Bollywood ର ଏହି 7 ଷ୍ଟାରଙ୍କୁ ନିଜ ନାଁ ସହିତ ସରନେମ ଲଗାଇବାକୁ ଲାଗେ ଖରାପ, ସାମ୍ନାକୁ ଆସିଲା ବଡ କାରଣ

ବଲୀଉଡ ଷ୍ଟାରମାନଙ୍କର କୌଣସି ବି କଥା ଲୁଚି ହୋଇ ରୁହେ ନାହିଁ । ସେ କଣ କରୁଛନ୍ତି, କେଉଁଠି ରହୁଛନ୍ତି, କଣ ଖାଉଛନ୍ତି, କେତେବେଳେ ଜିମ ଯାଉଛନ୍ତି, ଇତ୍ୟାଦି ସମସ୍ତ କଥା ସୋସିଆଲ ମିଡିଆକୁ ଆସିଯାଏ । କିନ୍ତୁ ଏମିତି ବି କିଛି କଥା ଅଛି ଯାହା ବିଷୟରେ ଆପଣ ବୋଧେ ଜାଣି ନ ଥିବେ । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଷ୍ଟାରମାନଙ୍କ ବିଷୟରେ ଏକ ରୋମାଞ୍ଚକ କଥା କହିବାକୁ ଯାଉଛୁ । କହିବାକୁ ଗଲେ ଏମିତି ବହୁତ ଷ୍ଟାର ଅଛନ୍ତି, ଯେଉଁମାନେ ନିଜର ନାଁ ସହିତ ନିଜର ସରନେମ ଲଗାଇବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ସରନେମକୁ ଲୁଚାଇବାକୁ ଚେଷ୍ଟା କରନ୍ତି । ଏଥିରେ ଗୋବିନ୍ଦାଙ୍କ ଠାରୁ ନେଇ କାଜୋଲ ଭଳି ଷ୍ଟାର ସାମିଲ ଅଛନ୍ତି । ଯେଉଁମାନେ ନିଜର ସରନେମ ବ୍ୟବହାର କରନ୍ତି ନାହିଁ ।

କାଜୋଲ

କାଜୋଲ କେବେ ବି ନିଜର ସରନେମ ବ୍ୟବହାର କରନ୍ତି ନାହିଁ । ଯେତେବେଳେ କି ତାଙ୍କର ସରନେମ ମୁଖର୍ଜୀ ଅଟେ । ପୁଣି ଅଜୟ ଦେବଗନଙ୍କ ସହ ବିବାହ ହେବା ପରେ ତାଙ୍କର ସରନେମ ଦେବଗନ ହୋଇଯାଇଥିଲା । କିନ୍ତୁ କାଜୋଲ ସେହି ସରନେମକୁ ବି ବ୍ୟବହାର କରିଲେ ନାହିଁ । ମିଡିଆ ରିପୋର୍ଟ ଅନୁସାରେ କାଜୋଲଙ୍କ ମାତା ପିତା ପରସ୍ପର ଠାରୁ ଅଲଗା ହେବା ପରେ କାଜୋଲ ନିଜର ନାଁ ରୁ ସରନେମକୁ ହଟାଇ ଦେଇଥିଲେ ।

ଧର୍ମେନ୍ଦ୍ର

ଧର୍ମେନ୍ଦ୍ର କେବେ ବି ନିଜର ନାଁ ସହିତ ସରନେମ ଲଗାଇ ନାହାନ୍ତି । କହିଦେଉଛୁ କି ତାଙ୍କର ଅସଲ ନାଁ ଧରମ ସିଂହ ଦେଓଲ ଅଟେ । କହିବାକୁ ଗଲେ ଧରମ ସିଂହ ଦେଓଲ ବହୁତ ବଡ ନାଁ ଥିଲା, ସେହି କାରଣରୁ ସେ ନିଜର ନାଁକୁ ଛୋଟ କରି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଲେ ।

ରେଖା

ବଲୀଉଡର ଅଭିନେତ୍ରୀ ରେଖା କେବେ ବି ନିଜର ସରନେମ ସମସ୍ତଙ୍କ ସାମ୍ନାରେ ଆଣି ନାହାନ୍ତି । ଯେତେବେଳେ କି ତାଙ୍କର ଅସଲ ନାଁ ଭାନୁରେଖା ଗଣେଶନ ଅଟେ । କୁହାଯାଏ କି ସେ ଏହା ଏଥିପାଇଁ କରିଲେ କାରଣ ତାଙ୍କର ଅସଲ ନାଁ ବହୁତ ବଡ ଅଟେ । ଏହା ଛଡା ଏହା ବି କୁହାଯାଏ କି ରେଖାଙ୍କ ସହ ରେଖାଙ୍କ ପିତାଙ୍କ ଭଲ ସମ୍ବନ୍ଧ ନ ଥିଲା ସେଥିପାଇଁ ସେ ନିଜର ସରନେମକୁ ବ୍ୟବହାର କରନ୍ତି ନାହିଁ ।

ଗୋବିନ୍ଦା

ନିଜର ଭିନ୍ନ ଅନ୍ଦାଜ ପାଇଁ ପ୍ରସିଦ୍ଧ ଗୋବିନ୍ଦାଙ୍କ ଅସଲ ନାଁ ଅରୁଣ ଆହୁଜା ଅଟେ । କିନ୍ତୁ ସେ ନିଜର ନାଁ ବଦଳାଇବା ପରେ ହିଁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଲେ ଓ ଆଜି ଏହି ନାଁକୁ ସମସ୍ତେ ଜାଣିଛନ୍ତି ।

ଶ୍ରୀଦେବୀ

ଶ୍ରୀଦେବୀ ନା ହିଁ ନିଜର ନାଁରୁ ସରନେମ ହଟାଇଲେ ଅଥବା ସେ ନିଜର ଅସଲ ନାଁକୁ ବି ବଦଳାଇ ଦେଇଥିଲେ । ଶ୍ରୀଦେବୀଙ୍କ ଅସଲ ନାଁ ଶ୍ରୀଅମ୍ମା ଯାଂଗର ଅୟପ୍ପନ ଥିଲା । ଏମିତିରେ ଏହି ନାଁ କହିବାରେ ଅଳ୍ପ ଅସୁବିଧା ହେଉଥିଲା ସେଥିପାଇଁ ଶ୍ରୀଦେବୀ ନିଜର ନାଁ ବଡାଳି ଦେଲେ ।

ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଅସଲ ନାଁ ରାଜୀବ ଭାଟିୟା ଅଟେ । କୁହାଯାଏ କି ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ମାଚୋମ୍ୟାନ ଇମେଜକୁ ରଖିବା ପାଇଁ ନିଜର ନାଁ ଅକ୍ଷୟ ରଖିଥିଲେ ।

ତବ୍ବୁ

ତବ୍ବୂ କା ପୂରା ନାଁ ତବ୍ବସୁମ ହାଶମୀ ଅଟେ । କିନ୍ତୁ ଫିଲମି ଦୁନିଆରେ ପ୍ରସିଦ୍ଧ ହେବା ପାଇଁ ସେ ନିଜର ନାଁକୁ ଛୋଟ କରି ତବ୍ବୁ ରଖିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।