Raj Kundra ନିଜ ପ୍ରଥମ ପତ୍ନୀ କବିତା ଙ୍କୁ ନେଇ କଲେ ଏକ ବଡ ଖୁଲାସା, କହିଲେ, “ମୋ ଭିଣୋଇଙ୍କ ସହ ଥିଲା ତାଙ୍କ ପ୍ରେମ ସମ୍ପର୍କ ଓ ଦିନେ ବାଥ୍ରୁମରେ …”

ନମସ୍କାର ବନ୍ଧୁଗଣ । ଆପଣ ମାନେ ବଲିଉଡ ଅଭିନେତ୍ରୀ ଶିଳ୍ପ ସେଠୀଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ହଟନେସ ଓ ସୁନ୍ଦରତା ପାଇଁ ବଲିଉଡ ଜଗତରେ ଅନେକ ଫିଲ୍ମରେ କମ କରି ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି ।

ଅଭିନେତ୍ରୀ ଶିଲ୍ପା ସେଠୀ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ୨୦୦୯ରେ ମ୍ୟାରେଜ କରିଛନ୍ତି । ଖବର ଅନୁଯାୟୀ ଅଭିନେତ୍ରୀ ଶିଲ୍ପା ସେଠୀ ନିଜ ଜନ୍ମ ଦିବସ ପାଳନ କରୁଥିବା ସମୟରେ ରାଜ କୁନ୍ଦରାଙ୍କର ପ୍ରଥମ ସ୍ତ୍ରୀକୁ ନେଇ କିଛି ଖବର ଚର୍ଚ୍ଚାରେ ରହିଛି । ରାଜ କୁନ୍ଦ୍ରା ୨୦୦୬ରେ ପ୍ରଥମ ସ୍ତ୍ରୀ କବିତାଙ୍କ ଠାରୁ ସବୁ ଦିନ ପାଇଁ ଅଲଗା ହୋଇଥିଲେ । ରାଜ କୁନ୍ଦ୍ରା ଓ କବିତାଙ୍କର ଏକ କନ୍ୟା ସନ୍ତାନ ଅଛନ୍ତି ।

କବିତାଙ୍କ ଠାରୁ ବିବାହ ବିଛେଦ ହେବା ପରେ ରାଜ କୁନ୍ଦ୍ରା ଶିଲ୍ପା ସେଠୀଙ୍କ ସହ ଦିତୀୟ ବିବାହ କରିଥିଲେ । ରାଜା କୁନ୍ଦ୍ରା ନିଜର ପ୍ରଥମ ବିବାହର ୧୧ ବର୍ଷ ପରେ ଏମିତି କିଛି କଥା କହିଛନ୍ତି ଯାହା ଆଗରୁ ସେ କହି ନ ଥିଲେ । ତେବେ ଆସନ୍ତୁ ଜାଣିବା ଏହାର କାରଣ କଣ ରହିଛି ।

କବିତା ରାଜ କୁନ୍ଦ୍ରାଙ୍କ ଠାରୁ ଅଲଗା ହେବାର କାରଣ କଣ ଥିଲା ଏକ ଭିଡିଓ ଜରିଆରେ ଶିଲ୍ପାଙ୍କୁ ଜଣାଇଥିଲେ । କିନ୍ତୁ ଏହି ଭୋଦୀୟରେ କିଛି ସତ୍ୟତା ନାହି ବୋଲି ରାଜ ନିଜ ମତରେ କହିଛନ୍ତି । ଏହି ଭିଡିଓରେ ଶିଲ୍ପାଙ୍କ ବିରୁଦ୍ଧରେ କିଛି ଖରାପ କଥା କହିବାକୁ କବିତାଙ୍କୁ ମିଡିଆରେ କିଛି ଟଙ୍କା ମିଳିଥିଲା । ନିୟୁଜ ଅଫ ଦ ୱାର୍ଲ୍ଡ ଏକ ମିଡିଆରେ ଏଭଳି ଏକ ସ୍କ୍ଯାଣ୍ଡେଲ କାହାଣୀ କରିବାକୁ କବିତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା ବୋଲି ରାଜ କହିଛନ୍ତି । ଦୁହିଙ୍କର ବିବାହ ଶିଲ୍ପାଙ୍କ ପାଇଁ ନୁହେ ବରଂ କବିତାଙ୍କ ପାଇଁ ଭାଙ୍ଗିଥିଲା ବୋଲି ରାଜ କହିଛନ୍ତି ।

ଏକ ସାକ୍ଷାତ୍କାରରେ ରାଜା କହିଛନ୍ତି ଯେ କବିତା ତାଙ୍କର ଭଲ ଗୁଣ ଅପେକ୍ଷା ଖରାପ ଗୁଣ ଅଧିକ ଦେଖନ୍ତି । ଏହା ସହ ଲଣ୍ଡନରେ ଥିବା ସମୟରେ ରାଜଙ୍କ ଜିଜାଙ୍କ ସହ କବିତାଙ୍କର ସମ୍ପର୍କ ଥିବା ବୋଲି ରାଜ କହିଛନ୍ତି । ସେ ଯେତେବେଳେ ବିଜନେସ ଟ୍ରିପରେ ବାହାରକୁ ଯାଆନ୍ତି ସେହି ସମୟରେ କବିତା ତାଙ୍କ ଜିଜାଙ୍କ ସହ ଅଧିକ ଟାଇମ ସ୍ପେନ୍ଡ କରନ୍ତି ବୋଲି ରାଜ କହିଛନ୍ତି ।

ରାଜ ନିଜର ବୈବାହିକ ସମ୍ପର୍କକୁ ଆଗକୁ ନେବା ପାଇଁ ଅନେକ ଚେଷ୍ଟା କରିଥିଲେ । କବିତା ଓ ରାଜଙ୍କ ଜିଜାଙ୍କ ସମ୍ପର୍କ ବିଷୟରେ ରାଜା ସେହି ସମୟରେ ଜାଣିବାକୁ ପାଇଥିଲେ ଯେତେବେଳେ ତାଙ୍କ ଜିଜା ଓ ଭଉଣୀ ଭାରତ ଆସିଥିଲେ । ଏ କଥା ରାଜ ତାଙ୍କ ଭଉଣୀଙ୍କୁ ମଧ୍ୟ ଜଣାଇଥିଲେ । ଏହା ପରେ ରାଜ କବିତା ଓ ତାଙ୍କ ଝିଅଙ୍କୁ ଛାଡି ଲଣ୍ଡନ ଫେରି ଯାଇଥିଲେ ।

ଏହା ପରେ ରାଜ ନିଜର ବନ୍ଧୁଙ୍କ ମାଧ୍ୟମରେ ଶିଲ୍ପାଙ୍କ ସହ ଭେଟ ହୋଇଥିଲେ । ରାଜ  ଶିଲ୍ପାଙ୍କ ସହ ଟାଇମ ସ୍ପେନ୍ଡ କରୁଥିବାର ଦେଖି କବିତା ମିଡିଆକୁ ୧୦ଲକ୍ଷ ଟଙ୍କା ଦେଇ ମିଥ୍ୟା କଥା ପ୍ରକାଶ କରିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ ଶିଲ୍ପା କବିତାଙ୍କର ବୈବାହିକ ସମ୍ପର୍କ ଭାଙ୍ଗିଛନ୍ତି ବୋଲି କହିଥିଲେ ମଧ୍ୟ ଏହା ସତ ନୁହେ ବୋଲି ରାଜ ସ୍ପଷ୍ଟ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।