ବାପା-ପୁଅ ଉଭୟଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ର ଏହି 5 ଜଣ ଫେମସ Actress, 2 ନମ୍ବର Actress ଙ୍କ ନାଁ ଜାଣିଲେ ତ ଆଶ୍ଚର୍ଯ୍ୟ ହେବେ

ବଲିଉଡ  ଜଗତରେ  ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଜଲୱା ରେ ଲୋକଙ୍କୁ ପ୍ରଭାବିତ କରିସାରିଛନ୍ତି  ।ହିନ୍ଦୀ ଫିଲ୍ମରେ ଅଭିନେତ୍ରୀମାନଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଏହି ଅଭିନେତ୍ରୀମାନେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ  ଓ ସାଉଥ ଫିଲ୍ମର ଇଣ୍ଡଷ୍ଟ୍ରିରେ ବି ଅଭିନୟ କରିଛନ୍ତି । ଆଜି ଆମେ ଏହି ବିବରଣୀରେ ଆପଣମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବାପା ଓ ପୁଅ ଉଭୟଙ୍କ ସହ ଅଭିନୟ କରିଛନ୍ତି । ଏତିକି କେବଳ ନୁହେଁ ସେମାନେ  ବାପା ପୁଅ ଉଭୟଙ୍କ ସହ ରୋମାନ୍ସ ମଧ୍ୟ କରିଛନ୍ତି ।  ଆସନ୍ତୁ ଜାଣିବା ସେମାନେ କିଏ ?

ଜୟା ପ୍ରଦା :  ପୁରୁଣା ଜମାନରେ ଜୟା ପ୍ରଦା ନିଜ ସୌନ୍ଦର୍ଜ୍ୟ ଯୋଗୁ  ଅଭିନେତ୍ରୀମାନଙ୍କ ମଧ୍ୟରେ  ଜଣେ ଥିଲେ । ଜୟା ବଲିଉଡରେ ଅନେକ ହୀଟ ଫିଲ୍ମ ଦେଇଛନ୍ତି । ଜୟା କେବଳ ଦେଶରେ ନୁହେଁ  ଦୁନିଆରେ ମଧ୍ୟ  ନା କରିଥିଲେ ।

ଜୟା ଧର୍ମେନ୍ଦ୍ରଙ୍କ ସହ “ଗଙ୍ଗା ତେରେ ଦେଶ ମେ”, “ ସେହଜାଦେ”, “ଫରିସ୍ତେ “ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଜୟା ଧର୍ମେନ୍ଦ୍ରଙ୍କ ପୁଅ ଶନି ଦେବଲଙ୍କ ସହ “ବୀରତା” ଓ “ଜବରଦସ୍ତ” ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ।

ମାଧୁରୀ ଦୀକ୍ଷିତ :  ବଲିଉଡରେ ମାଧୁରୀ ଦୀକ୍ଷିତ  ବି ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ବିନୋଦ ଖନାଙ୍କ ସହ “ଦୟାବାନ” ଫିଲ୍ମରେ ଅଭିନୟ କରିଛନ୍ତି । ସେ ଫିଲ୍ମରେ ଥିବା” ଆଜ ଫିର ତୁମ ପେ ପ୍ୟାର ଆୟା ହେ” ଆଜି ବି ଲୋକଙ୍କ ମନରେ ଘର କରି ରହିଛି । ମାଧୁରୀ ବିନୋଦ ଖନ୍ନାଙ୍କ ପୁଅ ଅକ୍ଷୟ ଖନ୍ନାଙ୍କ ସହ “ମୋହବତ” ଫିଲ୍ମରେ ଅଭିନୟ କରିଥିଲେ ।

ଡିମ୍ପଲ କପାଡିଆ :  ଡିମ୍ପଲ କପାଡିଆଙ୍କ ନାମ  ପ୍ରଥମ ସ୍ଥାନରେ ରହିଛି । ୧୯୭୩ରେ ଫିଲ୍ମ କ୍ୟାରିଅରେ ସେ ପାଦ ଦେଇଥିଲେ  । ତାଙ୍କ ପ୍ରଥମ ଫିଲ୍ମର ନାମ “ବାବି “ ଥିଲା । ଏହି ଫିଲ୍ମରେ ସେ ବିନୋଦ ଖନ୍ନା ଓ ଅକ୍ଷୟ ଖନ୍ନାଙ୍କ ସହ ଅଭିନୟ କରିଥିଲେ । ବିନୋଦ ଓ ଅକ୍ଷୟ ଖନ୍ନା ଅସଲି ଜୀବନରେ ବାପା ପୁଅ ଅଟନ୍ତି । ଡିମ୍ପଲ କପାଡିଆ ଧର୍ମେନ୍ଦ୍ରଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ ମଧ୍ୟ ତାଙ୍କ ପୁଅ ଶନି ଦେୱଲଙ୍କ ସହ ସମ୍ପର୍କ ରଖିଥିଲେ ।

ହେମା ମାଳିନୀ  :  ବଲିଉଡରେ ଡ୍ରିମ ଗାର୍ଲ ଭାବେ ହେମା ମାଳିନୀ ପରିଚିତ ଅଟନ୍ତି ।ହେମା ମାଳିନୀ ବଲିଉଡ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ଆପଣମାନେ ଜାଣିଥିବେ ହେମା “ରାଜ କପୁରଙ୍କ ”ସହ “ ସପନୋ କେ ସଉଦାଗର “ଫିଲ୍ମରେ ବହୁତ ଭଲ ଅଭିନୟ କରିଛନ୍ତି । ଏହାଛଡା ରାଜ କପୁରଙ୍କ ପୁଅ ରିଷି କପୁରଙ୍କ ସହ ହେମା ମାଳିନୀ “ହାଥ କି ସଫାଇ” ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ଶ୍ରୀ ଦେବୀ :  ଶ୍ରୀ ଦେବୀ ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଭାବେ ପରିଚିତ । ଯିଏ କି ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଶ୍ରୀ ଦେବୀ ଧର୍ମେନ୍ଦ୍ର ଙ୍କ ସହ “ନାକାବନ୍ଦୀ” ଫିଲ୍ମରେ ଅଭିନୟ କରିଥିଲେ । ତା ଛଡ଼ା ସେ ଶନି ଦେବଲଙ୍କ  ସହ ବି” ରାମ ଅବତାର “ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।