ଏଡଲ୍ଟ ଇଣ୍ଡଷ୍ଟ୍ରିରେ କେବଳ ସନୀ ଲିୟୋନି ନୁହନ୍ତି, ଏହି ସବୁ ଭାରତୀୟ ଅଭିନେତ୍ରୀ ବି କାମ କରି ସାରିଛନ୍ତି, ଦେଖନ୍ତୁ ଫଟୋ

ଅଭିନେତ୍ରୀ ସନୀ ଲିୟୋନି ଆଜି ଏକ ସଫଳ ବଲୀଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି । କିନ୍ତୁ ଲୋକମାନଙ୍କ ମଧ୍ୟରେ ଆଜି ବି ସେ ଏକ ଆଡଲ୍ଟ ଫିଲ୍ମ ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ବଲୀଉଡରେ ଆସିବା ପୂର୍ବରୁ ସେ ଆମେରିକାର ଆଡଲ୍ଟ ଫିଲ୍ମରେ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ସବୁକିଛି ଛାଡି ବଲିଉଡରେ ଆସି ସାରିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସନୀ ଏକ ମାତ୍ର ଅଭିନେତ୍ରୀ ନୁହନ୍ତି ଯିଏକି ଆଡଲ୍ଟ ଫିଲ୍ମରେ କାମ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଭାରତର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଡଲ୍ଟ ଫିଲ୍ମରେ କାମ କରି ସାରିଛନ୍ତି ।

୧. ପ୍ରିୟା ରାୟ

Image courtesy: Google

ପ୍ରିୟା ରାୟ ବି ଭାରତର ଏକ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ସେ ବହୁତ ଆଡଲ୍ଟ ଫିଲ୍ମରେ କାମ କରି ସାରିଛନ୍ତି । ପ୍ରିୟାଙ୍କର ଆଡଲ୍ଟ ଫିଲ୍ମ ଭାରତରେ ନୁହେଁ ଭାରତ ବାହାରେ ବି ଦେଖା ଯାଇଥାଏ ।

୨. ସୁଶୀଲା

Image courtesy: Google

ତାଙ୍କ ନାମରୁ ହିଁ ଆପଣ ବୁଝି ଯାଇଥିବେ କି ଏହା ଏକ ଭାରତୀୟ ମହିଳା ଅଟନ୍ତି । ସୁଶୀଲା ବହୁତ ହଟ ଓ ସୁନ୍ଦର ଅଟନ୍ତି । ସେ ୨୦୧୩ରୁ ଆଡଲ୍ଟ ଫିଲ୍ମରେ କାମ କରୁଛନ୍ତି । ଆଜି ସୁଶିଲାଙ୍କର ଫ୍ୟାନ ଫଲୋୱିଂଗ ବହୁତ ଅଛନ୍ତି ।

୩. ଜେନ

Image courtesy: Google

ଆଡଲ୍ଟ ଫିଲ୍ମରେ ଏହି ଭାରତୀୟ ଅଭିନେତ୍ରୀ ନିଜର ସୁନ୍ଦରତା କାରଣରୁ ଲକ୍ଷ ଲକ୍ଷ ଲୋକମାନଙ୍କୁ ନିଜର ଦିବାନା କରି ରଖିଛନ୍ତି । ଦେଶ ବିଦେଶରେ ଏମାନଙ୍କର କୋଟି କୋଟି ଫଲୋୱର୍ସ ଅଛନ୍ତି ।

୪. କୀର୍ତି

Image courtesy: Google

ଆଡଲ୍ଟ ଫିଲ୍ମରେ କାମ କରୁଥିବା ଏହି ସୁନ୍ଦର ଅଭିନେତ୍ରୀକୁ ଦେଖି କେହି ବି କୀର୍ତିଙ୍କର ଦିବାନା ହୋଇଯିବେ । ଏହି ଅଭିନେତ୍ରୀ ଜଣକ ୧୦୦ ରୁ ବି ଅଧିକ ଆଡଲ୍ଟ ଫିଲ୍ମରେ କାମ କରି ସାରିଛନ୍ତି ।

୫. ଡେନିୟଲ

Image courtesy: Google

ଏହି ସୁନ୍ଦର ଆଡଲ୍ଟ ଫିଲ୍ମ ଷ୍ଟାରଙ୍କର ନାମ ଡେନିୟଲ ଅଟେ । ଏହି ଅଭିନେତ୍ରୀ ଜଣକ ଭାରତର ଅଟନ୍ତି । ଭାରତରେ ଏହି ଅଭିନେତ୍ରୀଙ୍କ ଆଡଲ୍ଟ ଫିଲ୍ମ ବହୁତ ପ୍ରସିଦ୍ଧ ଅଟେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।