ବାହାଘରର 22 ବର୍ଷ ପରେ Kajol କଲେ ବଡ ଖୁଲାସା, Ajay ଙ୍କ ସହିତ ମୋର ବିବାହ କରିବା ପାଇଁ ରାଜି ନଥିଲେ ବାପା, ପୁଣି ଏମିତି ହୋଇଥିଲା ସମାଧାନ

ହିନ୍ଦୀ ସିନେମାରେ ଥିବା ସଫଳତା ହାସଲ କରିଥିବା ନାମୀ ଦାମୀ କଳାକାର ଅଜୟ ଦେବଗନ ଓ କାଜଲଙ୍କର ଯୋଡି ଓ ତାଙ୍କ ମୂହ ଦେଖି ଚଳଚିତ୍ର ହିଟ ହେବା ସହିତ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି । କହିବାକୁ ତାଙ୍କ ଯୋଡି ବହୁତ ଭଲ ଲାଗେ କାରଣ ଯେଉଁ ଠାରେ ଚୂଳବୁଲି କାଜଲ ଓ ସବୁବେଳେ ମସ୍ତିରେ ବୁଡି ରହୁଥିବା ବେଳେ, କିନ୍ତୁ ଅଜୟ ଏହାର ଠିକ ବିପରୀତ ଅଜୟ ଦେବଗନ ବହୁତ କମ କଥା କହିଥାନ୍ତି ଓ ବହୁତ ଚୁପ ଚାପ ହୋଇ ରହିଥାନ୍ତି ।

ଏମିତି କହିବାକୁ ଗଲେ ଚଳଚିତ୍ର ଜଗତରେ କିଛି ନୂଆ ନୁହେଁ କାରଣ ଏହିପରି ବହୁତ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଏହିପରି ହୋଇଥାଏ । ପ୍ରଥମେ ଚଳଚିତ୍ର ଜଗତରେ ଦେଖାହୁଏ ଓ କିଛି ଦିନ ଭିତର କଥାବାର୍ତା  ଏହାପରେ ପ୍ରେମ ବନ୍ଧନ ବାନ୍ଧି ହୋଇଯାନ୍ତି ଓ ବିଭାହ କରନ୍ତି ।

କିନ୍ତୁ ଏହି ଦୁଇ ଜଣଙ୍କର କଥା ସମସ୍ତଙ୍କ ପରି ଏକା । କିନ୍ତୁ ଟିକେ ନିୟାରା ଢଙ୍ଗରେ ହୋଇଥିଲା । ଚଳଚିତ୍ରରେ ସେ କାମ କରିଲା ସମୟରେ ଭଲ ପାଇବା ଆରମ୍ଭ ହୋଇଥିଲା ଏହାର କିଛି ଦିନ ଭିତରେ ପ୍ରେମ ବଢିବାରେ ଲାଗିଲା ଓ ଦୁଇ ଜଣ ଯାକ ବିଭାହ ହୋଇଥିଲେ । ଆମେ ଆପଣଙ୍କୁ କହିରଖୁ କି ଦୁଇ ଜଣଙ୍କର ବାହାଘର ଆଜିକୁ ପ୍ରାୟ ୨୧ ବର୍ଷ ଅଧିକା ହୋଇଗଲାଣି । ସେ ୧୯୯୯ ରେ ବିଭାହ କରିଥିଲେ । କିନ୍ତୁ କାଜଲଙ୍କ ବାପା ଜମା ଖୁସି ନଥିଲେ କି ରାଜି ନଥିଲେ ।

ଏହି ଦୁଇ ଜଣଙ୍କ ବିଭାହକୁ କେବେହେଲେ ଇଛା ନଥିଲା । କାଜଲ ନିଜେ ଏକ ସ୍ଟେଜରେ କିଛି କଥା କହିବା ବେଳେ ଏହି କଥା ତାଙ୍କ ମୂହରୁ କିଛି ଏହି ବିଷୟରେ ବାହାରି ପଡିଲା । କିନ୍ତୁ ଏମିତି କହିବାକୁ ଗଲେ ଅସଲ ଜୀବନରେ ଅଜୟ ଦେବଗନ ଓ କାଜଲଙ୍କ ଯୋଡି ବହୁତ ସୁନ୍ଦର ହୋଇଥିବା ହେତୁ ସମସ୍ତେ ତାଙ୍କ ଯୋଡିକୁ ବହୁତ ଭଲପାନ୍ତି । ଯାହାକି ଲୋକେ ଚଳଚିତ୍ର ଦେଖିଲା ବେଳେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରିଥିଲେ ଓ ଏହି ଯୋଡି ଦେଖି ସମସ୍ଥେ ଖୁସି ହେବା ସହିତ ବହୁତ ଭଲ ପାଇବା ଦେଇଛନ୍ତି ।

ଦୁଇ ଜଣଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛନ୍ତି । ଯାହାର ନାମ ନ୍ୟାସା ଓ ସାନଙ୍କ ଝିଅଙ୍କ ନାମ ହେଉଛି ୟୁଗ ଅଟେ । କାଜଲ ଓ ଅଜୟ ନିଜ ବିଭାହୀତ ଜୀବନରେ ବହୁତ ଖୁସିରେ ଅଛନ୍ତି । କିନ୍ତୁ ଏମିତି ଏକ ସମୟ ଥିଲା ଯାହାକି କାଜାଲଙ୍କର ବାପା ତାଙ୍କ ବାହାଘର ଅଜୟ ଦେବଗନଙ୍କ ସହ ବିଭାହ କରିବା ପାଇଁ ରାଜି ନଥିଲେ । ତାଙ୍କ ପିତା କେବେ ହେଲେ ଚାହୁଁ ନଥିଲେ କି ତାଙ୍କ ବାହାଘର ୨୪ ବର୍ଷରୁ ବାହା ହୋଇଯାଉ ଓ ଏତେ ଛୋଟ ବଯସରୁ ବିଭା ହୁଅନ୍ତୁ ।

ଏମିତି କହିବାକୁ କାଜଲଙ୍କ ବାପା କାଜଲଙ୍କ ବାହାଘର ଅଜୟ ଦେବଗନ ସହ କରିବାକୁ କିଛି ଆପତି ନଥିଲା କିନ୍ତୁ ସେ କେବେ ଚାହୁନଥିଲେ ସେ ଏତେ ଜଲ୍ଦି ବାହା ହୋଇଯାନ୍ତୁ । ତାଙ୍କ ବାପାଙ୍କର ଇଛା ଥିଲା କି ସେ ଆଉ କିଛି ଦିନ ଚଳଚିତ୍ର ଜଗତରେ କାମ କରନ୍ତୁ । କିନ୍ତୁ ତାଙ୍କ ମା ସେହି ସମୟରେ ବହୁତ ଫେମସ ଅଭିନେତ୍ରୀ ତନୁଜା ଏହି କଥାରେ ତାଙ୍କ ଝିଅଙ୍କ ସହମତିରେ ଥିଲେ ।

ଏଥିରେ ତାଙ୍କର କୌଣସି ଅସୁବିଧା ନଥିଲା । କାଜଲ ଏକ ସ୍ଟେଜ ରେ କହିଲେ ସେହି ସମୟରେ ତାଙ୍କ ମା କହିଲେ ତୁ କେବଳ ତୋର ଆତ୍ମାର କଥା ଶୁଣେ । ସେହି ସମୟରେ ଅଜୟ ଓ କାଜଲ ଦୁଇଜଣଙ୍କ ପ୍ରେମ ବଢୁଥିଲା । ଏହାପରେ କିଛି ଦିନ ଭିତରେ ଦୁହିଁଙ୍କର ବିଭାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ