ଶରୀରର କେଉଁ ଅଙ୍ଗ ରାତି ହେବା ମାତ୍ରେ ବଡ ହେଇ ଯାଇଥାଏ, ଏମିତି ଆହୁରି 20ଟି GK ପ୍ରଶ୍ନ ଓ ଉତ୍ତର

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- ଭାରତରେ ସବୁଠୁ ଅଧିକ କେଉଁ ଭାଷା କୁହାଯାଏ ?

ଉତ୍ତର- ହିନ୍ଦୀ ଭାଷା

୨- ପୁଥିବୀରେ ଏମିତି କେଉଁ ଜୀବ ଅଛି ଯାହା ଆଜି ପର୍ଯ୍ୟନ୍ତ ଅମର ରହିଛି ?

ଉତ୍ତର- ଜେଲିଫିସର ଗୋଟିଏ ଛୋଟ ପ୍ରଜାତି ଅଛି ଯାହାକି ଟୁରୋ ଟୋପିଜ ଡୁହୋମି ନାମରେ ଜଣାଯାଏ ।

୩- ଏମିତି କେଉଁ ଫଳ ଅଛି ଯାହାକି ମିଠା ହେବା ସତ୍ବେ ବି ବଜାରରେ ବିକ୍ରି ହୁଏ ନାହିଁ ?

ଉତ୍ତର- ପରିଶ୍ରମର ଫଳ

୪- ଦୁନିଆ ଉପରେ ରାଜ କରିଥିବା ପ୍ରଥମ ରାଜା କିଏ ଥିଲେ ?

ଉତ୍ତର- ସରଗୋ ଦ ଗ୍ରେଟ

୫- ମାନବ ଶରୀର କେଉଁ ଅଙ୍ଗ ଅନ୍ଧାର ହେବା ମାତ୍ରେ ବଡ ହୋଇ ଯାଏ ?

ଉତ୍ତର- ଆଖିର କଳା ଅଂସ

୬- ଦୁନିଆର ସବୁଠୁ ଛୋଟ ଦେଶ କାହାକୁ କୁହନ୍ତି ?

ଉତ୍ତର- ବେଟିକନ ସିଟି

୭- ଗୋଟିଏ ବର୍ଷରେ କେତେ ମିନିଟ ଥାଏ ?

ଉତ୍ତର- ୫୨୫୬୦୦ ମିନିଟ

୮- କେଉଁ ଦେଶର ପୁରୁଣା ନାମ ପୂର୍ବ ପାକିସ୍ତାନ ଅଟେ ?

ଉତ୍ତର- ବାଂଲାଦେଶ

୯- ରେଲୱେ ସିଗନାଲକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ଲୋହପଥ ଗାମିନୀ ମାର୍ଗଦର୍ଶିକା ତମ୍ବରଲୋହ ପଟ୍ଟିକା

୧୦- ସବୁଠୁ ଚମକଦାର ଗ୍ରହ କିଏ ଅଟେ ?

ଉତ୍ତର- ଶୁକ୍ର ଗ୍ରହ

୧୧ – ସୂର୍ଯ୍ୟ କିରଣ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗି ଥାଏ ?

ଉତ୍ତର- ୮ ମିନିଟ ୨୦ ସେକେଣ୍ଡ

୧୨ – FBIର ଫୁଲ ଫର୍ମ କଣ ଅଟେ ?

ଉତ୍ତର- Federal Bureau of Investigation

୧୩ – ଶ୍ରୀଲଙ୍କାର ପୁରୁଣା ନାମ କଣ ଥିଲା ?

ଉତ୍ତର- ସିଲୋନ

୧୪ – କେଉଁ ଦେଶକୁ ସୁନା ଓ ହୀରାର ଦେଶ କୁହାଯାଏ ?

ଉତ୍ତର- ଦକ୍ଷିଣ ଆଫ୍ରିକାକୁ

୧୫ – କେଉଁ ପ୍ରାଣୀ ନିଜ ମାତା ଓ ପିତା ଦୁଇ ଜଣଙ୍କ ସ୍ତନପାନ କରିଥାଏ ।

ଉତ୍ତର- ଠେକୁଆ

୧୬ – କେଉଁ ମାଛ ଭୂମିରେ ଚାଲି ପାରେ, ଉଡିପାରେ ଓ ପାଣିରେ ପହଁରି ପାରେ ?

ଉତ୍ତର- ଗରନାଇ ମାଛ

୧୭ – ଗାଈର ଜୀବନକାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ?

ଉତ୍ତର- ୧୬ ବର୍ଷ

୧୮ – ମିଛ ଧରିବା ବାଲା ଜନ୍ତ୍ରର ନାମ କଣ ଅଟେ ?

ଉତ୍ତର- ପଲିଗ୍ରାଫ

୧୯- କେଉଁ ଦେଶରେ ଭାରତୀୟ ଲୋକ ବୁଲିପାରିବେ ନାହିଁ ?

ଉତ୍ତର- ଉତ୍ତର କୋରିୟା

୨୦ – କେଉଁ ପ୍ରାଣୀର ରକ୍ତର ରଙ୍ଗ ନୀଳ ଅଟେ ?

ଉତ୍ତର- ଅକ୍ଟୋପସ