ବହୁତ ହିଁ ଅଧିକ ସୁନ୍ଦର ଅଟନ୍ତି South ର ଏହି 12 ଜଣ ସୁପର ଷ୍ଟାର ଙ୍କ ସ୍ତ୍ରୀ, Ravi Teja ଙ୍କ ସ୍ତ୍ରୀ ଲାଗନ୍ତି ପୁରା ସ୍ଵର୍ଗର ଅପ୍ସରା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ମାନଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି, ‘ନ୍ୟାନି’ । ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ଅଞ୍ଜନା ୟେଲଭର୍ତ୍ତି’ ଅଟେ । ଏହି ଯୋଡ଼ି ଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା ।

୨. ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି, ‘ଧନୁଷ’ । ତାଙ୍କ ପତ୍ନୀ ଙ୍କ ନାମ ‘ଐଶ୍ଚର୍ଯ୍ୟା ଆର. ଧନୁଷ’ ଅଟେ । କହିବାକୁ ଚାହିଁବୁ ଯେ, ସେ ସାଉଥ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଙ୍କ ଝିଅ ଅଟନ୍ତି । ଏହି ଯୋଡ଼ିଙ୍କ ବିବାହ ୨୦୦୪ ମସିହାରେ ହୋଇଥିଲା ।

୩. ତୃତୀୟ ଅଭିନେତା ଜଣକ ହେଉଛନ୍ତି, ‘ବିକ୍ରମ’ । ସେ ୧୯୯୨ ମସିହାରେ ‘ସୈଲେଜା ବାଲାକୃଷ୍ନନ’ ଙ୍କୁ ବିବାହ କରିଥିଲେ ।

୪. ଚତୁର୍ଥ ଅଭିନେତା ଜଣକ ହେଉଛନ୍ତି, ‘ରବି ତେଜା’ । ସେ ୨୦୦୨ ମସିହାରେ ବିବାହ କରିଥିଲେ ଏବଂ ତାଙ୍କ ପତ୍ନୀ ଙ୍କ ନାମ ‘କଲ୍ୟାଣି ତେଜା’ ଅଟେ ।

 

୫. ପଞ୍ଚମ ଅଭିନେତା ଜଣକ ହେଉଛନ୍ତି, ‘ବିଜୟ’ । ଏହି ଅଭିନେତା ୧୯୯୯ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ଙ୍କ ନାମ ‘ସଂଗୀତା ସୋର୍ନଲିଙ୍ଗମ’ ଅଟେ । ସେ ବହୁତ ସୁନ୍ଦର ଦେଖା ଯାଆନ୍ତି ।

୬. ଷଷ୍ଠ ଅଭିନେତା ଜଣକ ହେଉଛନ୍ତି, ‘ପ୍ରଭାସ’ । ଏହି ଅଭିନେତା ଙ୍କ ବିବାହ ସମ୍ବନ୍ଧରେ କୌଣସି ତଥ୍ୟ ମିଳିନାହିଁ । ତାଙ୍କ ପତ୍ନୀ ଙ୍କ ନାମ ‘ଶିବା କୁମାରୀ’ ଅଟେ ।

୭. ସପ୍ତମ ଅଭିନେତା ଜଣକ ହେଉଛନ୍ତି ‘ନାଗା ଚୈତନ୍ୟ’ । ତାଙ୍କ ପତ୍ନୀ ଙ୍କ ନାମ ହେଉଛି, ‘ସାମନ୍ଥା ଅକିନେନି’ । ଏହି ଯୋଡି ୨୦୧୭ ମସିହାରେ ବିବାହ କରିଥିଲେ ।

୮. ଅଷ୍ଟମ ଅଭିନେତା ଜଣକ ହେଉଛନ୍ତି, ‘ସୂର୍ଯ୍ୟା’ । ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ଜ୍ୟୋତିକା’ ଅଟେ । ସେ ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । ଏହି ଯୋଡି ୨୦୦୬ ମସିହାରେ ବିବାହ କରିଥିଲେ ।

୯. ନବମ ଅଭିନେତା ଜଣକ ହେଉଛନ୍ତି, ‘ରାମ ଚରଣ’ । ତାଙ୍କ ପତ୍ନୀ ଙ୍କ ନାମ ‘ଉପାସନା କାମିନେନି’ ଅଟେ । ଏହି ଯୋଡ଼ି ୨୦୧୨ ମସିହାରେ ବିବାହ କରିଥିଲେ ।

୧୦. ଦଶମ ଅଭିନେତା ଜଣକ ହେଉଛନ୍ତି, ‘ମହେଶ ବାବୁ’ । ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ନମ୍ରତା ସିରୋଦକର’ ଅଟେ । ଏହି ଯୋଡି ବେଶ ଲୋକପ୍ରିୟ ଯୋଡ଼ି ଅଟେ ।

୧୧. ଏକାଦଶ ଅଭିନେତା ଜଣକ ହେଉଛନ୍ତି, ‘ଅଲ୍ଲୁ ଅର୍ଜୁନ’ । ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ସ୍ନେହା ରେଡ୍ଡୀ’ ଅଟେ । ଏହି ଯୋଡ଼ି ୨୦୧୧ ମସିହାରେ ବିବାହ କରିଥିଲେ । ଏହି ଯୋଡ଼ିଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ପ୍ରାୟ ମାତ୍ରାରେ ଭାଇରାଲ ହୋଇଥିଲା ।

୧୨. ଦ୍ଵାଦଶ ଅଭିନେତା ଜଣକ ହେଉଛନ୍ତି, ‘ଏନ.ଟି.ଆର’ । ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ଲକ୍ଷ୍ମୀ ପ୍ରାଣଥି’ ଅଟେ । ଏହି ଯୋଡ଼ିଙ୍କ ବିବାହ ୨୦୧୧ ମସିହାରେ ହୋଇଥିଲା । ଏହି ଅଭିନେତା ବହୁତ ହିଁ ସଫଳ ଅଭିନେତା ଅଟନ୍ତି । ଏହି ଯୋଡ଼ି ଏକାଠି ବହୁତ ସୁନ୍ଦର ଦେଖା ଯାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।