ଥଣ୍ଡା, କାଶ ମାତ୍ର ଗୋଟିଏ ଥରରେ ହିଁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଦେଶୀ ଉପାୟ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ ।

କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର ହୋଇଯିବ ।

ବନ୍ଧୁଗଣ ଥଣ୍ଡା କାଶ ହେବା ଦ୍ଵାରା ଆମେ ବହୁତ କଷ୍ଟ ପାଇଥାଉ । ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ବହୁତ ସହଜ ଓ କମ ସମୟ ରେ ପ୍ରସ୍ତୁତ ହୋଇଯିବ । ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଉପାୟ ଟି ହେଉଛି ପାନ ପତ୍ର । ପାନ ପତ୍ର ଆପଣଙ୍କ ନିକଟସ୍ଥ ବଜାର ରେ ଆପଣଂକୁ ଅତି ସହଜ ରେ ମିଳିଯିବ । ଆୟୁର୍ବେଦ ଅନୁସା ରେ ପାନ ପତ୍ର ଥଣ୍ଡା କାଶ ଓ କଫ ପାଇଁ ରାମବାଣ ଭଳି ହୋଇଥାଏ । ପ୍ରଥମେ ଦୁଇଟି ପାନ ପତ୍ର ନିଅନ୍ତୁ ଓ ଏହାକୁ ଭଲ ରେ ଧୋଇ କରି ରଖନ୍ତୁ ।

ଏହା ପରେ ଆପଣ ଗୋଲମରିଚ ଆଣନ୍ତୁ । ଗୋଲମରିଚ ଥଣ୍ଡା କାଶ ଦୁର କରିବା ପାଇଁ ବହୁତ ଭଲ ଔଷଧ ହୋଇଥାଏ । ଗୋଲମରିଚ ଆପଣଂକୁ ଅତି ସହଜ ରେ ମିଳିଯିବ । ଆପଣ ତିନି ରୁ ଚାରୋଟି ଗୋଲମରିଚ ନିଅନ୍ତୁ । ଏହା ପରେ ଆପଣ ତୁଳସୀ ପତ୍ର ନିଅନ୍ତୁ । ତୁଳସୀ ପତ୍ର ଆପଣଙ୍କ ପାଇଁ କେତେ ଲାଭଦାୟକ ତାହା ଆପଣ ବହୁତ ଭଲ ରେ ଜାଣିଥିବେ । ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ଶେଷ ଜିନିଷ ଟି ହେଉଛି ପିଆଜ । ପିଆଜ ରେ ବହଃତ ପ୍ରକାର ପ୍ରୋଟିନ ରହିଥାଏ । ଏହା ଆମ ଶରୀର ରେ ଅନେକ ରୋଗ ଭଲ କରିବା ରେ ସାହାଯ୍ୟ କରିଥାଏ ।

ଯଦି ଆପଣଂକୁ ଭୀଷଣ ଥଣ୍ଡା ହୋଇଛି ତେବେ ଦୁଇଟି ପାନ ପତ୍ର ମଧ୍ୟରେ ଗୋଲମରିଚ, ତୁଳସୀ ଓ ପିଆଜ କୁ ରଖି ଦିଅନ୍ତୁ ଓ ଏହାକୁ ଭାଙ୍ଗି ଦିଅନ୍ତୁ । ଏହା ପରେ ଏହାକୁ ଚୋବାନ୍ତୁ । ଚୋବାଇବା ସମୟ ରେ ଏଥିରୁ ଯେଉଁ ରସ ବାହାରିବ ତାହାକୁ ଆପଣ ଶରୀର ଭିତରକୁ ନିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ର ଥଣ୍ଡା ଖୁବ ଶୀଘ୍ର ଭଲ ହୋଇଯିବ । ବନ୍ଧୁଗଣ ଏହାକୁ ନିଶ୍ଚିତ ଦିନ କୁ ଦୁଇ ରୁ ତିନି ଥର ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ର ଥଣ୍ଡା ଭଲ ହୋଇଯିବ ଓ ଆପଣଙ୍କ ର କଫ ମଧ୍ୟ ବହାରିଯିବ ଏବଂ ଯଦି ଆପଣଙ୍କ ର କାଶ ହେଉଥିବ ତେବେ ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ । ତେବେ ଯଦି ଆପଣଙ୍କ ର ଏହି ଭଳି ସମସ୍ୟା ରହିଛି ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।