କରୋନା କାରଣରୁ ହେଇଥିବା ଦୁର୍ବଳତା ସବୁଦିନ ପାଇଁ ଦୂର ହୋଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ପ୍ରତେକ ଲୋକ ଆଜି ମହାମାରୀ କରୋନା କୁ ଡରୁ ନାହାଁନ୍ତି ବରଂ ଏଥିରେ ପୀଡିତ ମଧ୍ୟ ହୋଇ ଗଲେଣି । ଏହା ଏକ ଭାଇରସ ଅଟେ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ କମ କରିଦିଏ ।

ଏହା ପାଈଁ ଆମେ  ଅନେକ ପ୍ରିୟ ଜନଙ୍କୁ ହରାଇ ସାରିଲେଣି । ଏଥିରେ ମୃ-ତ୍ୟୁ ର ସଂଖ୍ୟା ଅଧିକ ଓ ବଞ୍ଚିବା ଆକଳନ କମି ବାରେ ଲାଗିଛି । ତେବେ ଏହାକୁ ନେଇ ଅନେକ ଦେଶ ଚିନ୍ତା ରେ ଥିବା ସମୟରେ ଆଧିକ ଚିନ୍ତାରେ ଭାରତ ଅଛି କାରଣ ଏଠାରେ ରୋଗ ସଂକ୍ରମଣ ଅଧିକ ହେବାରେ ଲାଗିଛି ।  ଆପଣ ଯଦି ପ୍ରତେକ ଦିନ ଖବର ଦେଖୁଥିବେ ତାହେଲେ ଜାଣି ଥିବେ ଏହି ରୋଗ କିଭଳି ମାନବିକତାକୁ ମାରି ଦେଇଛି ।

ତେବେ ଏହି ରୋଗରେ କେବଳ ଆଗରୁ ଅଧିକ ବୟସ ଥିବା ଲୋକମାନଙ୍କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରାଉଥିଲେ । ମାତ୍ର ଏବେ ଏଥିରେ ଅଧିକରୁ ଅଧିକ ଯୁବ ପିଢୀ ଓ ଛୋଟ ପିଲାମାନେ ଆକ୍ରାନ୍ତ ହେଉଛନ୍ତି ।

ତେବେ ଆପଣ ମାନଙ୍କୁ ଆମେ କହି ରଖୁଛୁକି ଏହା ହୋଇ ସାରିଥିବା ଲୋକମାନଙ୍କୁ ପୁନଃ ହେବାର ଅଧିକ ଚାନ୍ସ ଅଛି ବୋଲି ଡକ୍ଟର ମାନେ କହୁଛନ୍ତି । ଏହି ରୋଗ ର ଏବେ ଦ୍ଵିତୀୟ ଲହରୀ ଆରମ୍ଭ ହୋଇ ସାରିଛି ତେବେ ଏହି ସମୟରେ ଆପଣ ନିଜକୁ ଅଧିକ ଜଗିକି ଚାଲିବା ଆବଶ୍ୟକ ଅଟେ । ଜେଭଳି ଆମେ ଜାଣିଛୁ କି ଏହି ରୋଗ ହେବା ଦ୍ଵାରା ଆମର ଶ୍ଵାସ ନଳୀରେ ଅସୁବିଧା ହୁଏ ଓ ଏହା ପାଈଁ ଆମେ ନିଶ୍ଵାସ ନେଇ ପାରୁନା ।

ଏଥର ମଧ୍ୟ ଦ୍ଵିତୀୟ ଲହରୀରେ ଏଭଳି କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।   ଆଜି ଆମେ ଆପଣଙ୍କୁ ଏଭଳି ଏକ କାଡା ବନେଇବା ଶିଖାଇବୁ ଯାହାକୁ ନେବା ଦ୍ଵାରା ଆପଣ ନିଜର ଶାରିରୀକ ଦୁର୍ବଳତା କୁ ଦୂର କରି ପାରିବେ । ଯେଉଁ ମାନେ କରୋନା ରୁ ଭଲ ହୋଇ ଆସିଛନ୍ତି ସେମାନଙ୍କ ପାଇଁ ଏହା ଉପକାରୀ ଅଟେ ।

ଏଥି ପାଇଁ ଆପଣ ଗୋଟେ ଗିଲୋଇ ର ଏକ ଡାଙ୍ଗ ନିଅନ୍ତୁ ଓ ଏହାକୁ ଏକ ଗ୍ଳାସ ପାଣିରେ ପକାଇ ଫୁଟାନ୍ତୁ ଏହା ପରେ ଏଥିରେ ଆପଣ ଚାରି ଭାଗରୁ ଭାଗେ ଜୀରା ଓ କିଛି ହଳଦୀ ପକାନ୍ତୁ । ଏହାକୁ ଫୁଟାନ୍ତୁ ଓ ଏଥିରେ ୪ ଟି ଗୋଲମରୀଚ, ୨ ଟି ଲବଙ୍ଗ, ୧ ଅଳେଇଚ, ୨ ଗୁଜୁରାତି ନେଇକି ଏହାକୁ କୁଟି ଦିଅନ୍ତୁ । ଏହା ପରେ ଏହାକୁ ଆପଣ ସେହି ପାଣିରେ ପକାଇ ଦିଅନ୍ତୁ ।

ଯେତେବେଳେ ପାଣି ଅଧା ହୋଇଜୀବ ଏହାକୁ ଛାଣି ନିଅନ୍ତୁ ଓ ଏହାକୁ ଏକ ଗରମ ଚା ଭଳି ପିଅନ୍ତୁ । ଆପଣ ଏହାକୁ ସକାଳ ସନ୍ଧ୍ୟା ସେବନ କରନ୍ତୁ ଦେଖିବେ ଆପଣ ନିଜକୁ ଆଗ ଭଳି ସୁସ୍ଥ ଅନୁଭବ କରିବେ । ଏଥିରେ ଥିବା ପ୍ରତେକ ଜିନିଷ ଆପଣ ଘରେ ଆରାମରେ ପାଇ ଯିବେ । କିଛି ଦିନ ଏହାକୁ ନିୟମିତ ପିବା ଦ୍ଵାରା ଆପଣ ପୁନଃ ରୋଗମୁକ୍ତ ଜୀବନ ବଞ୍ଚି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ