋଟିଏ ଲବଙ୍ଗ ନିଶ୍ଚିତ ସେବନ କରନ୍ତୁ । ଏହା ଦ୍ଵାରା ପଚନ ସଠିକ ରୂପରେ ହୋଇଥାଏ ଏବଂ ଏହା ସହିତ ଏସିଡିଟିର ଅସୁବିଧାରୁ ବି ମୁକ୍ତି ମିଳିଥାଏ । କହିବାକୁଗଲେ ଲବଙ୍ଗରେ ଏଂଟୀଇଂଫ୍ଲେମେଟରୀ ଗୁଣ ମିଳିଥାଏ ଯାହା ପେଟରେ ଥିବା ଇନଫେକଶନ ଦୂର କରିଥାଏ ଏବଂ ପେଟ ବିନ୍ଧିବା, ପେଟ ସମ୍ବନ୍ଧିତ ସବୁ ସମସ୍ୟାକୁ ଦୂର ହୋଇଥାଏ ।

ଯଦି ଆପଣଙ୍କର ଦାନ୍ତରେ ବ୍ୟଥା ହେଉଛି ତେବ ଆପଣ ସବୁଦିନ ଗୋଟିଏ ଲବଙ୍ଗର ସେବନ ନିଶ୍ଚିତ କରନ୍ତୁ ।

ଲୋକମାନଙ୍କର ସ୍କିନ ପାଇଁ ବହୁତ ଲାଭଦାୟକ ଅଟେ । ସବୁଦିନ ଲବଙ୍ଗ ଖାଇବା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦେଇଥାଏ ଏବଂ ରକ୍ତକୁ ମଧ୍ୟ ସଫା କରିଥାଏ । ଯାହା ଦ୍ଵାରା ଆମର ସ୍କ୍ରିନ ଭଲ ରହିଥାଏ ।

ସବୁ ଦିନ ଲବଙ୍ଗ ଖାଇବା ଦ୍ଵାରା ମୁହଁରୁ ଦୁର୍ଗନ୍ଧ ଭଳି ସମସ୍ୟା ଦୂର ହୋଇଥାଏ ।

ଆପଣଙ୍କୁ ଆମର ଏହି ଲବଙ୍ଗ ସମ୍ବନ୍ଧିତ ସୂଚନାଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।