ସ୍ୱାମୀ ଆପଣଙ୍କର ସବୁ କଥା ମାନିବେ ଆଉ ଆପଣଙ୍କୁ ମହାରାଣୀ ପରି ରଖିବେ କେବଳ କରନ୍ତୁ ଏହି 1 କାମ

ନମସ୍କାର ବନ୍ଧୁଗଣ । ମଣିଷ ଜୀବନରେ ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ଯାହାର କିଛି ବିଶେଷ ମହତ୍ଵ ରହିଛି । ଠିକ ସେହି ଭଳି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧ୍ୟ ନିଆରା ହୋଇଥାଏ । ପ୍ରତେକ ମଣିଷ ଜୀବନରେ କେବେ ସୁଖ ଆସିଥାଏ ତ କେବେ ଦୁଖ ଆସିଥାଏ ।

ଠିକ ସେହି ଭଳି ଦୁନିଆରେ ଏମିତି କିଛି ବ୍ୟକ୍ତି ମାନେ ଅଛନ୍ତି ଯିଏ ନିଜ ସ୍ତ୍ରୀଙ୍କ କଥା ନ ଶୁଣି ଭୁଲ ବାଟରେ ପାଦ ଦେଇଥାନ୍ତି । ନିଜ ସ୍ତ୍ରୀକୁ ଅଣଦେଖା କରି ଅନ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଯାହା ଫଳରେ ବୈବାହିକ ଜୀବନରେ ଏହାର କୁ-ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ତ୍ରୀ ବା ଜଣେ ନାରୀ କିପରି ନିଜ ସ୍ଵାମୀକୁ ନିଜ ଆୟତ୍ତରେ ରଖି ପାରିବ ସେହି ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା କହିବାକୁ ଯାଉଛୁ ।

୧- ପ୍ରଥମ ଉପାୟ ହେଉଛି ନାରୀ ମାନେ ପ୍ରତେକ ଶୁକ୍ରବାର ଦିନ ଭଗବାନ ଶ୍ରୀ କୃଷ୍ଣଙ୍କର ପୂଜା ଆରାଧନା ପୁରା ଭକ୍ତିର ସହ କରନ୍ତୁ । ଏହା ସହ ୩ରୁ ୪ଟି ଗୁଜୁରାତି ନାରୀ ମାନେ ନିଜ ଶରୀରରେ ସ୍ପର୍ଶ କରି ତାଙ୍କ ସ୍ଵାମୀ ମାନଙ୍କ ତକିଆ ତଳେ ରଖି ଦିଅନ୍ତୁ । ତା ପର ଦିନ ସକାଳେ ସେହି ଗୁଜୁରାତିକୁ ଚାହାରେ ପକାଇ ନିଜ ସ୍ଵାମୀଙ୍କୁ ପିଇବାକୁ ଦେବେ ।

୨- କିଛି ସ୍ତ୍ରୀ ବା ନାରୀ ମାନଙ୍କ ମନରେ ଭୟ ଥାଏ ଯେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି ଆଉ କାହା ପାଖକୁ ଚାଲି ନ ଯାଆନ୍ତୁ । ଏହାର ନିବାରଣ ପାଇଁ ସ୍ତ୍ରୀ ମାନେ ନଡିଆ, କିଛି କର୍ପୁର ଓ ଅଳ୍ପ ଧତୁରାର ମଞ୍ଜିକୁ ଭଲ ଭାବେ ଗୁଣ୍ଡା କରି ଏହାର ପାଉଡର ପ୍ରସ୍ତୁତ କରି ଏଥିରେ କିଛି ମହୁ ମିଶାଇ ନିଜେ ସେହି ନାରୀ ଓ ତାର ସ୍ଵାମୀଙ୍କ ଦେହରେ ପ୍ରତିଦିନ ଲାଗିଲେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି କୁଆଡେ ବି ଯିବେ ନାହି ।

୩- ନିଜ ସ୍ଵାମୀଙ୍କୁ ନିଜ ପ୍ରତି ଆକର୍ଷଣ କରିବାକୁ ହେଲେ ଶୁକ୍ଳପକ୍ଷର ରବିବାର ଦିନ ୫ଟି ଲବଙ୍ଗ ନେଇ ନିଜ ମୁଣ୍ଡରେ ଲଗାଇ ଦେଇ ଏହାକୁ ଖରାରେ ଶୁଖାଇ ଦେବେ । ଏହା ପରେ ଲବଙ୍ଗକୁ ଗୁଣ୍ଡ କରି ଏହାକୁ ନିଜ ସ୍ଵାମୀଙ୍କର ଚାହା ହେଉ ବା ଅନ୍ୟ କୌଣସି ଖାଦ୍ଯରେ ମିଶାଇ ଖାଇବାକୁ ଦେଲେ ଆପଣଙ୍କ ସ୍ଵାମୀ ଧୀରେ ଧୀରେ ଆପଣଙ୍କ ପାଖକୁ ଆକର୍ଷିତ ହେବେ ।

୪- ଯଦି ବ୍ୟକ୍ତି ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ ନାରୀକୁ ନେଇ ତାଙ୍କ ଠାରୁ ଦୂରେଇ ରହୁଥିବେ ତେବେ ଗୁରୁବାର ଦିନ ରାତି ୧୨ଟାରେ ସେହି ସ୍ତ୍ରୀ ଜଣକ ନିଜ ସ୍ଵାମୀଙ୍କର କିଛି ଚୁଟି କାଟି ଦିଅନ୍ତୁ । ଏହା ପରେ ସେହି ଚୁଟିକୁ ଜଳାଇ ଦେଇ ନିଜ ଗୋଡରେ ଦଳି ଦେବେ । ଏହାର କିଛି ଦିନରେ ଆପଣଙ୍କ ସ୍ଵାମୀ ଆପଣଙ୍କର ହିଁ ହୋଇ ରହିବେ ।

୫- ଜଣେ ନାରୀ ନିଜ ଖାଦ୍ୟକୁ ନିଜ ସ୍ଵାମୀଙ୍କର ଖାଦ୍ୟରେ ମିଶାଇବା ପରେ ସେହି ଖାଦ୍ୟକୁ ତାଙ୍କ ସ୍ଵାମୀ ଖାଇଲେ ସବୁଦିନ ପାଇଁ ସ୍ଵାମୀଙ୍କୁ ନିଜ ଆୟତ୍ତରେ କରାଯାଇ ପାରିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ