ଝିଅଟି ପାଖରେ ଥିଲା କେବଳ ୨ ଦିନର ଜୀବନ, ପ୍ରେମିକ ଏମିତି ପୁରା କରିଲା ପ୍ରେମିକାର ଶେଷ ଇଛା, କାନ୍ଦିଲା ପୁରା ହସ୍ପିଟାଲ

କହିବାକୁ ଗଲେ ଏହି ଦୁନିଆରେ ପ୍ରେମ କାହାଣୀ ବହୁତ ଶୁଣିବାକୁ ମିଳିଥାଏ । କିନ୍ତୁ ଆଜି ଆମେ ଯେଉଁ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ତାକୁ ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ । କାହାଣୀ ଆରମ୍ଭ କରିବା ପୂର୍ବରୁ କହିଦେଉଛୁ କି ଏହି କାହାଣୀରେ ଝିଅଟିର ବୟସ ମାତ୍ର ୧୯ ବର୍ଷ ଅଟେ ଓ ତାହାର ନାମ ଲିଂଡିୟା ଥିଲା । ଯାହାର କିଡନୀରେ କ୍ୟାନ୍ସର ଥିଲା ।

ଏତଦ ବ୍ୟତିତ ଲିଂଡିୟା ମାତ୍ର ଦୁଇ ଚାରି ଦିନର ହିଁ ଅତିଥି ଥିଲା । କିନ୍ତୁ କହିଦେଉଛୁ କି ଲିଂଡିୟାର ଏକ ବହୁତ ଭଲ ବନ୍ଧୁ ଥିଲା । ଯାହାର ନାମ ଜୋଶୁଆ ଅଟେ । ଡାକ୍ତରମାନଙ୍କ ମୁହଁରୁ ଯେତେବେଳେ ଜୋଶୁଆ ଶୁଣିଲା କି ସେ ମାତ୍ର ଆଉ କିଛି ଦିନର ହିଁ ଅତିଥି ଅଟେ, ତେବେ ଜୋଶୁଆ ସେହି ହସ୍ପିଟାଲରେ ହିଁ ଲିଂଡିୟାକୁ ବିବାହ କରିବା ପାଇଁ ପ୍ରପୋଜାଲ ଲିଂଡିୟା ଓ ତାହାର ପରିବାର ଲୋକମାନଙ୍କୁ ଦେଲା । କହିବାକୁ ଗଲେ ଲିଂଡିୟା ବି ଏହି ମୂହୁର୍ତ୍ତକୁ ବହୁତ ଦିନ ହେବ ଅପେକ୍ଷା କରିଥିଲା ।

ଆପଣଙ୍କୁ କହିଦେଉଛୁ କି ଲିଂଡିୟାର ଶେଷ ଇଛା ଏହା ହିଁ ଥିଲା କି ସେ ଜୋଶୁଆକୁ ବିବାହ କରିବ । ଏହା ପରେ ଜୋଶୁଆର ପ୍ରପୋଜାଲ ଶୁଣିବା ପରେ ଲିଂଡିୟା ସଙ୍ଗେ ସଙ୍ଗେ ହଁ ମାରିଦେଲା । ତା ପରେ ଏହି ଦୁଇ ଜଣଙ୍କର ବିବାହ ବହୁତ ଧୁମଧାମରେ ହସ୍ପିଟାଲରେ ପାଳନ କରାଗଲା । ଏହା ପରେ ଦୁଇ ଜଣ ବିବାହ ପରେ ପରସ୍ପରକୁ କିସ ବି କରିଲେ ।

ଆପଣଙ୍କୁ କହିଦେଉଛୁ କି ଲିଂଡିୟା ଓ ଜୋଶୁଆର ଦେଖା ସାକ୍ଷାତ ମାତ୍ର ଏକ ବର୍ଷ ହେବ ହୋଇଥିଲା କିନ୍ତୁ ଏହା ମଧ୍ୟରେ ସେମାନେ ବହୁତ ଭଲ ବନ୍ଧୁ ହୋଇ ଯାଇଥିଲେ ।

କହିଦେଉଛୁ କି ଲିଂଡିୟା ନିଜର ବିବାହକୁ ନେଇ ବହୁତ ସ୍ଵପ୍ନ ଦେଖିଥିଲା । ଯାହାକୁ ବର୍ତ୍ତମାନ ଜୋଶୁଆ ପୁରା କରି ଦେଇଛି । କହିବାକୁ ଗଲେ ଜୋଶୁଆ ଲିଂଡିୟାକୁ ଖୁସି କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବାହାଘରର ଠିକ ଦୁଇ ଦିନ ପରେ ଠିକ ଭ୍ୟାଲେଣ୍ଟାଇନ ଡେ ଦିନ ହିଁ ଲିଂଡିୟା ନିଜ ସ୍ଵାମୀ, ପିତା, ମାତା ଓ ଏହି ଦୁନିଆକୁ ଅଲବିଦା କହିଦେଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।