ACF Soumyaranjan ମୃତ୍ୟୁ ମାମଲା- ସୌମ୍ଯ ଙ୍କ ବାପା ଦେଲେ ଏମିତି ବୟାନ, ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ତାଙ୍କ ସରକାରୀ କ୍ଵାର୍ଟରରେ ରହସ୍ୟଜନକ ଭାବେ ପୋ-ଡି ହୋଇ ମୃ-ତ୍ୟୁବରଣ କରିବା ଘଟଣାକୁ ପ୍ରାୟ ମାସେ ଉପରେ ହୋଇଗଲାଣି । ହେଲେ ପୁଅ ପାଇଁ ନ୍ୟାୟ ପାଇବାକୁ ନୟାନ୍ତ ହୋଇଗଲେଣି ସୌମ୍ୟଙ୍କ ପରିବାର । ପୋଲିସ ତ-ଦ-ନ୍ତ-ରେ ଅବହେଳା କରିଆସୁଛି ବୋଲି ସୌମ୍ୟଙ୍କ ପରିବାର ଆରମ୍ଭରୁ ହିଁ ଅଭିଯୋଗ କରି ଆସୁଛନ୍ତି । ସେମାନଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ପୋଲିସ ହାତରୁ ତ-ଦ-ନ୍ତ ଭାର ନିଆଯାଇ କ୍ରା-ଇ-ମ-ବ୍ରାଞ୍ଚକୁ ହସ୍ତଗତ କରାଯାଇଛି ।

କିନ୍ତୁ ଏତେ ଦିନ ଧରି ପୋଲିସ ନଷ୍ଟ କରି ଦେଇଥିବା ସମସ୍ତ ପ୍ରମାଣ କଣ ଏବେ ଆଉ ହାତ ଲାଗିବ ବୋଲି ପ୍ରଶ୍ନ ଉଠୁଛି । ଏବେ ଆଉ ଥରେ ପୋଲିସ ଏବଂ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ବାପା । ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁ ଏବଂ ଓଆଇସି ମମତା ପଣ୍ଡାଙ୍କ ଅବହେଳା ଯୋଗୁଁ ପ୍ରକୃତ ଦୋ-ଷୀ ଖସି ଯାଉଛନ୍ତି । ଏହି ଦୁହିଁଙ୍କୁ ସ-ସପେ-ଣ୍ଡ କଲେ ସବୁ ସମସ୍ଯାର ସମଧନ ହେବ ବୋଲି କହିଛନ୍ତି ମୃ-ତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ।

ଏହା ସହ ସେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ସସପେଣ୍ଡ କରାଯାଉ ବୋଲି କହିଛନ୍ତି । ପୋଲିସ ପଚରା ଉଚରା କରିବା ବାହାନାରେ ଯାଇ ବିଦ୍ୟାଭାରତୀଙ୍କ ଘରେ କୁକୁଡା ମାଂ-ସ ଖାଇ ଆସୁଛି ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା । ପ୍ରଥମରୁ ହିଁ ସେହି ଘରକୁ ସିଲ ନ କରି ଓଲଟା ଘର ଚାବି ଜଙ୍ଗଲ ବିଭାଗ ହାତରେ ଛାଡି ଦେଇ ଭୁଲ କରିଛି ପୋଲିସ । ଆଉ ତା ପରେ ନିଜେ ମଧ୍ୟ ପ୍ରମାଣ ନଷ୍ଟ କରି ବଡମୁଣ୍ଡଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ସୌମ୍ୟଙ୍କ ପରିବାର ଜାଣିବାକୁ ପାଇଥିଲେ କି ଜଙ୍ଗଲ ବିଭାଗ ମନ୍ତ୍ରୀ DFOଙ୍କ ସମ୍ପର୍କୀୟ ହେବେ ।

ସେଥିପାଇଁ DFO ଙ୍କୁ ଘଣ୍ଟ ଘୋଡାଇ ରଖିବାରେ ଚେଷ୍ଟା ଚାଲିଛି । ବିଜୁ ଜନତା ଦଳ ଓ ଓଡିଶା ସରକାରଙ୍କୁ ନ୍ୟାୟ ଦାବି କରୁଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । ତେବେ କିଏ ଯାଇ ବିଦ୍ୟାଙ୍କ ଘରେ କୁକୁଡା ମାଂ-ସ ଖାଇ ଆସୁଛନ୍ତି ସେ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।