ମଧୁବାଲା ସିରିୟଲରୁ ପପୁଲାର ହେଇଥିବା ହିରୋଇନ Dristi Dhami ଙ୍କ ଏମାନେ ହେଉଛନ୍ତି ରିଅଲ ଲାଇଫ ଫ୍ୟାମିଲି

କଲର୍ସ ଟିଭିର ମୋସ୍ଟ ପପୁଳାର ସିରିୟଲ ମଧୁବାଲାରୁ ଫେମସ ହୋଇଥିବା ଅଭିନେତ୍ରୀ ଦ୍ରିଷ୍ଟି ଧାମୀ ଆଜି ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯିଏ ସବୁବେଳେ ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ମନୋରଞ୍ଜନ କରିଥାନ୍ତି । ଏହା ସହିତ ସେ ବହୁତ ପପୁଲାର ଓ ଚର୍ଚିତ ବି ରହିଥାନ୍ତି । ସେ ଯେଉଁ ବି ସିରିୟଲରେ କାମ କରିଛନ୍ତି ସେହି ସିରିୟାଲ ଟିଆରପି ମାମଲାରେ ବି ନମ୍ବର ୧ ରହିଥାଏ ।

ଏହି କାରଣ ଅଟେ କି ଟିଭି ଇଣ୍ଡଷ୍ଟ୍ରିରରେ ତାଙ୍କୁ ଜଣେ ସଫଳ ଅଭିନେତ୍ରୀ କୁହାଯାଏ । ସମସ୍ତେ ତାଙ୍କ ବିଷୟରେ ଜାଣିଛନ୍ତି କିନ୍ତୁ ତାଙ୍କର ପରିବାର ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଦ୍ରିଷ୍ଟି ଧାମୀଙ୍କ ପରିବାର ବିଷୟରେ କହିବୁ । କହିବାକୁ ଗଲେ ଦ୍ରିଷ୍ଟି ଧାମୀଙ୍କ ନାଁ ତାଙ୍କ ସହ ଅଭିନୟ କରୁଥିବା ଅଭିନେତାଙ୍କ ସହ ପ୍ରାୟତଃ ଯୋଡି ହୋଇ ସାରିଛି । ସେ ସବୁବେଳେ ନିଜର ଅଫେୟାରକୁ ନେଇ ଚର୍ଚାରେ ରହୁଥିଲେ । କିନ୍ତୁ ସବୁବେଳେ ଦ୍ରିଷ୍ଟି ଧାମୀ ଏହି ଖବରକୁ ମିଛି ବୋଲି କହିଛନ୍ତି । ଆପଣଙ୍କୁ କହିଦେଉଛୁ କି ଦ୍ରିଷ୍ଟି ଧାମୀ କେବଳ ନିଜର ଅଫେୟାର ପାଇଁ ନୁହେଁ ଏହା ସହିତ ସେ ନିଜର ପରିବାରକୁ ନେଇ ବହୁତ ଚର୍ଚାରେ ରହିଥାନ୍ତି ।

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ଅଭିନେତ୍ରୀ ଦ୍ରିଷ୍ଟି ଧାମୀ ମଧ୍ୟବର୍ତ୍ତୀ ପରିବାର ଅଟନ୍ତି । ତାଙ୍କର ପିତା ଓ ଭାଇ ବିଜନେସମ୍ୟାନ ଅଟନ୍ତି, ଯେତେବେଳେ କି ମା ଗୃହିଣୀ ଅଟନ୍ତି । ଦ୍ରିଷ୍ଟି ଧାମୀଙ୍କ ବଡ ଭାଇଙ୍କ ନାମ ଜୟଶୀଳ ଧାମୀ ଅଟେ ଓ ସେ ନିଜର ପିତାଙ୍କ ସହ ବିଜନେସ କରନ୍ତି । ଦ୍ରିଷ୍ଟି ଧାମୀଙ୍କ ଭାଇ ବିବାହିତ ଅଟନ୍ତି ଓ ସେ ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦର ଅଭିନେତ୍ରୀ ସୁହାସୀ ଧାମୀଙ୍କ ସହ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ବି ଅଛି ।

ଯଦି ଅଭିନେତ୍ରୀ ଦ୍ରିଷ୍ଟି ଧାମୀଙ୍କ କ୍ୟାରିୟର ବିଷୟରେ କହିବା ତେବେ ସେ ୨୦୦୯ରେ ସିରିୟଲ ‘ଦିଲ ମିଲ ଗୟେ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିରେ ସେ ମୁସ୍କାନର ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏହି କାରଣରୁ ତାଙ୍କୁ ଅନ୍ୟ କେତେକ ସୁପରହିଟ ଶୋରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିଥିଲା । ସେ ଆଜି ପର୍ଯ୍ୟନ୍ତ ବି ଅଭିନୟ କରୁଛନ୍ତି ଓ କିଛି ଦିନ ତଳେ ହିଁ ସେ ଏକ ସିରିୟଲରେ ନଜର ଆସିଥିଲେ ।

ଯଦି ତାଙ୍କର ପର୍ସନାଳ ଲାଇଫ ବିଷୟରେ କହିବା ତେବେ ସେ ୨୦୧୫ରେ NIR ବିଜନେସମ୍ୟାନ ନୀରଜ ଖେମକାଙ୍କ ସହ ବିବାହ କରିଛନ୍ତି । ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ରିଲେସନଶିପରେ ରହିଲେ ଓ ଶେଷରେ ବିବାହ କରିନେଲେ । ଦୁଇ ଜଣ ହିଁ ସୋସିଆଲ ମିଡିଆରେ ନିଜର ରୋମାଣ୍ଟିକ ଫଟୋ ଶେୟାର କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଦ୍ରିଷ୍ଟି ଧାମୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି । ଆପଣ ତାଙ୍କର ଫଟୋ ଦେଖି ଜାଣିପାରିବେ କି ସେ ନିଜର ପରିବାରକୁ କେତେ ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।