ବିବାହ କରିବା ପାଇଁ ହିନ୍ଦୁ ଧର୍ମ ଛାଡି ମୁସ୍ଲିମ ଧର୍ମ ଗ୍ରହଣ କରିଥିଲେ ଏହି 5 ଜଣ Bollywood ଷ୍ଟାର, 2 ନମ୍ବର ଙ୍କ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଆମ ଦେଶରେ ନିଜ ଧର୍ମକୁ ସମସ୍ତେ ବହୁତ ସମାନ ଦିଅନ୍ତି । କୌଣସି ଧର୍ମକୁ ଅସମାନ କରିବା ଭୁଲ କଥା ଅଟେ । କିନ୍ତୁ ଯେବେ ପ୍ରେମ ଆଗରେ ଆସିଥାଏ ତେବେ ସବୁ କିଛି ସମାନ ହୋଇଥାଏ ।

ଆଜିକାଲି ଅନେକ ଲୋକ ମାନେ ନିଜ ପ୍ରେମ ପିନ ନିଜ ଧର୍ମକୁ ବଦଳାଇ ଦେଉଛନ୍ତି । ଏହି ପ୍ରକ୍ରିୟା ଆଜି ନୁହେ ବରଂ ଅନେକ ଦିନରୁ ବଲିଉଡରେ ଚାଲି ଆସିଛି । ବଲିଉଡରେ ଅନେକ ଅଭିନେତ୍ରୀ ମାନେ ନିଜ ପ୍ରେମ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି । “ଶର୍ମୀଲା ଟେଗୋର” : ଶର୍ମୀଲା ଟେଗୋର ଭାରତୀୟ ସିନେମା ଜଗତର ସାନଦାର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ସେ ଏକ ବଙ୍ଗାଳୀ ଫିଲ୍ମ ବ୍ଯତୀତ “କଶ୍ମୀର କି କଲି”, “ଏନ ଇବନିଙ୍ଗ ଇନ ପେରିଶ”, “ଆରାଧନା” ଆଦି ଅଗଣିତ ଫିଲ୍ମରେ କାମ କରି ସାରିଛନ୍ତି । ୧୯୬୯ ଡିସେମ୍ବର ୨୭ରେ ସେ ପଟୋଦିର ନୱାବ ଓ ଭାରତୀୟ କ୍ରିକେଟ ଟିମର ପୂର୍ବ କପ୍ତାନ ଅଲ୍ଲୀ ଖାନ ପଟୋଦିଙ୍କ ସହ ବିବାହ କରିଥିଲେ । ପଟୋଦିଙ୍କ ସହ ବିବାହ କରିବା ପାଇଁ ସେ ଇସଲାମ ଧର୍ମ ଗ୍ରହଣ କରି ବେଗମ ଆୟଶା ସୁଲ୍ତାନ ଖାନ ହୋଇଥିଲେ ।

“ଦିବ୍ୟା ଭାରତୀ” : ସବୁଠାରୁ ସୁନ୍ଦର ଅଭିନେତ୍ରୀ ଦିବ୍ୟା ଭାରତୀ ନାଡିୟାଡବାଲାଙ୍କ ସହ ପ୍ରେମ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ହଟାତ ମୃ-ତ୍ୟୁ ହୋଇଥିଲା ।

“ନର୍ଗିସ ଦତ୍ତ” : ନର୍ଗିସ ଦତ୍ତ ଜଣେ ମୁସଲିମ ଥିଲେ । “ମଦର ଇଣ୍ଡିଆ” ଫିଲ୍ମରେ ସେ ସୁନୀଲ ଦତ୍ତଙ୍କ ସହ ସହ କଳାକାର ଭାବେ ନଜର ଆସିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ସୁନୀଲ ଦତ୍ତଙ୍କ ସହ ପ୍ରେମ କରି ନିଜ ଧର୍ମ ବଦଳାଇ ହିନ୍ଦୁ ଧର୍ମ ଗ୍ରହଣ କରି ନିର୍ମଳା ଦତ୍ତ ନାମରେ ପରିଚିତ ହୋଇଥିଲେ ।

“ଏ ଆର ରେହମାନ” : ଏ ଆର ରେହମାନ ଜଣେ ଭାରତୀୟ ସଂଗୀତକାର, ଗାୟକ ଓ ସଂଗୀତା ନିର୍ମାତା ଅଟନ୍ତି । ବହୁତ କମ ଲୋକ ଜାଣିଛନ୍ତି ଯେ ଏହି ମହାନ ଗାୟକଙ୍କର ୧୯୬୭ ଜାନୁଆରୀ ୬ରେ ଏଏସ ଦିଲୀପ କୁମାରଙ୍କ ନାମରେ ଜନ୍ମଗ୍ରହଣ କରିଥିଲେ । ରେହମାନ ଇସଲାମ ଧର୍ମ ଗ୍ରହଣ କରିଥିଲେ ଯେତେବେଳେ ତାଙ୍କର ଇଶ୍ଵରଙ୍କ ପ୍ରତି ବିଶ୍ଵ ଆସିଥିଲା ସେତେବେଳେ ସେ ୨୦ଦଶକରେ ଥିଲେ । ସେଥିପାଇଁ ତାଙ୍କର ନାମ ଅଲ୍ଲା-ରଖା ରେହମନ ଅଟେ ।

“ହେମା ମାଳିନୀ ଓ ଧର୍ମେନ୍ଦ୍ର” : ଧର୍ମେନ୍ଦ୍ରଙ୍କ ବିବାହ ପ୍ରଥମେ ୧୯୫୪ରେ ପ୍ରକାଶ କୋରଙ୍କ ସହ ହୋଇଥିଲା । ପରେ ସେ ହେମା ମାଳିନୀଙ୍କର ୪ଟି ପିଲା ଥିଲେ ମଧ୍ୟ ତାଙ୍କୁ ପ୍ରେମ କରି ବିବାହ କରିଥିଲେ । ଧର୍ମେନ୍ଦ୍ର ଓ ହେମା ପରସ୍ପରକୁ ମ୍ୟାରେଜ କରିବା ପାଇଁ ପ୍ରଥମ ଥର ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେଥିପାଇଁ ଧର୍ମେନ୍ଦ୍ର ହେମାଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନ ଛାଡି ହେମାଙ୍କ ସହ ବିବାହ କରିଥିଲେ ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ