ବଲୀଉଡର ଏହି ସବୁ ଅଶ୍ଳୀଳ ଫିଲ୍ମ ଯାହାକୁ ସେନ୍ସର ବୋର୍ଡ ଦେଇନଥିଲା ଅନୁମତି, ନମ୍ବର ୫ ତ ହେଇଥିଲା ସୁପରହିଟ

ସେନ୍ସର ବୋର୍ଡ ନିଜର ତେଜ ଧାରା ବାଲା କଇଁଚିକୁ ନେଇ ପ୍ରାୟତଃ ଫିଲ୍ମର କିଛି କିଛି ସିନକୁ କାଟି ଦେଇଥାଏ । ଫିଲ୍ମକୁ ବ୍ୟାନ କରିବାରେ ବି ତାହାର କୌଣସି ଜବାବ ନାହିଁ । ପାଖାପାଖି ସବୁ ଫିଲ୍ମରେ ସେନ୍ସର ବୋର୍ଡ ନିଜର କଇଁଚି ଚଲାଇ ଥାଏ । କେତେ ଥର ଏମିତି ହୋଇଥାଏ କି ଫିଲ୍ମ ଦେଖିବା ପରେ ସେନ୍ସର ବୋର୍ଡ ଏହାକୁ ତୁରନ୍ତ ସବୁଜ ପତାକା ଦେଇ ଦିଅନ୍ତି, କିନ୍ତୁ ଅନ୍ୟ ପଟେ କେତେ ଥର ଫିଲ୍ମରେ ଲାଗିଥିବା କଟ ଏହି କଥାର ପ୍ରମାଣ ହୋଇଥାଏ କି ଆମର ଦର୍ଶକମାନେ ଫିଲ୍ମରୁ କିଛି ଭଲ ଆଶା କରୁଛନ୍ତି ।

କେତେ ଥର ଫିଲ୍ମ ମେକର୍ସ ଫିଲ୍ମ ମାଧ୍ୟମରେ କିଛି ଏମିତି ଦେଖାଇ ଦିଅନ୍ତି କି ଯାହାକୁ ସେନ୍ସର ବୋର୍ଡ କେବେ ବି ପାସ କରନ୍ତି ନାହିଁ । କିନ୍ତୁ ପରେ ଦର୍ଶକଙ୍କ ପର୍ଯ୍ୟନ୍ତ ନିଜର ଫିଲ୍ମ ପହଞ୍ଚାଇବା ପାଇଁ ମେକର୍ସ ଏହି ଫିଲ୍ମକୁ ୟୁଟ୍ୟୁବରେ ରିଲିଜ କରି ଦିଅନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଫିଲ୍ମ ବିଷୟରେ ।

ଊର୍ଫ ପ୍ରୋଫେସର

ପଙ୍କଜ ଆଡବାନୀଙ୍କ ଫିଲ୍ମ ‘ଊର୍ଫ ପ୍ରୋଫେସର’ରେ ଥିବା କିଛି ଅଭଦ୍ର ଭାଷା ପ୍ରୟୋଗ କାରଣରୁ ବ୍ୟାନ ହୋଇ ସାରିଛି । ଫିଲ୍ମରେ ମନୋଜ ପାବହା, ଅଂତରା ମାଲୀ ଓ ଶର୍ମନ ଜୋଶୀ କାମ କରିଥିଲେ । ଫିଲ୍ମ ୨୦୦୧ରେ ରିଲିଜ ହେବାର ଥିଲା ।

ପାଂଚ

ଅନୁରାଗ କଶ୍ୟପଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ‘ପାଂଚ’କୁ ବି ସେଂସର ବୋର୍ଡ ବ୍ୟାନ କରିଛି । ଏହି ଫିଲ୍ମ ୨୧ ସେପ୍ଟେମ୍ବର ୨୦୦୩ରେ ରିଲିଜ ହେବାର ଥିଲା । ସେଂସର ବୋର୍ଡ ଏହି ଫିଲ୍ମକୁ ସମାଜ ପାଇଁ ଖରାପ କହିଥିଲେ । କେକେ ମେନନ, ଆଦିତ୍ୟ ଶ୍ରୀବାସ୍ତବ, ବିଜୟ ମୌର୍ୟା ଓ ତେଜସ୍ୱନୀ କୋଲ୍ହାପୁରୀ ଭଳି ଷ୍ଟାରମାନେ ଏହି କ୍ରାଇମ ଆଡଲ୍ଟ ଫିଲ୍ମରେ ଅଛନ୍ତି ।

ଛତ୍ରକ

ପାଓଲୀ ଦମଙ୍କ ବଙ୍ଗାଳୀ ଫିଲ୍ମ ‘ଛତ୍ରକ’ ବି ବୋଲ୍ଡ ଓ ଅଶ୍ଲୀଳ ଦୃଶ୍ୟ କାରଣରୁ ବ୍ୟାନ କରି ଦିଆ ଯାଇଥିଲା । ପରେ ଏହାକୁ ରିଲିଜ ବି କରା ଗଲା, କିନ୍ତୁ ଏହା ହିଟ ହୋଇ ପାରିଲା ନାହିଁ ।

ମସ୍ତୀଜାଦେ

ତୁଷାର କପୁର, ସନୀ ଲିୟୋନୀ ଓ ବୀର ଦାସଙ୍କ ଫିଲ୍ମ ‘ମସ୍ତୀଜାଦେ’ ବହୁତ ବୋଲ୍ଡ ଫିଲ୍ମ ଥିଲା । ଏହି ଫିଲ୍ମକୁ ବି ସେନ୍ସର ବୋର୍ଡ ବ୍ୟାନ କରି ଦେଇଥିଲେ, କିନ୍ତୁ ପରେ ଫିଲ୍ମରେ କିଛି ବୋଲ୍ଡ ଦୃଶ୍ୟକୁ କାଟିବା ପରେ ଏହି ଫିଲ୍ମକୁ ରିଲିଜ କରା ଯାଇଥିଲା ।

ଲିପସ୍ଟିକ ଅଂଡର ମାଇଁ ବୁର୍କା

ପ୍ରକାଶ ଝା ଙ୍କ ଫିଲ୍ମ ‘ଲିପସ୍ଟିକ ଅଂଡର ମାଇଁ ବୁର୍କା’ ଉପରେ ବି ସେନ୍ସର ବୋର୍ଡ ନିଜର କଇଁଚି ଚଳାଇ ଥିଲେ । କିନ୍ତୁ ଏହା ସତ୍ବେ ବି ଫିଲ୍ମ ହିଟ ହୋଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।