ଜନ୍ମରୁ ହିଁ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୪ଟି ଅକ୍ଷର ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ, ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, କୌଣସି ବ୍ୟକ୍ତି ର ରାଶି ଦ୍ବାରା ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ଜଣା ପଡ଼ିଥାଏ ଏବଂ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବା ଅଥବା ନୁହେଁ ତାହା ମଧ୍ୟ ବ୍ୟକ୍ତି ର ରାଶି ମାଧ୍ୟମରେ ଜଣା ପଡ଼ିଥାଏ । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ଯେତେ ମାତ୍ରା ରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେତେ ମାତ୍ରା ରେ ସେହି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ମହତ୍ତ୍ୱ ପୂର୍ଣ ହୋଇଥାଏ ।

କୌଣସି ବ୍ୟକ୍ତି ର ଆଚାର, ବିଚାର, ବ୍ୟବହାର, ଗୁଣ ଆଦି ତା’ର ନାମର ପ୍ରଥମ ଅକ୍ଷରରୁ ହିଁ ଜଣା ପଡ଼ିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଏଭଳି ଏକ ଜୀଵନ ସାଥୀର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବ ।

ତେବେ ପ୍ରତ୍ୟେକ ବ୍ୟକ୍ତିର ଜୀବନ ସାଥି ଙ୍କ ସ୍ୱଭାବ ମଧ୍ୟ ତାଙ୍କ ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ଏବଂ ତାଙ୍କୁ କେବଳ ସୌଭାଗ୍ୟ ଥିବା ବ୍ୟକ୍ତି ହିଁ ବିବାହ କରିଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘Y’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଗୁଣ ଯୋଗୁଁ ମାତାଲକ୍ଷ୍ମୀ ସର୍ବଦା ଏମାନଙ୍କ ଉପରେ ପ୍ରସନ୍ନ ରୁହନ୍ତି । ଏମାନେ ଯେଉଁ ସ୍ଥାନକୁ ଯାଇଥାନ୍ତି, ସେଠାରେ ଖୁସି ବିସ୍ତାର କରିଥାନ୍ତି । ଏମାନଙ୍କ ବିବାହ ଯେଉଁ ଘରେ ହୋଇଥାଏ ସେମାନଙ୍କ ପାଇଁ ମଧ୍ୟ ଏମାନେ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏମାନେ ନିଜ ଶାଶୂଘରେ ମଧ୍ୟ ସୁଖ ଓ ସମୃଦ୍ଧି ସ୍ଥାପନ କରନ୍ତି ଏବଂ ସେହି ଘରେ ଧନର ବର୍ଷା ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘V’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ଝିଅ ମାନଙ୍କ ହୃଦୟ ବହୁତ ସଫା ଅଟେ । ଏମାନେ ସର୍ବଦା ନିଜ ପାର୍ଟନର ଙ୍କ ପ୍ରତି ଇମାନ୍ଦାର ରୁହନ୍ତି ଏବଂ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଓ ସର୍ବଦା ତାଙ୍କ ସାଥିରେ ରୁହନ୍ତି । ଏହା ସହିତ ଏମାନେ ନିଜ ପାର୍ଟନର ଙ୍କ ସମସ୍ତ ଛୋଟବଡ଼ ଆବଶ୍ୟକତା କୁ ପୂରଣ କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ଯେଉଁ ବ୍ୟକ୍ତି ବିବାହ କରିଥାଏ ସେ ସୌଭାଗ୍ୟ ପ୍ରାପ୍ତ କରିଥାଏ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘G’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜର କଥାକୁ ନେଇ ସର୍ବଦା ସଜାଗ ରୁହନ୍ତି । ଏହି ନାମର ଝିଅ ମାନେ ଯେଉଁ କଥାକୁ କୁହନ୍ତି ତା’କୁ ଅବଶ୍ୟ ପୂର୍ଣ କରନ୍ତି । ଏମାନେ ନିଜ ପାର୍ଟନର ଙ୍କ ପ୍ରତି ପୂର୍ଣ ସମର୍ପିତ ଏବଂ ଇମାନ୍ଦାର ରୁହନ୍ତି । ଏହି ନାମର ଝିଅ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ନିଜ ପାର୍ଟନର ଙ୍କ ପ୍ରତି କରିଥିବା ସମସ୍ତ ବଚ୍ଚନ କୁ ପୂରଣ କରିଥାନ୍ତି । ଏହି ଝିଅ ମାନଙ୍କୁ ବିବାହ କରିବା ସୌଭାଗ୍ୟ ର କଥା ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘D’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ଅତ୍ୟନ୍ତ ମିଳନସାର ଓ ଖୁସ ମିଜାଜ୍ ର ବ୍ୟକ୍ତିତ୍ବ ଅଟନ୍ତି । ଏହା ସହିତ ଏମାନେ ବହୁତ ଯତ୍ନବାନ ମଧ୍ୟ ଅଟନ୍ତି । ଏହି ନାମର ଝିଅ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଯେଉଁ ବ୍ୟକ୍ତି ଙ୍କ ସହିତ ସାକ୍ଷାତ କରିଥାନ୍ତି, ସେମାନଙ୍କ ମଧ୍ୟରେ ନିଜର ଗଭୀର ଛାପ ଛାଡି ଦେଇଥାନ୍ତି ।

ଏହି ନାମର ଝିଅ ସର୍ବଦା ନିଜର ଚାରିପାଖରେ ଖୁସି ର ବାତାବରଣ ସୃଷ୍ଟି କରିଥାନ୍ତି । ଏହି କାରଣରୁ ଏମାନଙ୍କ ଭାଗ୍ୟ ଏମାନଙ୍କର ସମ୍ପୂର୍ଣ୍ଣ ସାଥ ଦେଇଥାଏ । ଏମାନେ ନିଜର ହାସମୁଖ ସ୍ୱଭାବ ରୁ ନିଜ ଶାଶୁ ଘର ସଦସ୍ୟ ଙ୍କୁ ସର୍ବଦା ଖୁସି ରେ ରଖନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।