ଦେଖନ୍ତୁ ଭିଡିଓ – ଯେତେବେଳେ ଘରେ ପସିଲା ବନ୍ୟା ପାଣି ତ ଶାଢୀରେ ସ୍ୱୀମିଂଗ କରିବାକୁ ଲାଗିଲେ ଏହି ଭଉଣୀ, କିଛି ଏମିତି ଥିଲା ଦ୍ରୁଶ୍ଯ

କହିବାକୁ ଗଲେ ଶ୍ରାବଣ ମାସ ଶେଷ ହୋଇଗଲାଣି କିନ୍ତୁ ଭାରତରେ ବର୍ଷା ଲାଗି ରହିଛି । ଖାସକରି ଉତ୍ତର ଭାରତ ଓ ମହାରଷ୍ଟ୍ରରେ ବର୍ଷା ଭୟଙ୍କର ରୂପରେ ଲାଗି ରହିଛି । ସାଧାରଣ ଲୋକମାନେ ବି ଏହି କାରଣରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କହିବାକୁ ଗଲେ ଗତ କିଛି ଦିନ ତଳେ ଉତ୍ତର ପ୍ରଦେଶ ର ଇଲାହାବାଦରେ ପ୍ରବଳ ବର୍ଷ ହୋଇଥିଲା । ଏହା ମଧ୍ୟରେ ଏଠିକାର ଏକ ଭିଡିଓରେ ଆପଣ ଦେଖି ପାରିବେ କି ପ୍ରବଳ ବର୍ଷା କାରଣରୁ ଏକ ଦମ୍ପତି ଘରେ ପସିଥିବା ପାଣିରେ ସ୍ୱୀମିଂଗ କରୁଛନ୍ତି ।

ଘରେ ବନ୍ୟା ପଣି ପସିଲା ତ ଶାଢୀରେ ସ୍ୱୀମିଂଗ କରିବାକୁ ଲାଗିଲେ ମହିଳା

ସଂଗମ ନଗରି କୁହାଯାଉଥିବା ପ୍ରୟାଗରାଜରେ ଆଜିକାଲି ବନ୍ୟା ଆସି ଯାଇଛି ଓ ଯେଉଁ କାରଣରୁ ଲୋକମାନଙ୍କ ଜୀବନ ବହୁତ ଅଧିକ ଅସ୍ତ – ବ୍ୟସ୍ତ ହୋଇ ଯାଇଛି । ବନ୍ୟାର ପାଣି ଲୋକମାନଙ୍କର ଘରେ ପସି ଯାଇଛି ଓ ଲୋକମାନେ ଏହି କାରଣରୁ ଆହୁରି ଚିନ୍ତିତ ଅଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ଅଦ୍ଭୁତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କହିବାକୁ ଗଲେ ପ୍ରୟାଗରାଜରେ ଏକ ଘରେ ପାଣି ପସି ଯାଇଥିଲା ତେବେ ଏକ ଦମ୍ପତି ଚିନ୍ତିତ ହେବା ପରିବର୍ତ୍ତେ ତାହର ମଜା ନେବାକୁ ଲାଗିଲେ । ସ୍ଵାମୀ ଜଣକ ପତ୍ନୀକୁ ସିଢି ଧରିବା ପାଇଁ କହିଲେ ଓ ଏହା ପରେ ପତ୍ନୀକୁ ଗୋଡ ମାରି ପହଁରିବାର ପ୍ରୈକ୍ଟିସ କରିବା ପାଇଁ କହିଲେ ଓ ପତ୍ନୀଜଣକ ବି ଏହିଭଳି କରୁଛି ।

ଅନ୍ୟ ପଟେ ଅନ୍ୟ ଏକ ଭିଡିଓରେ ସ୍ଵାମୀ ସ୍ତ୍ରୀ ବନ୍ୟା ପାଣିରେ ବୁଡ ମାରୁଛନ୍ତି । ସେମାନଙ୍କର ମାନିବା ଅଟେ କି ଏହା ଗଙ୍ଗା – ଯମୁନାର ସଂଗମ ଅଟେ ।

ଏହିଭଳି ଭାବରେ ଏନଜୟ କରୁଥିବା ଏହି ଦୁଇଟି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଅଛି । ଏହା କେଉଁ ଅଞ୍ଚଳରେ ଅଟେ ତାହା ଜାଣିବା କଷ୍ଟକର ଅଟେ । କିନ୍ତୁ ୧.୫ ମିନିଟର ଏହି ଭିଡିଓ ଲୋକମାନଙ୍କୁ ହସିବାରେ ସାହାର୍ଯ୍ୟ କରୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।