ନୂଆ ନୂଆ ବାହା ହୋଇଥିବା ଓଡ଼ିଆ ସେଲିବ୍ରିଟି ମାନେ ହୋଲି କିପରି ପାଳନ କଲେ, ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ହେଉଛି ରଙ୍ଗ ର ପର୍ବ ହୋଲି।ତେବେ ଏହି ଶୁଭ ଅବସର ରେ ଓଡ଼ିଆ ସେଲିବ୍ରିଟି କିପରି ଭାବରେ ହୋଲି ପର୍ବ କୁ ପାଳନ କରିଲେ କଣ ଆପଣ ମାନେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ଏହି ରଙ୍ଗର ପର୍ବ ହୋଲି କୁ ଓଲିଉଡ ଇଣ୍ଡଷ୍ଟ୍ରୀ ତଥା ସମସ୍ତ ଓଡ଼ିଆ ସେଲିବ୍ରିଟି ମାନେ ଜିପି ଭାବରେ ପାଳନ କରିଲେ। ବିଗତ ଦିନ ଗୁଡ଼ିକ ରେ ଅନେକ ଓଡ଼ିଆ ସେଲିବ୍ରିଟି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ସେମାନେ ମଧ୍ୟ କିପରି ଭାବରେ ଏହି ହୋଲି ପର୍ବ କୁ ପାଳନ କରିଲେ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ।ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି ଯେ ଆଜି ହେଉଛି ରଙ୍ଗ ର ପର୍ବ ହୋଲି। ଏହି ରଙ୍ଗର ପର୍ବ ହୋଲିକୁ ସମସ୍ତେ ବହୁତ ଧୂମଧାମରେ ପାଳନ କରିଥାନ୍ତି।ସେହିପରି ଭାବରେ ଓଡ଼ିଆ ସେଲିବ୍ରିଟି ମାନେ ମଧ୍ୟ ଏହି ହୋଲି ପର୍ବ ଟି କୁ ଖୁବ ମଜା ମସ୍ତି ର ସହିତ ପାଳନ କରିଛନ୍ତି ଏବଂ ସୁଟିଂ ସେଟ ରେ ଖୁବ ମଜା ମସ୍ତି ମଧ୍ୟ କରୁଥିବାର ନଜର ଆସୁଛନ୍ତି।

ଏହି ସେଲିବ୍ରିଟି ମାନେ ହୋଲି ପର୍ବ ର ଦୁଇ ଦିନ ପୂର୍ବରୁ ସୁଟିଂ ସେଟ ରେ ସଜବାଜ ଏବଂ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଥିଲେ।ସୁଟିଂ ସେଟ ର କିଛି ଫଟୋ ମଧ୍ୟ ଏହି ସେଲିବ୍ରିଟି ମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଛନ୍ତି।


ଏହା ସହିତ ଓଡ଼ିଆ ସିରିଆଲ ଏବଂ ଫିଲ୍ମ ର ଅନେକ କଳାକାର ମାନେ ଏହି ହୋଲି ପର୍ବ ଟି କୁ ଖୁବ ଧୁମଧାମ ରେ ପାଳନ କରିଛନ୍ତି ଏବଂ ପରସ୍ପର ଙ୍କୁ ରଙ୍ଗ ବୋଳି ଥିବାର ମଧ୍ୟ ନଜର ରେ ଆସିଛି। ଏହି କଳାକାର ମାନଙ୍କ ଫଟୋ ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ସେୟାର କରା ଯାଉଛି ଏବଂ ସେହି ଫଟୋ ଗୁଡ଼ିକ ଭାଇରାଲ ମଧ୍ୟ ହେଉଛି। ଏହି ଫଟୋ ମାଧ୍ୟମରେ ଦେଖିବାକୁ ମିଳୁଛି ଯେ, ସେଲିବ୍ରିଟି ମାନେ ଏହି ପର୍ବ କୁ ଖୁବ ଆନନ୍ଦ ର ସହିତ ପାଳନ କରୁଛନ୍ତି ଏବଂ ବହୁତ ମଜା ମସ୍ତି କରୁଛନ୍ତି।

ତେବେ ବନ୍ଧୁଗଣ ଏହିପରି ଭାବରେ ଓଡ଼ିଆ ସେଲିବ୍ରିଟି ମାନେ ରଙ୍ଗର ପର୍ବ ହୋଲି କୁ ଆନନ୍ଦ ଓ ଉତ୍ସାହ ର ସହିତ ପାଳନ କରୁଛନ୍ତି। ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।