ଗଜବ ହେଇଗଲା, ଦେଖନ୍ତୁ କେମିତି ବ୍ୟକ୍ତି ଜଣକ ପବନରେ ଉଡି ଉଡି ଭାଙ୍ଗିଲେ ଏହି 3 World Record, ଆବାକ ହେଇଯିବେ ଦେଖିଲେ, ଦେଖନ୍ତୁ Video

ଖବରର ଆରମ୍ଭ କରିବା ବ୍ରିଟେନ ରେ ରହୁଥିବା ଜଣେ ଅଲଗା ପ୍ରକାରର ବ୍ୟକ୍ତିଙ୍କ ପାଖରୁ । ବ୍ରିଟେନ ରେ ଏହି ବ୍ୟକ୍ତି ଜଣକ ଏମିତି ଏକ ଉଡ଼ିବା ମେସିନ ବନାଇଛନ୍ତି ଯାହାକୁ ବ୍ୟବହାର କରି ୩ଟି ବିଶ୍ଵ ରେକର୍ଡ କରି ସାରିଲେଣି ।

ଗିନିଜ୍ ବୁକ୍ ଅଫ୍ ରେକର୍ଡ ରେ ସେ ଏହି କାରନାମା କରି ଦେଖାଇଛନ୍ତି । ଗିନିଜ୍ ବୁକ୍ ଅଫ୍ ରେକର୍ଡ ପ୍ରଥମ ଥର ଗୋଟିଏ ଉଡନ୍ତା ଇଭେଣ୍ଟ କାର୍ଯ୍ୟକ୍ରମ ରଖିଥିଲେ । ଏହି ଇଭେଣ୍ଟ ର ନାଁ ଥିଲା ଜେଟ୍ ସୁ-ଟ୍ ଟ୍ରାଏ ସ୍ଲନ୍ । ରିଚର୍ଡଙ୍କ ପ୍ରଥମ ଚ୍ୟାଲେଞ୍ଜ ଥିଲା ଏହି ବଡ଼ି କଣ୍ଟ୍ରୋଲ ଜେଟ୍ ସୁ-ଟ୍ ପିନ୍ଧି ୧୦୦ ମିଟର ଅଧିକ ବେଗରେ ଉଡ଼ି ଦେଖାଇବା । ରିଚାର୍ଡ ଙ୍କ ସ୍ୱପ୍ନ ଥିଲା ସେ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ଉଡ଼ି ବିଶ୍ଵ ରେକର୍ଡ ବନାଇବା ପାଇଁ ।

ସେ ଏହି ଦୈାଡରେ ମାତ୍ର ୯.୫୮ ସେକେଣ୍ଡ ରେ ପୂରା କରିଛନ୍ତି ଏବଂ ଏହି ବିଶ୍ଵ ରେକର୍ଡ ଅଟେ । ରିଚାର୍ଡ ଯେତେବେଳେ ଏହି ଜେଟ୍ ଯନ୍ତ୍ରକୁ ଧରି ଦୈାଡିଲେ, ସେ ଏହି ୱାର୍ଡ଼ ରେକର୍ଡ ବନାଇବାରେ ସଫଳ ହେଲେ । ଏହାପରେ ରିଚାର୍ଡ ଏହି ୪୦୦ ମିଟର ଦୈାଡରେ ୪୦.୦୬ ସେକେଣ୍ଡ ପୂ୍ରା କରି ନୂଆ ରେକର୍ଡ ବନାଇ ସାରିଛନ୍ତି । ରିଚାର୍ଡ ଏଠି ମଧ୍ୟ ରହି ନଥିଲେ ଏହାପରେ ସେ ପୋଲ ଗୋଲ ଚ୍ୟାଲେଞ୍ଜ ରେ ମଧ୍ୟ ରେକର୍ଡ ବନେଇଥିଲେ । ସେ ଏହି ଚ୍ୟାଲେଞ୍ଜ କୁ ୧୩.୦୯ ସେକେଣ୍ଡ ରେ ପୂରା କରିଥିଲେ ।

ଦ୍ଵିତୀୟ ଖବର ମହାରାଷ୍ଟ୍ରରୁ ଅଟେ । ମହାରାଷ୍ଟ୍ର ନାଗପୁର ଠାରେ କୋଳାହଳ ସୃଷ୍ଟି ହୋଇଥିଲା ଯେତେବେଳେ ରାହୁଲ ନାମକ ଜଣେ ବ୍ୟକ୍ତି ପୋ-ଲି-ସ ଥାନାରେ ପହଞ୍ଚି ପୋ-ଲି-ସ ଅଫିସରଙ୍କୁ କହିଲେ କି ମୋ ହାତରେ ଯେଉଁ ବ୍ୟାଗ୍ ଅଛି ସେଥିରେ ବୋ-ମା ଅଛି । ଏହି ବୋମାକୁ ଅକାମୀ କରି ଦିଅନ୍ତୁ । ଏତିକି କହିବା ପରେ ପୋ-ଲି-ସ କର୍ମୀ ଦ୍ବନ୍ଦରେ ଆସିଗଲେ ।

ପୋ-ଲି-ସ କର୍ମୀଙ୍କୁ ସେ ଆରମ୍ଭରୁ କହିଥିଲେ ଯେ ଏହି ବୋ-ମା-କୁ ଅନାବଶ୍ୟକ ପଡିଥିବାର ଦେଖିଲେ କିନ୍ତୁ ପୋ-ଲି-ସ କୁ ତା ଉପରେ ସନ୍ଦେହ ହେଲା ସେତେବେଳେ ସେ କହିଲା ୟୁଟ୍ୟୁବରୁ ଦେଖି ସେ ଏହି ବୋ-ମା ବନାଇଥିଲେ ।

ତାର ଲକ୍ଷ୍ୟ କାହାକୁ ଆ-ଘା-ତ ପହଞ୍ଚାଇବା ନଥିଲା । ସେ ୟୁଟ୍ୟୁବ ଦେଖିକି ବ-ମ୍ ବ-ନେ-ଇଦେଲା କିନ୍ତୁ ତାକୁ କାର୍ଯ୍ୟ ହୀନ କରି ପାରିଲା ନାହିଁ । ଏହା ପରେ ପୋ-ଲି-ସ ବ-ମ୍ ଦଳ ଡାକି ବ-ମ-କୁ ଡି-ଫ୍ୟୁ-ଜ୍ କରିଲେ । ପୋ-ଲି-ସ ଏହି ମା-ମ-ଲା ରୁ-ଜୁ କରି ଗି-ର-ଫ କରିଛନ୍ତି ।

ତୃତୀୟ ଖବରଟି ହେଲା ୟୁପିରେ ଗୋଟିଏ ଗାଈର ଦୁଇ ମୁଣ୍ଡ ଥିବା ବାଛୁରୀ ଜନ୍ମ ନେଲା, ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଗଲା । ପଶୁ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଏହା କୋସିକାର ଅତିରିକ୍ତ ବିକାଶ ପାଇଁ ଏପରି ହୋଇଥାଏ । ଦୁଇ ଦିନ ପରେ ସେଇ ବାଛୁରୀର ମୃ-ତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।