ସ୍ତ୍ରୀ ସବୁବେଳେ ସ୍ୱାମୀର ବାମ ପଟେ ହିଁ କାହିଁକି ଶୋଇଥାଏ ! ଏହା ସହିତ ଆହୁରି 24 ଟି Question ଓ Answer

ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ସେହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।

୧- ଜଣେ ମହିଳା ନିଜର ପୁରା ଜୀବନରେ ପାଖାପାଖି କେତେ କିଲୋ ଲିପଷ୍ଟିକ ଲଗାଇଥାଏ ?

ଉତ୍ତର- ପାଖା ପାଖି ୩ କିଲୋ

୨- ମଶା କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ ?

ଉତ୍ତର- ୫୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ

୩- ମୋଟର କାର ଆବିଷ୍କାର କିଏ କରିଥିଲେ ?

ଉତ୍ତର- Carl Benz

୪- ତୋହାରର ନଗର କାହାକୁ କୁହାଯାଏ ?

ଉତ୍ତର- ତାମଳିନାଡୁ

୫- ଭାରତର ଶୁଆ କାହାକୁ କୁହାଯାଏ ?

ଉତ୍ତର- ଅମୀର ଖୁସରୋକୁ

୬- ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ଟ୍ରେନର ନାମ କଣ ?

ଉତ୍ତର- ସମଝୋତା ଏକ୍ସପ୍ରେସ

୭- ମୂଷା କେତେ ଦିନ ପର୍ଯ୍ୟନ୍ତ ବିନା ପାଣି ପିଇ ରହିପାରିବ ?

ଉତ୍ତର- ଏକ ମାସ

୮- ସବୁଠୁ ଅଧିକ ଭାବୁକ କେଉଁ ପଶୁ ହୋଇଥାଏ ?

ଉତ୍ତର- ହାତୀ

୯- କେଉଁ ଦେଶରେ ଗୋଟିଏ ହେଲେ ବି ପଞ୍ଚତାରକା ହୋଟେଲ ନାହିଁ ?

ଉତ୍ତର- ମେକ୍ସିକୋ

୧୦- କେଉଁ ଦେଶରେ ସବୁଠୁ ଅଧିକ ପ୍ରଜାପତି ଦେଖା ଯାଆନ୍ତି ?

ଉତ୍ତର- ଭାରତ

୧୧- କେଉଁ ପଶୁର କ୍ଷୀର ମିଠା ଲାଗେ ?

ଉତ୍ତର- ଗାଈର କ୍ଷୀର

୧୨- ସିଲିଣ୍ଡରର ରଙ୍ଗ ନାଲି କାହିଁକି ହୋଇଥାଏ ?

ଉତ୍ତର- ଅଲଗା ରୂପେ ଜାଣିବା ପାଇଁ

୧୩- ଭାରତର ସବୁଠୁ ବଡ ସରକାରୀ ଚାକିରୀ କଣ ଅଟେ ?

ଉତ୍ତର- ଆଇଏଏସ ଚାକିରୀ

୧୪- ପିଆଜ କାଟିବା ବେଳେ ଆଖିରେ ଲୁହ ନ ଆସିବା ପାଇଁ କଣ କରାଯାଏ ?

ଉତ୍ତର- ପିଆଜକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଓଦା ରଖନ୍ତୁ

୧୫- ଟିଉସନକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ଶିକ୍ଷା ଶୁଳ୍କ

୧୬- ଭାରତର ସର୍ବ ପ୍ରଥମ ଧାରାବାହିକର ନାମ କଣ ଥିଲା ?

ଉତ୍ତର- ହମ ଲୋଗ

୧୭- ଚନ୍ଦ୍ରରେ ବର୍ଷା କାହିଁକି ହୁଏ ନାହିଁ ?

ଉତ୍ତର- ଭିନ୍ନ ଭିନ୍ନ ପରିବେଶ କାରଣରୁ

୧୮- ଶ୍ମଶାନରେ ରାତିରେ କାହିଁକି ଯିବା କଥା ନୁହେଁ ?

ଉତ୍ତର- କାରଣ ଶ୍ମଶାନ ପାଖରେ ରାତିରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ

୧୯- ଅନ୍ଧ ଲୋକମାନେ ସ୍ୱପ୍ନରେ କଣ ଦେଖାନ୍ତି ?

ଉତ୍ତର- ଅନ୍ଧ ଲୋକମାନେ ସ୍ବପ୍ନ ଦେଖନ୍ତି ନାହିଁ, କାରଣ ତାଙ୍କ ଆଖିରେ କୌଣସି ଛବି ନ ଥାଏ

୨୦- କହୁଣୀରେ ଆଘାତ ଲାଗିଲେ କରେଣ୍ଟ କାହିଁକି ଲାଗେ ?

ଉତ୍ତର- ତନ୍ତ୍ରିକା କାରଣରୁ

୨୧- ପେଟ୍ରୋଲ କାହିଁକି ଜମି ଯାଏ ନାହିଁ ?

ଉତ୍ତର- ଏହା ଏକ ଉଚ୍ଚ ଦହନୀୟ ପଦାର୍ଥ ହୋଇଥିବାରୁ

୨୨- କେଉଁ ଦେଶରେ ମୋଟାପା ଆଇନ ବିରୁଦ୍ଧ ଅଟେ ?

ଉତ୍ତର- ଜାପାନ

୨୩- ଡାକ୍ତର ଧଳା ପୋଷାକ କାହିଁକି ପିନ୍ଧନ୍ତି ?

ଉତ୍ତର- ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥିବାରୁ

୨୪- ସ୍ତ୍ରୀ ସବୁବେଳେ ସ୍ୱାମୀର ବାମ ପଟେ ହିଁ କାହିଁକି ଶୋଇଥାଏ ?

ଉତ୍ତର- ଶାସ୍ତ୍ରରେ ପତ୍ନୀଙ୍କୁ ବାମାଙ୍ଗି କୁହାଯାଏ, ଯାହାର ଅର୍ଥ ବାମ ଅଙ୍ଗର ଅଧିକାରୀ । ତେଣୁ, ପୁରୁଷ ଶରୀରର ବାମ ଅଂଶକୁ ମହିଳାଙ୍କର ଅଂଶ ଭାବରେ ବିବେଚନା କରାଯାଏ, ସେଥି ପାଇଁ ସ୍ୱାମୀର ବାମ ପଟେ ହିଁ ସବୁବେଳେ ସ୍ତ୍ରୀ ଶୋଇଥାଏ ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।