ଚୀନରୁ ଆସୁଥିବା ଏହି ୧୦ଟି ଜିନିଷ, ଯାହାର ବ୍ୟବହାର ସବୁ ଭାରତୀୟ କରିଥାନ୍ତି

ବର୍ତ୍ତମାନ ସମୟରେ ଚୀନ ଭାରତୀୟ ବଜାରରେ କବ୍ଜା କରି ବସିଛି ଓ ଏଥିରୁ ମୁକ୍ତି ପାଇବା ସହଜ କଥା ବି ନୁହେଁ । କହିବାକୁ ଗଲେ ଭାରତରେ ସବୁ ବ୍ୟକ୍ତି ପାଖରେ ଚୀନ ନିର୍ମିତ କୌଣସି ନା କୌଣସି ଜିନିଷ ନିଶ୍ଚିତ ଅଛି । ଯାହାର ସବୁଠୁ ବଡ ଉଦାହରଣ ସ୍ମାର୍ଟ ମୋବାଇଲ ଅଟେ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ଜିନିଷ ବିଷୟରେ କହିବୁ ଯାହା ଚୀନ ଦ୍ଵାରା ପ୍ରସ୍ତୁତ ହୋଇଛି ଓ ଯାହାକୁ ପ୍ରାୟତଃ ସବୁ ଭାରତୀୟ ବ୍ୟବହାର କରୁଛନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

୧. ପ୍ରଥମେ ଭାରତରେ ସମସ୍ତ ମେସିନ ଜର୍ମାନୀ, ଫ୍ରାନ୍ସ ଓ ୟୁରୋପ ଭଳି ଦେଶରୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଭାରତରେ ପ୍ରାୟତଃ ଜିନିଷ ଚୀନରୁ ଆସୁଛି । ଏହାର ସବୁଠୁ ବଡ କାରଣ କମ ଟଙ୍କା ଅଟେ । ଆପଣଙ୍କୁ କହିଦେଉଛୁ କି ରେଳ ଜିନିଷ, ନ୍ୟୁକ୍ଲିୟର ରିଏକ୍ଟର, ବୟଲର, ପାୱାର ଜେନରେସନ ଉପକରଣ ଓ ମେସିନାରୀ ପାର୍ଟ ଭଳି ପ୍ରାୟତଃ ଜିନିଷ ଚୀନରୁ ଆସିଥାଏ ।

୨. ସବୁ ପ୍ରକାରର ଆର୍ଗନିକ କେମିକଲ୍ସ ଓ ତାହାର ଏଲିମେଂଟ୍ସ ତଥା ଖାଦ ଓ ଖାଦ ସହ ଜଡିତ ଜିନିଷ ସବୁ ବି ଚୀନ ଠାରୁ ଆସିଥାଏ ।

୩. ସ୍ଟୀଲ ସହିତ ଲୁହାରେ ତିଆରି ବଡ ଓ ଛୋଟ ସମସ୍ତ ମେସିନ ବହୁତ ପରିମାଣରେ ଚୀନରୁ ହିଁ ଆସିଥାଏ ।

୪. ପ୍ଲାସ୍ଟିକ ଠାରୁ ନେଇ ସବୁଦିନ ଘରେ ଓ ଅଫିସରେ ବ୍ୟବହାର କରୁଥିବା ଜିନିଷ ବି ଅଧିକ ମାତ୍ରାରେ ଚୀନରୁ ହିଁ ଆସିଥାଏ ।

୫. ଯଦି ସ୍ମାର୍ଟ ଫୋନ ବିଷୟରେ କଥାବାର୍ତ୍ତା କରିବା ତେବେ ଅଧିକାଂଶ ଭାରତୀୟ ଚୀନ କମ୍ପାନୀମାନଙ୍କ ମୋବାଇଲ ହିଁ ବ୍ୟବହାର କରୁଛନ୍ତି । ସ୍ମାର୍ଟ ଫୋନ ଭଳି, ଟିଭି କୀଟ, ଡିସ୍ପ୍ଲେ ବୋର୍ଡ, ଏସଡୀ କାର୍ଡ, ମେମୋରୀ କାର୍ଡ, ଲ୍ୟାପଟପ, ପେନ ଡ୍ରାଇବ, ସାଉଂଡ ରେକର୍ଡର୍ସ ସହିତ ଏଲଇଡ଼ି ବୋର୍ଡ ବି ଚୀନ ଠାରୁ ଭାରତକୁ ଆସିଥାଏ ।

୬. ଆପଣଙ୍କୁ କହିଦେଉଛୁ କି ଶସ୍ତା ମେଡିକାଲ ଉପକରଣ ଓ ଅପରେସନ ଥିଏଟରରେ ବ୍ୟବହାର ହେଉଥିବା ସମସ୍ତ ଉପକରଣ ଓ ଜିନିଷ ବି ପୂର୍ବେ ୟୁରୋପ ଓ ଆମେରିକାରୁ ଭାରତକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ଚୀନ ଠାରୁ ଭାରତକୁ ଆସୁଛି ।

୭. ବଜାରରେ ମିଳୁଥିବା କେତେକ ଫର୍ନୀଚର ଚୀନ ଠାରୁ ହିଁ ଆସିଥାଏ ।

୮. ଆପଣ ସବୁଦିନ ଯେଉଁ ଜୋତା ଚପ୍ପଳ ପିନ୍ଧୁଛନ୍ତି ତେବେ ଏହା ବି ଚୀନରୁ ଆସୁଛି ।

୯. ଭାରତୀୟ ବଜାରରେ ୯୮ ପ୍ରତିଶତ ଖେଳଣା ଚୀନ ଠାରୁ ହିଁ ଆସିଥାଏ ।

୧୦. ଖେଳ ଜିନିଷ ଓ ଖେଳର ଉପକରଣ ବି ଚୀନ ଠାରୁ ଭାରତକୁ ଆସିଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।