ଚେହେରା ହେଇଥାଉ ଯେତେ କଳା, ବାସ ଗୋଟେ ସପ୍ତାହରେ ହେଇଯିବ ଗୋରା, ବାସ ଏମିତି କରନ୍ତୁ ଏହାର ବ୍ୟବହାର

ଗୋରା ରଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ସମସ୍ତେ ଚାହାନ୍ତି ନିଜ ଚେହେରାକୁ କ୍ଷୀର ଭଳି ଗୋରା କରିବା ପାଇଁ । ଏଥିପାଇଁ ଲୋକମାନେ ମାର୍କେଟରୁ ମହଙ୍ଗା ମହଙ୍ଗା ଫେସ ପ୍ୟାକ ଓ କ୍ରିମ ବ୍ୟବହାର କରିଥାନ୍ତି । ଏ ସବୁ କରି ମଧ୍ୟ ତାଙ୍କୁ ଗୋରା ରଙ୍ଗ ମିଳିପାରେ ନାହିଁ । ଯାହାଫଳରେ ଲୋକମାନେ ନିରାଶ ହୋଇଯାନ୍ତି । ବଜାରରେ ମିଳୁଥିବା କସମେଟିକ୍ସ ଆପଣଙ୍କୁ କିଛି ସମୟ ପାଇଁ ଗୋରା କରିଥାଏ କିନ୍ତୁ ସବୁ ଦିନ ପାଇଁ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରି ସବୁଦିନ ପାଇଁ ଗୋରା ଚେହେରା ପାଇ ପାରିବେ ।


ସର୍ବପ୍ରଥମେ ଆପଣ ଗୋରା ଚେହେରା ପାଇବା ପାଇଁ ଘରୋଇ ଉପାୟକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରି ଆପଣ ଗୋରା ହୋଇପାରିବେ ଓ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ନଥାଏ, ଯାହା ଦ୍ଵାରା ଆପଣଙ୍କ ଚେହେରାର କୌଣସି କ୍ଷତି ହେବନାହିଁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ।


ମାଣ୍ଡିଆର ଚୂନାରେ କ୍ୟାଲସିୟମ, ପ୍ରୋଟିନ, ଟ୍ରିପ୍ଟୋଫନ, ଆଇରନ, ମିଥିୟୋନିନ୍, ରେସେ ଓ ଲୋସିଥିନ ପରି ପୌଷ୍ଟିକ ତତ୍ଵ ରହିଥାଏ । ଏହା ଚେହେରାକୁ ପୋଷଣ ଦେବାରେ ସହାୟତା କରିଥାଏ, ମାଣ୍ଡିଆର ଚୂନାରେ ଆଣ୍ଟିଏଞ୍ଜିଙ୍ଗ ତତ୍ଵ ରହିଥାଏ । ଏହାର ପ୍ରୟୋଗରେ ଚେହେରା ସବୁଦିନ ପାଇଁ ଉଜ୍ଵଳ ହୋଇଯାଏ  ।


ମାଣ୍ଡିଆର ଚୂନା ଓ ଗୋଲାପ ଜଳର ଫେସପ୍ୟାକ ତିଆରି କରି ମୁହଁରେ ଲଗାଇଲେ ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବ । ଏଥିରେ ଥିବା ଏମିନୋ ଏସିଡ ସ୍କିନର ଟିସୁ ଗୁଡିକୁ ହେଲଦି ରଖିଥାଏ । ସ୍କିନକୁ ଗୋରା କରିବା ପାଇଁ ଏକ କପ ମାଣ୍ଡିଆର ଚୂନା, ଅଧା କପ ଓଟ୍ସ ସହ କ୍ଷୀରକୁ ମିକ୍ସ କରିଦିଅନ୍ତୁ ଓ ଏହାକୁ ଚେହେରା ସହ ହାତ ଓ ଗୋଡରେ ଲଗାନ୍ତୁ । ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ପରେ ଏହାକୁ ହାତରେ ମସାଜ କରି ଛଡାନ୍ତୁ । ଏହି ପ୍ରକ୍ରିୟା ସପ୍ତାହକୁ ୨ ଥର କରିଲେ ଆପଣଙ୍କର ଚେହେରାର ରଙ୍ଗ ବଦଳିଯିବ ।


ମାଣ୍ଡିଆର ଚୂନାରେ ଭିଟାମିନ D ମଧ୍ୟ ରହିଥାଏ ଯାହା ଚେହେରା ପାଇଁ ବହୁତ ଉପଯୋଗୀ ଅଟେ । ଏହାକୁ ଚେହେରାରେ ଲଗାଇଲେ ମୁହଁର କଳାପଣ, ଦାଗ ଓ ବ୍ରଣ ଆଦି ସମସ୍ୟାକୁ ଦୁର କରାଯାଇ ପାରିବ ।