ବାହୁବଳି ଫିଲ୍ମର କଟପ୍ପାଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର, ଦେଖି ଆଶ୍ଚର୍ଯ୍ୟ ହେଇଯିବେ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସବୁ ଫିଲ୍ମ ବହୁତ ଦମଦାର ହୋଇଥାଏ । ସାଉଥ ଫିଲ୍ମରେ କିଛି ଏହିଭଳି ଫିଲ୍ମ ନିର୍ମାଣ କରା ଯାଇଛି ଯାହା ବିଷୟରେ ଆମେ କେବେ କଳ୍ପନା ବି କରି ପାରିବୁ ନାହିଁ । ବାହୁବଳି ସେହି ଫିଲ୍ମ ମଧ୍ୟରୁ ଗୋଟିଏ ଅଟେ । ଫିଲ୍ମ ବାହୁବଳି ଯେତିକି ନାମ ଓ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଆୟ କରିଛି ସେତିକି ଅନ୍ୟ କୌଣସି ଫିଲ୍ମ କରି ନାହିଁ । ବାହୁବଳି ଫିଲ୍ମର ନାମ ଇତିହାସର ଦର୍ଜ ହୋଇ ଯାଇଛି ।

ଏହି ଫିଲ୍ମ ଏମିତି ହିଁ ସୁପରହିଟ ହୋଇ ନ ଥିଲା । ଏହାକୁ ସୁପରହିଟ କରିବା ପାଇଁ ଫିଲ୍ମର କଳାକାରମାନେ ବହୁତ ପରିଶ୍ରମ ବି କରିଥିଲେ ।

କିନ୍ତୁ ଏହି ଫିଲ୍ମରେ ଯେଉଁ କିରଦାର ଚର୍ଚା ସବୁଠୁ ଅଧିକ ହୋଇଥିଲା ସେ ହେଉଛନ୍ତି କଟପ୍ପା । ବାହୁବଳି ପ୍ରଥମ ପାର୍ଟ ରିଲିଜ ହେବା ପରେ ସମସ୍ତେ ଜାଣିବାକୁ ଚାହିଁଥିଲେ କି କାହିଁକି କଟପ୍ପା ବାହୁବଳିଙ୍କୁ ହତ୍ୟା କରିଲେ । ଏହି ଚର୍ଚା ପୁରା ଦୁନିଆରେ ଚାଲି ଥିଲା ।

ଯାହା ଦ୍ଵାରା କଟପ୍ପାର କିରଦାର ପୁରା ଦୁନିଆରେ ଫେମସ ହୋଇଗଲା । କିନ୍ତୁ ଆଜି ଆମେ ଆପଣଙ୍କୁ କଟପ୍ପାଙ୍କ ବିଷୟରେ ନୁହେଁ ଅଥବା ତାଙ୍କର ସୁନ୍ଦର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ । ବାହୁବଳିରେ ଯେଉଁ ଅଭିନେତା କଟପ୍ପାର କିରଦାର କରିଥିଲେ ତାଙ୍କର ନାମ ସତ୍ୟରାଜ ଅଟେ । ବହୁବଳି ଫିଲ୍ମରେ ଯେତିକି ଭୟଙ୍କର କଟପ୍ପା ଅଟନ୍ତି ସେତିକି ହିଁ ତାଙ୍କର ଝିଅ ସୁନ୍ଦର ଅଟନ୍ତି । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି କଟପ୍ପାଙ୍କ ଝିଅ ଓ ଅସଲ ଜୀବନରେ ସେ କଣ କରନ୍ତି ।

ଆପଣଙ୍କୁ କହିଦେଉଛୁ କି ବାହୁବଳିରେ କଟପ୍ପାଙ୍କ କିରଦାର କରୁଥିବା ଅଭିନେତା ସତ୍ୟରାଜଙ୍କ ଝିଅଙ୍କ ନାମ ଦିବ୍ୟା ଅଟେ । ଦିବ୍ୟା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେ ନିଜକୁ ଏହି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରଖନ୍ତି । ଦିବ୍ୟା ଜଣେ ନ୍ୟୁଟ୍ରୀଶିୟାନିସ୍ଟ ଅଟନ୍ତି ଓ ତାଙ୍କୁ ଏହି କାମ ବହୁତ ଭଲ ଲାଗେ । ଫିଲ୍ମ ଦୁନିଆରେ କାମ କରିବା ପାଇଁ ଦିବ୍ୟାଙ୍କ ପାଖରେ ସବୁ କିଛି ଅଛି ଯାହା ଏକ ଅଭିନେତ୍ରୀକୁ ଦରକାର ।

କିନ୍ତୁ ତଥାପି ଦିବ୍ୟା ଏହି ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିବାକୁ ଚାହାନ୍ତି । ସେ ଲାଇମ ଲାଇଟରୁ ସବୁବେଳେ ଦୂରେଇ ରୁହନ୍ତି । ଏହି କାରଣ ଅଟେ କି ଲୋକମାନେ ତାଙ୍କ ବିଷୟରେ ବହୁ କମ ଜାଣିଛନ୍ତି । ଆପଣଙ୍କୁ କହିଦେଉଛୁ କି ବାହୁବଳିର ଦୁଇଟି ପାର୍ଟ ତାମିଲ, ତାଲୁଗୁ ଓ ହିନ୍ଦୀ ଏବଂ ଅନ୍ୟ କେତେକ ଭାଷାରେ ରିଲିଜ କାରାଯାଇଛି । ବାହୁବଳିର ନାମ ବଲୀଉଡର ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମରେ ମଧ୍ୟରେ ସାମିଲ ଅଛି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।