ଯଦି ଆପଣ ପହଁରିବା ଜାଣି ନାହାନ୍ତି ତ ପହଁରନ୍ତୁ ଏହି ସମୁଦ୍ରରେ, ବୁଡିବେ ନାହିଁ ଆପଣ… ଦେଖନ୍ତୁ ଭିଡିଓ !

ସମସ୍ତେ ସମୁଦ୍ରରେ ଓ ନଦୀରେ ପହଁରିବା ପାଇଁ ଇଚ୍ଛା କରିଥାନ୍ତି । ଏଥିପାଇଁ ପହଁରା ଜାଣିଥିବା ଦରକାର । କିନ୍ତୁ କିଛି ଲୋକମାନଙ୍କୁ ପହଁରା ଆସେ ନାହିଁ ସେଥିପାଇଁ ସେମାନେ ନଦୀରୁ ଦୂରେଇ ରୁହନ୍ତି । ସମସ୍ତେ ଚାହାନ୍ତି କି ସେମାନେ ସମୁଦ୍ରରେ ଓ ନଦୀରେ ପହଁରି ଆନନ୍ଦ ନେବେ, କିନ୍ତୁ ଏହା ତ ଅସମ୍ଭବ ।

ଏହି ସମୁଦ୍ରରେ ବୁଡିବେ ନାହିଁ କୌଣସି ବି ବ୍ୟକ୍ତି :

ଯଦି ଆପଣଙ୍କୁ ପହଁରା ଆସେ ନାହିଁ ଓ ଆପଣ ପହଁରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଜି ଆମେ ଆପଣଙ୍କୁ ଏକ ଏମିତି ସମୁଦ୍ର ବିଷୟରେ କହିବାକୁ ଯାଉଛୁ, ଯେଉଁଠି କେହି ବି ବୁଡି ନ ଥାନ୍ତି । ଯଦି ଆପଣଙ୍କୁ ପହଁରା ଆସେ ନାହିଁ ତେବେ ଆପଣ ବି ଏହି ସମୁଦ୍ରରେ ସହଜରେ ପହଁରି ପାରିବେ । କାରଣ ଆଜି ପର୍ଯ୍ୟନ୍ତ ଏହି ସମୁଦ୍ରରେ କେହି ବି ବୁଡି ନାହାନ୍ତି ।

ଡେଡ ସୀ ନାମରେ ଜଣା ଯାଆନ୍ତି ସମୁଦ୍ରକୁ :

ଆପଣମାନେ ଜାଣିଛନ୍ତି କି ଏହି ପୃଥିବୀରେ ଏମିତି ବହୁତ ସ୍ଥାନ ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଆମେ ଯେଉଁ ସମୁଦ୍ର ବିଷୟରେ କହୁଛୁ, ତାହାକୁ ଡେଡ ସି ନାମରେ ଜଣା ଯାଇଥାଏ । ଆପଣ ଏହାର ନାମ ଶୁଣି ଭୟ କରନ୍ତୁ ନାହିଁ, ଏହାର ନାମ ଡେଡ ସି ଏଥିପାଇଁ ର ଅଖାଯାଇ ନାହିଁ କି ଏଥିରେ ଲୋକମାନେ ବୁଡି ମରି ଯାଆନ୍ତି । ଓଲଟା ଏଥିପାଇଁ ଏଥିପାଇଁ ରଖାଯାଇଛି କି ଏହି ସମୁଦ୍ରର ଘନତ୍ଵ ବହୁତ ଅଧିକ ଅଟେ, ଏହି କାରଣରୁ ଏଥିରେ କେହି ବି ବିନା ଲାଇଫ ଜ୍ୟାକେଟରେ ବି ପହଁରି ପାରିବେ ।

ଏହି ସମୁଦ୍ରରେ ପହଁରିବା ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ଲାଭଦାୟକ :

ଆପଣଙ୍କୁ କହିଦେଉଛୁ କି ଏହି ସମୁଦ୍ର ଜର୍ଡନ ଓ ଇଜରାଇଲ ମଧ୍ୟରେ ଅବସ୍ଥିତ । ଏହି ସମୁଦ୍ରରେ ଲୁଣ ଏତେ ଅଧିକ ଅଛି କି ଏଥିରେ କୌଣସି ଗଛ କିମ୍ବା ସି ଆନିମଲ୍ସ ନାହାଁନ୍ତି । ଏହି ସମୁଦ୍ରରେ ମାନବ ସ୍ୱାସ୍ଥ୍ୟ ହିସାବରେ କିଛି ଏମିତି ମିନେରାଲ ମିଳିଥାଏ ଯାହା ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି କୁହାଯାଇଛି ।

ସ୍ଥାନୀୟ ଲୋକମାନଙ୍କର ମାନିବା ଅଟେ କି ଏହି ସମୁଦ୍ରରେ ସ୍ନାନ କରିବା ଦ୍ଵାରା ଅନେକ ରୋଗ ମନକୁ ମନ ଠିକ ହୋଇଯାଏ । ଏହି କାରଣରୁ ଏହି ସମୁଦ୍ରରେ ସବୁବେଳେ ଲୋକମାନେ ପହଁରିବାର ନଜର ଆସିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।