Gk Questions & Answers- 3 ଅକ୍ଷରରେ ମୋହର ନାମ, ଓଲଟା ସିଧା ସବୁ ସମାନ, କୁହ ତ କଣ ଅଟେ ମୋହର ନାମ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ମ-ଦ ନି-ଶା ଉତୁରିବା ପରେ ମୁଣ୍ଡ କଣ ପାଇଁ ବିନ୍ଧିଥାଏ?

ଉତ୍ତର- ଗ୍ୟାସ କାରଣରୁ।

୨. ବ୍ରସ କରିବା ପରେ ମଧ୍ୟ ମୁହଁ ରୁ କଣ ପାଇଁ ଦୁର୍ଗନ୍ଧ ଆସିଥାଏ?

ଉତ୍ତର- କାରଣ ବ୍ରସ କରିବାର ସଠିକ ଢଂଗ ଜଣା ନଥାଏ।

୩. ଏଭଳି କେଉଁ ଫଳ ରହିଛି ଯାହା ବଜାର ରେ ବିକ୍ରି ହୋଇନଥାଏ?

ଉତ୍ତର- ପରିଶ୍ରମ ର ଫଳ।

୪. କେଉଁ ଦେଶରେ ସବୁଠାରୁ ଅଧିକ ଭଗବାନ ଙ୍କ ଉପରେ ବିଶ୍ୱାସ କରାଯାଇ ଥାଏ?

ଉତ୍ତର- ଭାରତ ଦେଶ ରେ।

୫. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜର ଆଖି କାରଣରୁ ପ୍ରସିଦ୍ଧ ଅଟେ?

ଉତ୍ତର- ଧଡିଆଲ।

୬. ନବରାତ୍ରି ସମୟରେ କଣ ଖାଇବା ଅଶୁଭ ବୋଲି ମାନା ଯାଇଥାଏ?

ଉତ୍ତର- ହଳଦୀ।

୭. ଭାରତର କେଉଁ ରାଜ୍ୟ ର ଝିଅ ମାନେ ସବୁଠାରୁ ଅଧିକ ଲମ୍ବା ହୋଇଥାନ୍ତି?

ଉତ୍ତର- କାଶ୍ମୀର।

୮. କେଉଁ ଦେଶରେ ଦୁଇଟି ଛୁଆ ହୋଇଗଲେ ତାଙ୍କୁ ସରକାରୀ ଚାକିରୀ ମିଳିନଥାଏ?

ଉତ୍ତର- ଚୀନ।

୯. କେଉଁ ଦେଶରେ ଭଗବାନ ଙ୍କ ଉପରେ ବିଶ୍ୱାସ କରାଯାଇ ନଥାଏ?

ଉତ୍ତର- ଇଂଲଣ୍ଡ।

୧୦. ଭଗବାନ ଶ୍ରୀରାମ କାହାର ଅଂଶ ଅବତାର ଅଟନ୍ତି?

ଉତ୍ତର- ଭଗବାନ ବିଷ୍ଣୁ ଙ୍କ।

୧୧. ସବୁଠାରୁ ଅଧିକ କିଏ ଓଲଟା ହୋଇ ଶୋଇଥାନ୍ତି?

ଉତ୍ତର- ଝିଅ ମାନେ।

୧୨. କଣ ଓକିଲ ଙ୍କୁ ପଇସା ନ ଦେଇ ମଧ୍ୟ କେସ ଲଢ଼ି ପାରିବା?

ଉତ୍ତର- ହଁ।

୧୩. କୁକୁର ଆମ ମାନଙ୍କୁ ଦେଖିଲେ କଣ ପାଇଁ ଭୋକିଥାଏ?

ଉତ୍ତର- ନିଜ ଇଲାକା ର ସୁରକ୍ଷା ପାଇଁ।

୧୪. ଭାରତର ପ୍ରଥମ ଜାହାଜ କୁ କେତେ ଉଚ୍ଚ ପର୍ଯ୍ୟନ୍ତ ଉଡ଼ା ଯାଇଥିଲା?

ଉତ୍ତର- ୧୫୦୦ ଫିଟ ପର୍ଯ୍ୟନ୍ତ।

୧୫. ବେଳେବେଳେ କାନ ରେ ସଲସଲ ଭଳି ଆବାଜ କାହିଁକି ହୋଇଥାଏ?

ଉତ୍ତର- କାନରେ ମଳି ଜମିବା କାରଣରୁ।

୧୬. ଭାରତରେ ସର୍ବ ପ୍ରଥମେ କେବେ ଏରୋପ୍ଲେନ ଉଡ଼ା ଯାଇଥିଲା?

ଉତ୍ତର- ୧୮୯୫ ମସିହାରେ।

୧୭. ଭାରତରେ ସମୁଦାୟ କେତେ ଜଣ ପୋଲିସ ଅଛନ୍ତି?

ଉତ୍ତର- ପାଖାପାଖି ୨୫ ଲକ୍ଷ।

୧୮. ଭାରତରେ ସର୍ବ ପ୍ରଥମେ ବିଦେଶୀ ପାର୍କ କେଉଁଠାରେ ଆରମ୍ଭ ହୋଇଥିଲା?

ଉତ୍ତର- ମୁମ୍ବାଇ ରେ।

୧୯. ଆଗ୍ରା କେଉଁ ନଦୀ ମୁହାଣରେ ଅବସ୍ଥିତ?

ଉତ୍ତର- ଯମୁନା।

୨୦. କେଉଁ ଗ୍ୟାସ ବାୟୁ କୁ ସବୁଠାରୁ ଅଧିକ ପ୍ରଦୂଷିତ କରିଥାଏ?

ଉତ୍ତର- କାର୍ବନ ମନୋକ୍ସାଇଡ।

୨୧. ଦୁନିଆ ରେ ଏଭଳି କଣ ରହିଛି ଯାହା କେବଳ ଭାଙ୍ଗିବା ପାଇଁ ହିଁ ବନା ଯାଇଛି?

ଉତ୍ତର- ରେକର୍ଡ।

୨୨. କେଉଁ ଦେଶରେ ୩୦ ଟି ଛୁଆ ଜନ୍ମ କରିବା ବହୁତ ଜରୁରୀ ହୋଇଥାଏ?

ଉତ୍ତର- ଲବ ନାମକ ଦେଶରେ।

୨୩. ଏଭଳି କେଉଁ କାମ ରହିଛି ଯାହା ଆମେ ଆଖି ବନ୍ଦ ନକରି ଆଦୌ କରିପାରି ନଥାଉ?

ଉତ୍ତର- ଛିଙ୍କିବା।

୨୪. ଦୁନିଆରେ କେଉଁ ଫଳ କୁ କେବେବି କିଣାଯାଇ ପାରିବ ନାହିଁ?

ଉତ୍ତର- ପରିଶ୍ରମ ର ଫଳ।

୨୫. ତିନୋଟି ଅକ୍ଷର ମୋର ନାମ, ଓଲଟା ସିଧା ସବୁ ସମାନ। ତେବେ ମୁଁ କଣ ଅଟେ?

ଉତ୍ତର- ନୟନ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।