ଏହି 8 ଟି ସହଜ ଘରୋଇ ଉପାୟ, ଦିମାଗ କୁ ଏତେ ତେଜ କରିଦେବ କି କମ୍ପ୍ୟୁଟର ପରି କାମ କରିବ ଦିମାଗ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମସ୍ତିଷ୍କ ତେଜ ଏବଂ ଠିକ ରହିବା ପାଇଁ ବହୁତ ସାରା ନ୍ୟୁଟ୍ରିସନ ଦରକାର ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଆଠ ଟି ଘରୋଇ ଉପାୟ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ତେଜ ଏବଂ ତୀକ୍ଷ୍ଣ ହୋଇଯିବ। ପ୍ରଥମେ କଖାରୁ ର ମଞ୍ଜି । ଆମେମାନେ ତ କଖାରୁ କୁ ବହୁତ ଭାବରେ ଖାଇଥାଉ ଏବଂ ତା ମଞ୍ଜି କୁ ମଧ୍ୟ ମିଠା ଜିନିଷରେ ଖାଇଥାଉ । ତେବେ ଆପଣ କଖାରୁ ମଞ୍ଜି କୁ ପ୍ରତିଦିନ ଖାଆନ୍ତୁ । ଏହା ଆପଣଙ୍କ ର ସ୍ମରଣ ଶକ୍ତି କୁ ବଢ଼ିବାରେ ସାହାଯ୍ୟ କରିଥାଏ ।

ଏହା ମସ୍ତିଷ୍କ କୁ ତେଜ ଏବଂ ତୀକ୍ଷ୍ଣ କରିଥାଏ । ଆପଣ କଖାରୁ ମଞ୍ଜି କୁ ଛୁଆ ମାନଙ୍କୁ ବି ଖାଇବାକୁ ଦେଇପାରିବେ । ଏହାଦ୍ବାରା ଆପଣଙ୍କ ଛୁଆ ର ମସ୍ତିଷ୍କ ର ବହୁତ ଉନ୍ନତି ହୋଇଥାଏ । ଡାର୍କ ଚକଲେଟ । ଆପଣ ମାନଙ୍କ ପାଇଁ ଖୁସି ର କଥା କି ଆପଣ ଯେଉଁ ଡାର୍କ ଚକଲେଟ ଖାଉଛନ୍ତି ସେହି ଡାର୍କ ଚକଲେଟ ଆପଣଙ୍କ ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ ।

ଏଥିରେ ବହୁତ ପରିମାଣରେ ନ୍ୟୁଟ୍ରିସନ ଏବଂ ଇମ୍ୟୁନିଟି ଭରି ରହିଥାଏ। ଏହା ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ଏହା ରକ୍ତ କୁ ସଫା କରି ଦେଇଥାଏ । କ୍ୟାନସର ରୋଗ କୁ ମଧ୍ୟ ଏହା ନିୟନ୍ତ୍ରଣ କରିପାରିଥାଏ।

ବ୍ରୋକଲି ଏହିଥିରେ ବହୁତ ପରିମାଣରେ ନ୍ୟୁଟ୍ରିସନ , ଭିଟାମିନ , ଆଦି ଭରି ରହିଥାଏ । କୁହାଯାଏ କି ବ୍ରୋକଲି ଖାଇବା ଦ୍ବାରା ଏହା ମସ୍ତିଷ୍କ କୁ ତୀବ୍ର କରିଥାଏ ଏବଂ ଭାବିବା ଶକ୍ତି ବଢ଼ାଇ ଥାଏ । ବ୍ରୋକଲି ମସ୍ତିଷ୍କ ପାଇଁ ବହୁତ ଭଲ ହୋଇଥାଏ ।

ବାଦାମ । ଆପଣ ଶୁଣିଥିବେ ସମସ୍ତେ କୁହନ୍ତି ବାଦାମ ଖାଅ ଏବଂ ସ୍ମରଣ ଶକ୍ତି ବଢାଓ । ଆଜ୍ଞା ହଁ ଆପଣ ପ୍ରତିଦିନ ଚାରୋଟି ବାଦାମ ଖାଇବା ଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ବଢ଼ିଥାଏ । ଆପଣ ଚାରୋଟି ବାଦାମ କୁ ରାତିରେ ପାଣି ରେ ବତୁରେଇ ସକାଳେ ଖାଇବା ଦ୍ବାରା ଆପଣଙ୍କ ସ୍ମରଣ ଶକ୍ତି ଖୁବ ବଢ଼ିଥାଏ। ଆପଣ ସବୁବେଳେ ଅଖରୋଟ ଖାଆନ୍ତୁ । ଏହା ଆପଣଙ୍କ ସ୍ମରଣ ଶକ୍ତି କୁ ବୃଦ୍ଧି କରିବା ସହ ମସ୍ତିଷ୍କ ର ବହୁତ ପ୍ରକାର ଉପକାର ମଧ୍ୟ କରିଥାଏ । ତେଣୁ ଆପଣ ସବୁବେଳେ ଅଖରୋଟ ଖାଆନ୍ତୁ ।

ଗ୍ରୀନ ଟି ଏହା ମଧ୍ୟ ମସ୍ତିଷ୍କ ପାଇଁ ବହୁତ ଉପକାରୀ ହୋଇଥାଏ। ଏହାକୁ ଦିନକୁ ଦୁଇ ରୁ ତିନିଥର ପିଇବା ଦ୍ୱାରା ସ୍ମରଣ ଶକ୍ତି ର ବୃଦ୍ଧି ହୋଇଥାଏ ଏବଂ ମସ୍ତିଷ୍କ ବହୁତ ତେଜ ହୋଇଥାଏ। ଏହା ଆପଣଙ୍କୁ ଦିନ ସାରା ଆକ୍ଟିଭ ରଖିଥାଏ। ଆପଣଙ୍କୁ ଭଲ ନିଦ ହୋଇଥାଏ ମଧ୍ୟ। ଯେତେବେଳେ ଏହି ସବୁ ଜିନିଷ ଠିକ ରହିବ ସେତେବେଳେ ଆପଣଙ୍କ ମସ୍ତିଷ୍କ ବହୁତ କାମ କରିବ। ଡାଳୀମ୍ବ ଏହା ଆପଣଙ୍କ ରକ୍ତ ବଢାଇବା ସହ ମସ୍ତିଷ୍କ ପାଇଁ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ। ଏହା ଆପଣଙ୍କ ର ରକ୍ତ ସଞ୍ଚାଳନ କୁ ଠିକ ରୂପରେ କରିପାରିବ।

ଲିଚୁ, କଳା କୋଳି ଆଦି ସବୁ ଜିନିଷ ଯାହାକୁ ଆପଣ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ମସ୍ତିଷ୍କ କୁ ବହୁତ ତୀବ୍ର କରିଥାଏ। ଆପଣ ଏହାକୁ ଛୋଟ ପିଲାମାନଙ୍କୁ ମଧ୍ୟ ଦେଇପାରିବେ। ଏହା ଖାଇବା ଦ୍ବାରା ଆପଣଙ୍କ ମସ୍ତିଷ୍କ ର ଅନେକ ପ୍ରକାର ଫାଇଦା ହୋଇଥାଏ। ତେଣୁ ଆପଣ ଯଦି ଏହି ଆଠଟି ଜିନିଷ କୁ ପ୍ରତିଦିନ ବ୍ୟବହାର କରିବେ ତେବେ ଆପଣଙ୍କ ମସ୍ତିଷ୍କ ର ବହୁତ ତେଜ ଉନ୍ନତି ହେବ। ଆପଣଙ୍କ ସ୍ମରଣ ଶକ୍ତି ବହୁତ ବଢିଯିବ। ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।